Daily Archives

January 20, 2020

କେନ୍ଦୁଝରରେ ସୀମା ଟପିଲା ସାରଙ୍କ ଶାସନ । ସ୍କୁଲ ପରିସରରେ ଛାତ୍ରଙ୍କୁ ପିଟିପିଟି ବାଡ଼ି ଭାଙ୍ଗି ଦେଲେ ଶିକ୍ଷକ,…

କନକ ବ୍ୟୁରୋ : ବିଦ୍ୟାଳୟରେ ସୀମା ଟପିଗଲା ଶିକ୍ଷକଙ୍କ ଶାସନ । ଛାତ୍ରଙ୍କୁ ଶିକ୍ଷକଙ୍କ ବାଡିଭଙ୍ଗା ମାଡ । ବିଦ୍ୟାଳୟ ପରିସରରେ ପିଲାଙ୍କୁ ପିଟିପିଟି ବାଡି ଭାଙ୍ଗି ଦେଲେ ଶିକ୍ଷକ । ଏମିତି ଏକ ଅଭବାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରେ । ହରିଚନ୍ଦନପୁର ପିତାଟାଙ୍ଗର…

କେମିତି ଲାଭବାନ ହେବେ ଚାଷୀ ? କୃଷୀ ମନ୍ତ୍ରୀ ଓ ସଚିବ ଦେଲେ ତିନି ସୂତ୍ରୀ ଫର୍ମୁଲା । ଧାନ ବଦଳରେ ଅଣଧାନ ଓ ବୈଷୟିକ…

କନକ ବ୍ୟୁରୋ : ଲାଭଜନକ ନୁହେଁ ଧାନ ଚାଷ । ଏଥିପାଇଁ ଅଣ ଧାନ ଫସଲ କରି ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ମନ୍ତ୍ରୀ । ଲାଭଜନକ ଫସଲ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ସହ ନୂଆ ଜ୍ଞାନ କୌଶଳର ପ୍ରୟୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷ ଓ ଚାଷୀର ଉନ୍ନତି ପାଇଁ…

ଅକ୍ସଫାମ ରିପୋର୍ଟରେ ସାଂଘାତିକ ସତ । ଦେଶରେ ଧନୀ ହାତରେ ଧନ, ଗରିବ ହାତ ଖାଲି । ବଡ କମ୍ପାନିର ସିଇଓଙ୍କ ରୋଜଗାର ସହ…

କନକ ବ୍ୟୁରୋ : ଆମ ଅର୍ଥନୈତିକ ବ୍ୟବସ୍ଥାର ଏପରି ଏକ ଚିତ୍ର ସାମନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅକ୍ସଫାମର ରିପୋର୍ଟ କହୁଛି, ଭାରତର ବାର୍ଷିକ ବଜେଟ୍ ପରିମାଣରୁ ଅଧିକ ରହିଛି ମାତ୍ର ୬୩ ଜଣ କୋଟିପତିଙ୍କ ସଂପତି । ଦେଶର ୭୦ ପ୍ରତିଶତ ଲୋକଙ୍କ ସଂପତିର ୪ ଗୁଣରୁ ଅଧିକ…

ବିଲ୍ ପାଇଁ ବିଜୁଳି କଟିଲା, ବନ୍ଦ ହୋଇଗଲା ପାଣି । ବକେୟା ବିଲ୍ ଦେଇନଥିବାରୁ ପାନୀୟ ଜଳ ପ୍ରକଳ୍ପରୁ ବିଦୁତ୍ କାଟିଲା…

କନକ ବ୍ୟୁରୋ : ପାୱାର କଟର ସାଇଡ ଇଫେକ୍ଟ । ବକେୟା ବିଜୁଳି ବିଲ୍ ପୈଠ ନକରିବାରୁ ସେସୁ ପକ୍ଷରୁ ବିଜୁଳି କଟା ଅଭିଯାନ ଜାରି ରହିଛି । ୯ଟି ଜିଲ୍ଲାରେ ସେସୁ କର୍ମଚାରୀ ହଜାର ହଜାର ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଥିବା ବେଳେ ଏବେ ସାମନାକୁ ଆସିଛି ଏହାର ପାଶ୍ୱର୍ ପ୍ରତିକ୍ରିୟା । ପାଣି ପାଇଁ…

କାଳିଆ ଦର୍ଶନ ପାଇଁ ନୂଆବର୍ଷରେ ବିହାରରୁ ପୁରୀ ଆସିଥିଲେ ପରିବାର । ଭୁବନେଶ୍ୱରରେ ହଜିଗଲା ୪ ବର୍ଷର କୁନି ପୁଅ, ୨୦ ଦିନ…

କନକ ବ୍ୟୁରୋ : ରାଜଧାନୀରେ ୪ ବର୍ଷର ଶିଶୁ ନିଖୋଜ । କେହି ଦୁର୍ବୃତ ଶିଶୁଟିକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପୁରୀ ଦର୍ଶନ ପାଇଁ ବିହାରରୁ ଆସିଥିବା ଏକ ପରିବାରର ୪ ବର୍ଷର ପୁଅ ଗତ ୩୧ ତାରିଖରୁ ନିଖୋଜ ଅଛି । ୨୦ ଦିନ ହେଲା ପରିବାର ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି । ତଥାପି…