Daily Archives

January 24, 2020

ତାତିଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ । ଆନ୍ଦୋଳନରତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବାର କାଉନସିଲର ଆଭିମୁଖ୍ୟ…

କନକ ବ୍ୟୁରୋ: ଜିଦରେ ଅଟଳ ପଶ୍ଚିମ ଓଡ଼ିଶା ଓକିଲ । ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ବାର କାଉନସିଲର ସୁପାରିଶ ପରେ ତାତି ଉଠିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ । ଏହାର ପ୍ରତିବାଦରେ ଆସନ୍ତା ୫ ତାରିଖରେ ପଶ୍ଚିମ ଓଡ଼ିଶା…

ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା । ମାଆଙ୍କ ଜନ୍ମ ତିଥିରେ ଯାଜପୁର ଜିଲ୍ଲାପାଳ ବଖାଣିଲେ ନିଜ ଅନୁଭୂତି, କହିଲେ…

କନକ ବ୍ୟୁରୋ: ଆଜି ଯାଜପୁରର ପ୍ରତ୍ୟେକ୍ଷ ଦେବୀ ମାଆ ବିରଜାଙ୍କ ଜନ୍ମତ୍ସୋବ । ତ୍ରିବେଣୀ ଅମାବାସ୍ୟାରେ ସାବିତ୍ରୀ ବେଶରେ ଦର୍ଶନ ଦେଇଛନ୍ତି ମାଆ ବିରଜା । ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦୁର୍ଲଭ ବେଶର ଦର୍ଶନ କରିଛନ୍ତି । ଆଉ ଆଜିର ଦିନରେ ସାମ୍ନାକୁ ଆସିଛି ମାଆଙ୍କ କରୁଣାର କାହାଣୀ ।…

ଥଣ୍ଡା, ଜ୍ୱର ହେଉଥିଲେ ସାବଧାନ ! ମାଡି ଆସୁଛି ଭୟଙ୍କର ଭାଇରସ ? ମୁମ୍ବାଇର ୨ ଆକ୍ରାନ୍ତ ହେବା ପରେ ଭାରତକୁ ଘାରିଛି…

କନକ ବ୍ୟୁରୋ: କୋରୋନା ପାଇଁ କୋକୁଆ ଭୟ । ଚୀନରେ ଭାଇରସ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭୁତାଣୁ ଭୟ ଏବେ ଚୀନ ଡେଇଁ ଭାରତରେ ପହଞ୍ଚିଛି । ଭାଇରସ ସଂକ୍ରମଣ ଫଳରେ ଚୀନର ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ମୁମ୍ବାଇର ୨ ଜଣ କୋରୋନା…

ଭାଙ୍ଗିଲା ସମସ୍ତ ବେସରକାରୀ ଡିଗ୍ରୀ କଲେଜର ପରିଚାଳନା କମିଟି । ଏଣିକି ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ଣ୍ଣିଂ…

କନକ ବ୍ୟୁରୋ : ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟି । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତକ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଏଡିଏମ…

ସମ୍ପର୍କର ମୂଲ ବୁଝିଲାନି ଜୀବନ ସାଥି। ରୋଗଗ୍ରସ୍ତ ସ୍ତ୍ରୀକୁ ବାପାଘରେ ଛାଡି ଅନ୍ୟତ୍ର ବିବାହ କଲା ସ୍ୱାମୀ। ଜୀବନ…

କନକ ବ୍ୟୁରୋ: ସାତଦୀପ ଆଠ କଳସକୁ ସାକ୍ଷୀ ରଖି ଯାହାର ହାତ ଧରିଥିଲେ ସେ ହୋଇଗଲା ସ୍ୱାର୍ଥପର । ଜୀବନ ସାଥି ବୁଝିଲା ନାହିଁ ସମ୍ପର୍କର ମୂଲ । ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା, ହେଲେ ଗୋଟିଏ ଜନ୍ମ ରହିଲା ନାହିଁ । ରୋଗାଗ୍ରସ୍ତ ସ୍ତ୍ରୀର ଚିକିତ୍ସା ନକରି…

ସୂତା ଖିଅରେ ଝୁଲୁଛି ଜୀବନ ! ନଦୀ ପାର ହେବାକୁ ୧୦୦ଫୁଟ ଉଚ୍ଚର ଗାର୍ଡୱାଲ ଦେଇ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ଓ ଗାଁ…

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସୋରଡ଼ା ବ୍ଳକର ମେରିକୋଟ ପଂଚାୟତର ଆମ୍ବିଳିଆମ୍ବ ଗାଁ ଆଉ ଏହି ଗାଁରେ ରୁହଛନ୍ତି ପ୍ରାୟ ୪୫ଟି ପରିବାର । ପଂଚାୟତଠାରୁ ଗାଁର ଦୂରତା ପ୍ରାୟ ୧୫ରୁ ୧୭ କିଲୋମିଟର । ପଂଚୟତ ଅଫିସକୁ ଯିବାକୁ ହେଲେ ଚାଲିବାକୁ ପରେ ଜଙ୍ଗଲି ରାସ୍ତା । ତେଣୁ ରାସ୍ତା ଦେଇ ନିଜ ପଂଚାୟତ…