Daily Archives

February 2, 2020

କେତେ ଲାଭ ଦେବ ସୀତାରମଣଙ୍କ ଟ୍ୟାକ୍ସ ସୂତ୍ର ? ବଜେଟରେ ନୂଆ ପୁରୁଣା ଆୟକର ବ୍ୟବସ୍ଥାକୁ ନେଇ ସାରା ଦେଶରେ ବିତର୍କ ।…

କନକ ବ୍ୟୁରୋ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ହିସାବ ନିକାସ ଆରମ୍ଭ କରିବା ବେଳେ ଲାଗୁଥିଲା ଆୟକର ଦାଖଲ ସରଳ ହେବା ସହ ମଧ୍ୟବିତ୍ତଙ୍କୁ ଏଥର ବେଶ୍ ଲାଭ ହେବ । ହେଲେ ବଜେଟ ଉପସ୍ଥାପନ ଶେଷ ହେବା ବେଳକୁ ଏହା ଧୀରେ ଧୀରେ ଜଟିଳ ହୋଇପଡିଥିବା ଅନୁଭୂତ ହୋଇଥିଲା । ଆମେ ଆପଣଙ୍କ…

ନିରବୀ ଗଲା ପ୍ରଖ୍ୟାତ ସାରସ୍ୱତ ସାଧକଙ୍କ କଲମ ମୁନ । ପରପାରିରେ ବିପ୍ଲବୀ କବି ରବି ସିଂ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…

କନକ ବ୍ୟୁରୋ : ପରଲୋକରେ ବିପ୍ଳବୀ କବି ରବି ସିଂ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କଟକ ସତୀ ଚଉରାଠାରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ଆଖି ବୁଜିଥିଲେ ବିଶିଷ୍ଟ କବି ଓ ସ୍ୱାଧୀନତା ସଂଗ୍ରାମୀ ରବି ସିଂ । ମୁଖ୍ୟମନ୍ତ୍ରୀ ନବୀନ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧି । ଅସୁସ୍ଥତା ପାଇଁ ଦିଲ୍ଲୀର ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି ହେଲେ…

କନକ ବ୍ୟୁରୋ : ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଅସୁସ୍ଥତା ପାଇଁ ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ସୋନିଆ ଭର୍ତ୍ତି ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ରବିବାର ସନ୍ଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ନିର୍ଭୟାଙ୍କୁ ନ୍ୟାୟ ପାଇଁ ଗଡୁଛି ତାରିଖ । ଗୃହ ମନ୍ତ୍ରାଳୟର ଆବେଦନ ନେଇ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ ।…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ରାୟକୁ ଅଦାଲତ ସଂରକ୍ଷିତ ରଖିଛନ୍ତି । ଆଜି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ…

ଚିଲିକାରେ ବୁଲିଲା ଡଙ୍ଗା: ୧୮ ଜଣ ନିଖୋଜ, ୯ ଉଦ୍ଧାର । ବଣ ଭୋଜି ସାରି ଫେରିବା ବେଳେ ବଡ ଅଘଟଣ । ଚାଲିଛି ଉଦ୍ଧାର…

କନକ ବ୍ୟୁରୋ: ଭାରସାମ୍ୟ ହରାଇ ମଝି ଚିଲିକାରେ ବୁଡିଗଲା ଡଙ୍ଗା । କାଳିଜାଇ ପୀଠରୁ ବଡକୂଳ ଫେରୁଥିବା ବେଳେ ଡଙ୍ଗା ବୁଡିଗଲା । ଡଙ୍ଗା ବୁଡି ୧୮ ନିଖୋଜ ଥିବା ସୂଚନା । ଚିଲିକା ମଝିରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ୩ଟି ଡଙ୍ଗାରେ କାଳିଜାଇକୁ ଭୋଜି କରିବାକୁ ପ୍ରାୟ ୪୦ ଜଣ ଲୋକ…

ନ୍ୟାୟ ପାଇଁ ଅପେକ୍ଷା କରିଛି ନିର୍ଭୟା ! ସେପଟେ ଘଟଣାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଆଇପିଏସ ଅଫିସର…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ୪ଜଣ ଦୋଷୀଙ୍କ ନାମରେ ଜାରି ଡେଥ୍‌ ୱାରେଣ୍ଟ ଉପରେ ସ୍ଥଗିତାଦେଶ ଜାରି କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ…