Daily Archives

February 3, 2020

କ୍ୟାନସର ସହ ଲଢିବାକୁ ଅଣ୍ଟା ଭିଡିଛି ଓଡି଼ଶା । ବାରଙ୍ଗ ପରେ ବରଗଡରେ ହେବ ଡାକ୍ତରଖାନା । ମୁକାବିଲା ପାଇଁ କେତେ…

କ୍ୟାନସର ବା କର୍କଟ । ଏହି ନାଁ ଶୁଣିଲେ ମନରେ ଛନକା ପଶିଯାଏ । ସାରା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ବଡ କାରଣ ହେଉଛି ଏହି ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ କହୁଛି, ୨୦୧୮ରେ ୯୬ ଲକ୍ଷରୁ ଅଧିକ ମାରାତ୍ମକ କର୍କଟ ରୋଗର ଶିକାର ହୋଇଥିଲେ । ବିଶ୍ୱରେ ପ୍ରତି ୬ ଜଣରେ ଜଣେ କ୍ୟାନସରରେ…

ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ପୂରା ବିଶ୍ୱ ଦେଖିବ ହାଇଭୋଲଟେଜ ମ୍ୟାଚ୍, ଆପଣଙ୍କ ମତରେ…

କନକ ବ୍ୟୁରୋ : ଆସନ୍ତାକାଲି ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିବ ଦମଦାର ମୁକାବିଲା । ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ହେବ ସୁପରହିଟ୍ ଲଢେଇ । ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଯାହା ଉପରେ ଏବେ ପୂରା ବିଶ୍ୱ…

ପୋଲିସ ହାତରେ ପଥର, ପବ୍ଲିକଙ୍କ ହାତରେ ପଥର । ବରଗଡରେ ଦେଖିବାକୁ ମିଳିଲା କାଶ୍ମୀର ଷ୍ଟାଇଲ ।

କନକ ବ୍ୟୁରୋ : ବରଗଡରେ କାଶ୍ମୀର ଷ୍ଟାଇଲ । ପୋଲିସ ହାତରେ ପଥର, ପବ୍ଲିକଙ୍କ ହାତରେ ପଥର । କାଶ୍ମୀରରେ ଯେମିତି ପୋଲିସ ଉପରକୁ ପଥରମାଡ ହୁଏ ତାହାର ଝଲକ ବରଗଡରେ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପୋଲିସ ଓ ଅନ୍ୟପଟେ ପବ୍ଲିକ । ରାଜରାସ୍ତାରେ ଖୁଲମଖୁଲା ଚାଲିଥିଲା ପଥର ଫିଙ୍ଗାପିଙ୍ଗି । ଏହି…

ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିବାଦୀୟ ବୟାନ । ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ ଡ୍ରାମା ବୋଲି କହି ହରଡ଼ଘଣାରେ…

କନକ ବ୍ୟୁରୋ: ବିଜେପି ସାଂସଦ ଅନନ୍ତ କୁମାର ହେଗେଡଙ୍କ ବିବାଦୀୟ ବୟାନକୁ ନେଇ ବ୍ୟାକଫୁଟରେ ବିଜେପି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ ଡ୍ରାମା ବୋଲି କହିଥିଲେ ବିଜେପି ସାଂସଦ । ତାଙ୍କର ଏହି ବୟାନକୁ ନେଇ ବିଜେପିର ଶ୍ରେଷ୍ଠ ନେତୃତ୍ୱ ଖପ୍ପା ହୋଇଥିବା ଜାତୀୟ…

ନାଁ ରଖିଲେ ଓଡ଼ିଶା ଝିଅ । ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ସାଇନା ଅଗ୍ରୱାଲ ଟପ୍ପର ।

କନକ ବ୍ୟୁରୋ : ଇନଷ୍ଟିଚ୍ୟୁଟ୍‌ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟର ମିଡିଏଟ୍‌ ଓ ଫାଉଣ୍ଡେସନ ପରୀକ୍ଷାର ଫଳାଫଳ ଆଜି ପ୍ରକାଶିତ ହୋଇଛି । ସିଏ ଫାଉଣ୍ଡେସନ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଝିଅ ସାଇନା ଅଗ୍ରଓ୍ଵାଲ ସର୍ବଭାରତୀୟ…

ଦିଲ୍ଲୀ ଦଙ୍ଗଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ପ୍ରଚାର ବେଳେ କହିଲେ, ଶାହିନବାଗ ସଂଯୋଗ ନୁହେଁ ଏକ…

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବାବେଳେ, ଦିଲ୍ଲୀ ଜନତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ କଡକଡ୍ଡୁମା ଠାରେ ନିର୍ବାଚନୀ ରାଲିରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଲିକୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଶାହୀନ ବାଗ ପ୍ରସଙ୍ଗରେ ନିଜ…