Daily Archives

January 27, 2020

ମୁଖ୍ୟମନ୍ତ୍ରୀଙ୍କ ଏକାମ୍ର ପ୍ୟାକେଜ: ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ବଡ ଘୋଷଣା କଲେ ନବୀନ । ବାସଗୃହ ହରାଉଥିବା…

କନକ ବ୍ୟୁରୋ : ଏକାମ୍ର ଯୋଜନା ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ । ବିସ୍ଥାପିତ ହୋଇଥିବା ପ୍ରତ୍ୟେକ ପରିବାରକୁ ମିଳିବ ଆର୍ଥିକ ସହାୟତା । ଏହି ପ୍ୟାକେଜକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅଧିଗୃହୀତ ହେବାକୁ ଥିବା ଜମିର ଦର ବାବଦକୁ କ୍ଷତିପୂରଣ…

ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟି ପରିସରରେ ହେଲା ଚିହ୍ନଟ, ଆସନ୍ତାକାଲି ଠାରୁ କୁକୁଡା ମରା…

କନକ ବ୍ୟୁରୋ : ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟିରେ ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି । ଏନେଇ ଓୟୁଏଟି ପାଥୋଲୋଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ଏପରିକି ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ତେଣୁ ଆସନ୍ତାକାଲି ଠାରୁ କୁକୁଡା…

ନାକେଦମ କରୁଛି ନେସ୍କୋ: ବାଲେଶ୍ୱରରେ ଗ୍ରାହକଙ୍କୁ ନାଲି ଆଖି ଦେଖାଇ ବକେୟା ବିଲ୍ ଆଦାୟ କରୁଛି ନେସ୍କୋ । ସରକାରୀ…

କନକ ବ୍ୟୁରୋ: ବାଲେଶ୍ୱରରେ ବିଜୁଳି କାଟିବ ନେସ୍କୋ । ସେସୁ ଭଳି ଆକ୍ସନ ମୁଡକୁ ଆସିଛି ନେସ୍କୋ । ଗ୍ରାହକଙ୍କୁ ନାଲି ଆଖି ଦେଖାଇ ବାକି ପଡିଥିବା ବିଜୁଳି ବିଲ୍ ଆଦାୟ କରୁଛି ନେସ୍କୋ । ସରକାରୀ ଅଫିସ ହେଉ ବା ବେସରକାରୀ ଶିଳ୍ପାନୁଷ୍ଠାନ କିମ୍ବା ଘରୋଇ ଗ୍ରାହକ ସମସ୍ତେ ଜମା କରିବେ ବକେୟା ବିଲ୍…

ବିମାନ ଅବତରଣର ବିରଳ ଚିତ୍ର । ସହର ମଝିରେ ରାସ୍ତା ଉପରେ ଅବତରଣ କଲା ବିମାନ, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ…

କାସ୍ପିଆନ ଏୟାର ଲାଇନର ଏକ ଯାତ୍ରୀବାହୀ ବିମାନ ଇରାନର ମାସହାରା ସହର ମଝିରେ ଏକ ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ଜରୁରିକାଳୀନ ଅବତରଣ କରିବା ଘଟଣାକୁ କେନ୍ଦ୍ରକରି ଆଜି ବିଶ୍ୱବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବିମାନରେ ୧୩୦ ଜଣ ଯାତ୍ରୀ ଥିଲେ। ତେବେ, ଏହି ଘଟଣାର ଭିଡିଓ…

ଅଣନିଶ୍ୱାସୀ ରାଉରକେଲା ବାସୀ । ସ୍ମାର୍ଟ ସିଟି ପାଇଁ କାମ କଚ୍ଛପ ଗତିରେ ଚାଲିଛି, ଲୋକଙ୍କ ଯନ୍ତ୍ରଣା ବଢିବଢି ଚାଲିଛି ।…

କନକ ବ୍ୟୁରୋ: ସ୍ମାର୍ଟ ହେବ ଷ୍ଟିଲ ସିଟି । ସମସ୍ୟା ଠାରୁ ଢେର ଆଗରେ ରହିବେ ସ୍ମାର୍ଟ ସିଟିର ମଣିଷ । ଏଥିପାଇଁ କେତେ କଣ ଯୋଜନା । ରାଉରକେଲା ସହରକୁ ସ୍ମାର୍ଟ କରିବା ପାଇଁ ହାତକୁ ନିଆଯାଇଛି ବିଭିନ୍ନ ପ୍ରକଳ୍ପ । ସ୍ମାର୍ଟ ସିଟି ଯୋଜନାରେ ଚାଲିଛି ଉନ୍ନୟନମୂଳକ କାର୍ଯ୍ୟକ୍ରମ । ହେଲେ…

କିଏ ଡାକେ ଜୋକର ତ କିଏ କହେ ନାଟୁଆ… ଲୋକଙ୍କୁ ହସେଇ ନପାରିଲେ ପାଉଣା ମିଳେନା…

କନକ ବ୍ୟୁରୋ: ସନ୍ଧ୍ୟା ଆସେ, ସିଏ ସଜେଇ ହୁଅନ୍ତି । ଆଖିରେ କଜଳ, ଓଠରେ ନାଲି ରଙ୍ଗ ଓ ନାକ ତଳେ କୁନି ନିଶ । ମୁଣ୍ଡରେ ନାଲି ଟୋପି ଓ ମୁଁହରେ କୌତୁକିଆ ଭଙ୍ଗୀ ଦେଖାଇ ସେ ସମସ୍ତଙ୍କୁ ହସାନ୍ତି । କିଛି ଦେଖିକି ତାଙ୍କୁ ହସନ୍ତି, କିଛି ତାଙ୍କ ସହ ସେଲ୍ଫି ଉଠାନ୍ତି, କିଏ ପୁଣି କମେଣ୍ଟ ମାରି…