Daily Archives

January 18, 2020

ସବକା ମାଲିକ୍ ଏକ୍… ନିଜ ମୁହଁରେ କାହିଁକି ଏ କଥା କୁହନ୍ତି ସାଇ ବାବା ? କଣ ପାଇଁ ତାଙ୍କ ପାଖରେ ରୁଣ୍ଡ ହୁଅନ୍ତି…

କନକ ବ୍ୟୁରୋ: କୁହାଯାଉଛି ଶିରିଡି ସାଇ ମନ୍ଦିର ବାବାଙ୍କ ସମାଧୀ ସ୍ଥଳ । ନିଜ ଶେଷ ସମୟରେ ଏହିଠାରେ ସମାଧୀ ନେଇଥିଲେ ସାଇ ବାବା । ୧୫ ଅକ୍ଟୋବର ୧୯୧୮ରେ ବାବା ଏଠାରେ ଦେହତ୍ୟାଗ କଲେ । ଯେଉଁଠାରେ ଏବେ ରହିଛି ସାଇ ବାବାଙ୍କ ମନ୍ଦିର । କେହି କେହି ତାଙ୍କୁ ହିନ୍ଦୁ ବୋଲି ବିଚାର କରନ୍ତି, ତ ଆଉ…

ଲୋକାର୍ପଣ ହେଲା ମଞ୍ଜରୀ ଡିଜିଟାଲ୍ । ଏକମାତ୍ର ଫ୍ରି-ଟୁ ଏୟାର ଓଡିଆ ୨୪ ଘଂଟିଆ ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ ।…

କନକ ବ୍ୟୁରୋ : ମଞ୍ଜରୀ, ଉତ୍ସବ ଆମ ସମ୍ପର୍କର । ଓଡିଶାର ପ୍ରଥମ ଫ୍ରି ଟୁ ଏୟାର ୨୪ ଘଂଟିଆ ଓଡିଆ ଏଣ୍ଟରଟେନମେଣ୍ଟ ଚ୍ୟାନେଲ । ଆଜି ଲୋକାର୍ପିତ ହୋଇଛି ମଂଜରୀ ଡିଜିଟାଲ୍ । ଅର୍ଥାତ୍ ସୋସିଆଲ ମିଡିଆ ସହ ଯୋଡି ହେବାର ଏକ ପ୍ରକ୍ରିୟା । ୟୁଟ୍ୟୁବ, ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ସହ ଯୋଡି…

କେଉଁଠି ହୋଇଥିଲା ସାଇ ବାବାଙ୍କ ଜନ୍ମ ? ବ୍ରତଧାରୀ କୁହନ୍ତି ଏହି ବହିରେ ରହିଛି ବାବାଙ୍କ ଜନ୍ମସ୍ଥାନର ଠିକଣା…

କନକ ବ୍ୟୁରୋ: ଶିରିଡି ସାଇ ବାବାଙ୍କ ଜନ୍ମ ସ୍ଥାନକୁ ନେଇ ଉଠିଛି ବିବାଦ । ସାଇ ବାବାଙ୍କ ଜନ୍ମ ମହାରାଷ୍ଟ୍ରର ପାଥରିରେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବା ପରେ ଏହାକୁ ବିରୋଧ କରୁଛନ୍ତି ଶ୍ରଦ୍ଧାଳୁ ଓ ଶିରିଡି ବାସିନ୍ଦା । ତେବେ ସାଇ ବାବାଙ୍କ ବ୍ରତ ରଖୁଥିବା ଓଡିଶାର ଅନେକ…

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ନେଦରଲ୍ୟାଣ୍ଡସକୁ ୫-୨ ଗୋଲରେ ହରାଇଲା ଟିମ୍ ଇଣ୍ଡିଆ, କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ।

କନକ ବ୍ୟୁରୋ : ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ଶନିବାର ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ) ଦମ୍‌ଦାର ପ୍ରଦର୍ଶନ କରି…

କାହିଁକି ସାଇବାବାଙ୍କୁ ଭଗବାନ ମାନିଲେ ଭକ୍ତ ? ଜାଣନ୍ତୁ ଶିରିଡିରେ ସାଇବାବାଙ୍କ ଲୀଳାର ସବୁ କାହାଣୀ ।

କନକ ବ୍ୟୁରୋ : ମାତ୍ର ୧୬ ବର୍ଷ ବୟସରେ ମହାରାଷ୍ଟ୍ର ଅହମଦନଗରରେ ଥିବା ଶିରିଡି ଗାଁକୁ ଆସିଥିଲେ ସାଇ ବାବା । ଏହିଠାରେ ପ୍ରଥମେ ଏକ ନିମ ଗଛ ମୂଳେ ତାଙ୍କ ଆସ୍ଥାନ ଜମାଇଥିଲେ । ଖରା, ବର୍ଷାକୁ ଖାତିର ନକରି କଠୋର ତପସ୍ୟାରେ ଲିନ ହୋଇଗଲେ । ଏତେ ଅଳ୍ପ ବୟସରେ ଏଭଳି କଠିନ ତପସ୍ୟା ଦେଖି ଗାଁର…

ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଲେ, ଯିଏ ବନ୍ଦେ ମାତରମ୍ କହି ପାରିବନି ସିଏ ଦେଶ ଛାଡି…

କନକ ବ୍ୟୁରୋ: ଯିଏ ବନ୍ଦେ ମାତରମ କହି ପାରିବନି ତାର ଦେଶରେ ରହିବାର ଅଧିକାର ନାହିଁ । ବନ୍ଦେ ମାତରମ ନକହି ପାରିଲେ ଦେଶରେ ରହିବାର ଅଧିକାର ନାହିଁ । ଏମିତି ଏକ ବୟାନ ଦେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଜାତୀୟ ଗଣମାଧ୍ୟମରେ…