Daily Archives

January 20, 2020

ଏମିତି ଭୟଙ୍କର ଧୂଳିଝଡ ପୂର୍ବରୁ ହୁଏତ କେବେ ଦେଖିନଥିବେ । ସୁନାମୀ ଭଳି ମାଡି ଆସିଲା ଆକାଶ ଉଚ୍ଚର ଧୂଳିଝଡ,…

ନିଆଁର ଆଁରୁ ଅଷ୍ଟ୍ରେଲିଆ ମୁକୁଳିନଥିବା ବେଳେ ଏବେ ପୁଣି ଏକ ବିପଦ ମାଡି ଆସିଛି । ନିଆଁର ତାଣ୍ଡବ ପରେ ଏବେ ଧୂଳି ଝଡ ଅଷ୍ଟ୍ରେଲିଆବାସୀଙ୍କ ନିଦ ହଜାଇ ଦେଇଛି । ଧୂଳି ଝଡର ଏଭଳି ଭୟଙ୍କର ଚିତ୍ର ହୁଏତ ଆପଣ ପୂର୍ବରୁ କେବେ ଦେଖିନଥିବେ । ଆକାଶ ଉଚ୍ଚର ଏହି ଧୂଳି ଝଡ ଲୋକଙ୍କ ମନରେ କିଛି ସମୟ…

ଜମ୍ମୁ-କାଶ୍ମୀରରେ ଚାଲିଛି ଅପରେସନ ଆତଙ୍କୀ କ୍ଲିନ୍: ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ସୁରକ୍ଷାକର୍ମୀ ।…

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ସୁରକ୍ଷାବଳକୁ ବଡ଼ ସଫଳତା । ଆତଙ୍କୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସମୟରେ ସୁରକ୍ଷାକର୍ମୀ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଜାମ୍ମୁ ପୁଲୱାମା ଜିଲ୍ଲାରେ ଆତଙ୍କୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସହ…

ବସ୍ ଭିତରେ ପଶିଗଲା କାର । ଦୁର୍ଘଟଣାର ସାଂଘାତିକ ଚିତ୍ର ।

ବସ ଭିତରେ କାର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମଳିଛି । ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଯୋଗେଶ୍ୱରୀ ହାଇୱେରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ସାମ୍ନା ପଟ ବସ ଭିତରେ ପଶିଯାଇଥିଲା ।  ମିଳିଥିବା ସୂଚନା ମୁତାବକ…

ନିର୍ଭୟା ସୈତାନଙ୍କୁ ହାତ ଠାରି ଡାକୁଛି ମୃତ୍ୟୁ… ଦୋଷୀ ପବନ ଗୁପ୍ତାକୁ ‘ସୁପ୍ରିମ’ ଧକ୍କା ପରେ ଫାଶୀ ପାଇଁ…

କନକ ବ୍ୟୁରୋ: ପବନକୁ ବଡ ଧକ୍କା । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ କୁମାରକୁ ମିଳିଲା ନାହିଁ ଆଶ୍ୱସ୍ତି । ଘଟଣା ସମୟରେ ନାବଳକ ଥିବା ନେଇ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ପବନ କୁମାରଙ୍କ ଓକିଲ ଏପି…

କନକ ନ୍ୟୁଜର ବଡ ପ୍ରଭାବ । ଖବର ପ୍ରସାରଣ ପରେ ରାତାରାତି ଭୁବନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲା ସେସୁ…

କନକ ବ୍ୟୁରୋ : କନକ ନ୍ୟୁଜ ପ୍ରଭାବ । ଖବର ପ୍ରସାରଣ ପରେ ପୁନଃ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲା ସେସୁ । ଏନେଇ ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ସେ କହିଛନ୍ତି, ଘଟଣା ଦୁର୍ଭାଗ୍ୟଜନକ, ଲୋକଙ୍କୁ ହଇରାଣ କରିବା ସେସୁର ଉଦ୍ଦେଶ୍ୟ ନୁହେଁ । ବିଲ୍ ପୈଠ ପାଇଁ ସମୟ ଦିଆଯିବ,…

ମାଲ ନେବ ମାଲ… କୋଡ ୱାର୍ଡରେ ବିକ୍ରି ହେଉଛି ମଦ । ଚଳନ୍ତା ଟ୍ରେନରେ ଆସର ଜମାଇବାକୁ ସାଙ୍ଗରେ ମିଳୁଛି ଚାଖଣା

କନକ ବ୍ୟୁରୋ: ଟ୍ରେନରେ ମଦ୍ୟପାନ । ସିଏ ପୁଣି ଖୁଲମଖୁଲା । ଓଡ଼ିଶା ଦେଇ ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିରେ ଏଭଳି କିଛି ଦୃଶ୍ୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ଜଣେ ଟ୍ରେନ ଯାତ୍ରୀ ଏହି ଭିଡିଓକୁ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ ।…