ବାକି ଟଙ୍କା ଦେଉ ନାହାନ୍ତି ସାଂସଦ । ପୁଣି ଅଡୁଆରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଗତ ନିର୍ବାଚନରେ ପୋଷ୍ଟର,…
କନକ ବ୍ୟୁରୋ: ପୁଣି ଅଡୁଆରେ ଅନୁଭବ ମହାନ୍ତି । କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାଦ ପିଛା ଛାଡ଼ୁନି । ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ଅନୁଭବ । ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି ତାଙ୍କ ବିରୋଧରେ ।…