Daily Archives

February 2, 2020

ସ୍ୱାଭିମାନ ଅଞ୍ଚଳ ବୁଲି କୋରାପୁଟ ଗସ୍ତରେ ଡିଜିପି ଅଭୟ । ଏସଓଜି ହବ ପରିଦର୍ଶନ ସହ ପୋଲିସର କାର୍ଯ୍ୟଶୈଳୀ ନେଇ କଲେ…

କନକ ବ୍ୟୁରୋ: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ଆଜି କୋରାପୁଟ ଗସ୍ତ କରି ଏସଓଜି ହବ ପରିଦର୍ଶନ କରିଛନ୍ତି। ସେ ଏଠାରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ । ଏସଓଜି ଯବାନଙ୍କ ତାଲିମ କାର୍ଯ୍ୟକ୍ରମ କେମିତି ଚାଲିଛି, ସେ ନେଇ ସମୀକ୍ଷା କରିଥିଲେ। ଏଥି ସହ ଡିଜି ଶ୍ରୀ ଅଭୟ…

ଭାଇରସ ଭୟରେ ପଶୁ ହତ୍ୟା । ଚୀନରୁ ଆସିଲା କରୁଣ ଚିତ୍ର । କରୋନା ଭାଇରସ ସଂକ୍ରମଣ ଭୟରେ ଗୃହପାଳିତ ପଶୁକୁ ମାରିଦେଉଛନ୍ତି…

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯେଉଁଭଳି ଭାବରେ ଏହା ବ୍ୟାପିବାରେ ଲାଗିଛି, ତାକୁ ଆଖି ଆଗରେ ରଖି ଏବେ ସମସ୍ତଙ୍କ ମନରେ ସଂକ୍ରମଣର ଭୟ ଦେଖିବାକୁ ମିଳୁଛି । ଯାହା ପାଇଁ ଚୀନରେ ଲୋକେ ଘରୁ କମ ବାହାରିବା ସହ ମୁହଁରେ ମାସ୍କ ଲଗାଇ…

ଏଣିକି ରାସ୍ତା କଡରେ ଗାଡି ପାର୍କିଂ କରିବା ମନା । ନିୟମ ଉଲଙ୍ଘନ କଲେ ଗଣିବେ ମୋଟା ଅଙ୍କପ ତଣ୍ଡ । ଜାଣନ୍ତୁ……

କନକ ବ୍ୟୁରୋ : ବଦଳିଲା ରାଜଧାନୀର ପାର୍କିଂ ବ୍ୟବସ୍ଥା । କଳ୍ପନା ଛକରୁ ରାଜମହଲ ଏବଂ ରାଜମହଲରୁ ଏଜି ଛକ ରାସ୍ତାରେ କିଛି ନିର୍ଦ୍ଦିଷ୍ଟ ନିୟମାବଳି ଅନୁସାରେ ଆପଣଙ୍କୁ ଗାଡି ପାର୍କିଂ କରିବାକୁ ପଡିବ । ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ହଜାରେ ଟଙ୍କା ଫାଇନ ଗଣିବାକୁ ପଡିବ ।…

ହଟହଟା ହେଲେ ମନ୍ତ୍ରୀ ସୁଶାନ୍ତ ସିଂ । ଟୋଲ ଫି ପାଇଁ ଅଧରାତିରେ ମନ୍ତ୍ରୀଙ୍କୁ ଅଟକାଇଲେ କର୍ମଚାରୀ । ପ୍ରାୟ ୨ ଘଣ୍ଟା…

କନକ ବ୍ୟୁରୋ: ରାତି ଅଧରେ ହଟହଟା ହେଲେ ମନ୍ତ୍ରୀ । ଟୋଲ ଫି ପାଇଁ ଅଧ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଟୋଲଗେଟରେ ଅଟକାଇଲେ କର୍ମଚାରୀ । ସୁନ୍ଦରଗଡ ଟୋଲଗେଟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ପାଖାପାଖି ୨ ଘଣ୍ଟା କାଳ ହଟହଟା ହୋଇଛନ୍ତି । ଟୋଲ ଫି ନଦେବାରୁ ମନ୍ତ୍ରୀଙ୍କୁ ନଛାଡି ରାତି…

ଅନୁଭବ ଏବେବି +୩ ପଢୁଛନ୍ତି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣି…

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ବଡ ଖୁଲାସା କଲା କଂଗ୍ରେସ । ଜାଲ ସାର୍ଟିଫିକେଟ ନେଇ ସାଂସଦ ଅନୁଭବଙ୍କ ନାଁରେ ଅଭିଯୋଗ ଆଣିଛି କଂଗ୍ରେସ । ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ ହୋଇଛି । ତେବେ ସାଂସଦ ଅନୁଭବ…

ବିଲ୍ ନଦେଲେ ହେବ ବିଜୁଳି କାଟ ! ସେସ୍କୋ, ନେସ୍କୋ ପରେ ୱେସ୍କୋ ଦେଲା ଚେତାବନୀ, ନିର୍ଦ୍ଧାରିତ ସମୟରେ ବକେୟା ପଇଠ ନକଲେ…

କନକ ବ୍ୟୁରୋ : ସେସୁ, ନେସ୍କୋ ପରେ ଏବେ ବିଜୁଳି ଗ୍ରାହକଙ୍କୁ ୱେସ୍କୋର ଚେତାବନୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଜୁଳି ବିଲ୍ ପଇଠ ନକଲେ କାଟି ଦିଆଯିବ ବିଜୁଳି ସଂଯୋଗ । ଏପରି ନିଷ୍ପତି ନେଇଛି ୱେସ୍କୋ । ଏନେଇ ୱେସ୍କୋ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ୱେସ୍କୋ…