Daily Archives

January 21, 2020

ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ୩ ଓଡ଼ିଆ ଝିଅ  । ସାଧାରଣତନ୍ତ୍ର ଦିବସରେ ୩ ସାହସୀ ଝିଅଙ୍କୁ ମିଳିବ ଜାତୀୟ ପୁରସ୍କାର…

କନକ ବ୍ୟୁରୋ  : ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ସାହସୀ ଝିଅ । କେନ୍ଦ୍ରାପଡ଼ାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି, ଅନୁଗୁଳର ସାହସୀ ଝିଅ ଶ୍ରୀମତୀ ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରାଯିବ । ମୋଟ ୨୨ ଜଣଙ୍କୁ ସମ୍ମାନିତ କରାଯିବାକୁ ଥିବା ବେଳେ ଏମାନଙ୍କ…

ସେକ୍ସ ରାକେଟ୍: ଚେର ଲମ୍ବିଛି ବାଂଲାଦେଶରୁ ଓଡ଼ିଶା । ଭୁବନେଶ୍ୱରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଉପରେ ଚଢ଼ାଉ, ୬…

କନକ ବ୍ୟୁରୋ: ବାଂଲାଦେଶରୁ ଆସୁଛନ୍ତି ସୁନ୍ଦରୀ ଦେହଜୀବୀ । ଆଉ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବେଧଡ଼କ ଦେହ ବ୍ୟବସାୟ । ଏପରି ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ ଉପରେ ଚଢ଼ାଉ କରିଛି ଏସଟିଏଫ । ପୁରୁଣା ଭୁବନେଶ୍ୱରର ଏକ ଘରୁ ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ଦେହ…

ରାଜ୍ୟ ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ଝଲସିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର। ପୂରଣ ହେବ ବରଗଡ଼ବାସୀଙ୍କ କ୍ୟାନସର…

କନକ ବ୍ୟୁରୋ: ସରକାରଙ୍କ ଟାର୍ଗେଟରେ ପଶ୍ଚିମ ଓଡିଶା । ବରଗଡରେ କ୍ୟାନସର ହସ୍ପିଟାଲ ଏବଂ ସମ୍ବଲପୁରରେ ସମଲେଶ୍ୱରୀ ମନ୍ଦିର ବିକାଶ । ବହୁତ ଦିନ ଧରି ବରଗଡରେ ଏକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିବା ବେଳେ ଏଠାରେ କ୍ୟାନସର ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି…

ଏମିତି ବାହାଘର ଆପଣ ଆଗରୁ କେବେ ଦେଖିନଥିବେ । ବାହା ହବାକୁ ୧୧ କିଲୋମିଟର ଦୌଡି ଦୌଡି ଗଲା ବର, ପଛରେ ଦୌଡୁଥିଲେ…

କନକ ବ୍ୟୁରୋ : ବାହାଘର । ଏହା ଏମିତି ଏକ ଶବ୍ଦ, ଯାହା ଶୁଣିଲେ ମନରେ ବାଜା, ରୋଷଣୀ, ଡିଜେ ଆଦିର କଳ୍ପନା ଚାଲିଆସିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର କଥା କହିବୁ, ଯାହାକି ଆପଣ ଆଗରୁ କେବେ ବି ଦେଖିନଥିବେ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ଇନ୍ଦୋରର । ଯେଉଁଛି ବିନା…

ଏଣିକି ଗାଁ ଛାଡିଲେ ବି ଆଉ ରହିବନି ରାସନ ଚିନ୍ତା। ମୋଦି ସରକାରଙ୍କ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା। ଜୁନ…

କନକ ବ୍ୟୁରୋ: ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ । ଜୁନ ପହିଲାରୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଖାଦ୍ୟ ସୁରକ୍ଷା ଆଇନ୍ ଜରିଆରେ ମିଳୁଥିବା ଖାଦ୍ୟ ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି ବାଧକ ହେବ ନାହିଁ । ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ମଧ୍ୟ…

ଭାଇରାଲ ଚିଠିକୁ ନେଇ ବଢ଼ିଲା କଂଗ୍ରେସରେ କନ୍ଦଳ । ମିଡିଆ ସେଲ୍ ଅଧ୍ୟକ୍ଷ ପଦରୁ ସତ୍ୟ ନାୟକଙ୍କୁ ହଟାଇ ପଂଚାନନ…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଚିଠିକୁ ନେଇ କଂଗ୍ରେସରେ ଝଡ଼ । ଏହି ଚିଠିରେ ଦଳର ମିଡିଆ ସେଲ ଅଧ୍ୟକ୍ଷ ପାଇଁ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ନାଁ ସୁପାରିଶ କରାଯାଇଛି । ନୂଆ ତାଲିକାରେ ସତ୍ୟ ପ୍ରକାଶ ନାୟକଙ୍କୁ ରିସୋର୍ସ ପର୍ସନ ଭାବେ ରଖାଯାଇଛି ।  ତେବେ ସୋସିଆଲ…