Daily Archives

January 19, 2020

ବାଙ୍ଗାଲୋରରେ ବାଜି ମାରିଲା ବିରାଟ ବାହିନୀ । ରୋହିତ ଶର୍ମାଙ୍କ ଜବରଦସ୍ତ ଶତକ, ୭ ୱିକେଟରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ…

କନକ ବ୍ୟୁରୋ : ବାଙ୍ଗାଲୁରୁର ବଡ ଲଢେଇରେ ବାଜି ମାରିଲା ବିରାଟ ବାହିନୀ । ରୋମାଞ୍ଚକର ମ୍ୟାଚରେ ଦମଦାର ବିଜୟ ସହ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ବିଶ୍ୱ କ୍ରିକେଟର ଦୁଇ ମହାରଥୀଙ୍କ ମଧ୍ୟରେ ଖେଳାଯାଉଥିବା…

ଶିରିଡ଼ି ବନ୍ଦ, ମନ୍ଦିର ଖୋଲା । ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଉଦ୍ଧବଙ୍କ ବୟାନକୁ ନେଇ ଝଡ଼ । ଶିରିଡିରେ ଦୋକାନ ବଜାର…

କନକ ବ୍ୟୁରୋ : ଶିରିଡି ସାଇଙ୍କ ଜନ୍ମସ୍ଥାନକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ପରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ସହରରେ ବନ୍ଦ ପାଳନ ଆରମ୍ଭ ହୋଇଛି । ତେବେ ସାଇ ବାବାଙ୍କ ମନ୍ଦିର ଖୋଲା ରହିଛି । ଆସନ୍ତାକାଲି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ…

ଘରେ ପଶି ଛାତ୍ରୀଙ୍କୁ ଖୋଲା ଚେତାବନୀ । ମାଟ୍ରିକ୍ ପରୀକ୍ଷା ନଦେବାକୁ ଦେଲେ ଧମକ୍, ଜାଳି ଦେଲେ ପାଠ୍ୟପୁସ୍ତକ । ମୁଖା…

କନକ ବ୍ୟୁରୋ : ପରୀକ୍ଷା ଦେଲେ ଜୀବନ ଯିବ । ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କୁ ଏଭଳି ଧମକ ଦେଇଛନ୍ତି କିଛି ମୁଖାପିନ୍ଧା ଯୁବକ । ପରୀକ୍ଷା ଦେଲେ ଜୀବନରୁ ମାରିଦେବେ ବୋଲି କହିଛନ୍ତି । ଏଥିସହ ଛାତ୍ରୀ ଜଣଙ୍କର ବହି ଖାତାକୁ ମଧ୍ୟ ପୋଡି ଦେଇଛନ୍ତି । ତେବେ କେଉଁ କାରଣକୁ ନେଇ ଏଭଳି ଘଟଣା…

ଭିକାରୀ ଭରିଲେ ବକେୟା ବିଲ୍ । ବଡ଼ ବଡ଼ିଆଙ୍କୁ ବାଟ ଦେଖାଇଲେ ସ୍ୱାଭିମାନୀ ବିଜୁଳି ଉପଭୋକ୍ତା, ଭିକ୍ଷାବୃତି କରି ୨୫୦୦…

କନକ ବ୍ୟୁରୋ : ବକେୟା ବିଜୁଳି ବିଲକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଥିବା ବେଳେ ଭଦ୍ରକ ଜିଲ୍ଲାରୁ ଆସିଛି ଏମିତି ଏକ ଖବର, ଯାହା ବିଜୁଳି ବ୍ୟବାହାର କରି ବିଲ୍ ଦେଉନଥିବା ଲୋକଙ୍କ ପାଇଁ ଏକ ବଡ଼ ବାର୍ତ୍ତା ଆଣି ଦେଇଛି । ଶନିବାର ଏକ ୩ ଚକିଆ ସାଇକେଲ ଧରି ଭଦ୍ରକ ନେସ୍କୋ ଉପଖଣ୍ଡ…

ବଡଦାଣ୍ଡରୁ ଘର ବାହୁଡା… ଘରକୁ ଫେରିଲେ ଇଞ୍ଜିନିୟର ଭିକାରୀ । ଖବର ପ୍ରସାରଣ ପରେ ବଡଦାଣ୍ଡରୁ ନିଜ ଘରକୁ ଫେରାଇ…

କନକ ବ୍ୟୁରୋ: ଘରକୁ ଫେରିଲେ ପାଠୁଆ ଭିକାରୀ । ପୁରୀ ବଡଦାଣ୍ଡରୁ ନିଜ ଘରକୁ ଫେରିଲେ ଇଞ୍ଜିନିୟର ଭିକାରୀ । ବଡଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ଆଣିଲେ ପରିବାର ଲୋକେ । ତେବେ ଗତକାଲି ଦିନ ତମାମ ଏହି ଖବର କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା ।…