Daily Archives

January 17, 2020

ବୈଜ୍ଞାନିକଙ୍କ ବଡ ଉଦ୍ଭାବନ । ନିର୍ମାଣ କଲେ ଜୀବନ୍ତ କଂକ୍ରିଟ, ଘରର ଫାଟକୁ ଆପଣାଛାଏଁ ଯୋଡିଦେବ ।

ଲୋକଙ୍କ ଘର ଭାଙ୍ଗିଗଲେ ଏହାର ନିର୍ମାଣ ପାଇଁ ସିମେଣ୍ଟ, ବାଲି ସହ ଗୋଡିର ଆବଶ୍ୟକତା ପଡିଥାଏ । ସେହିପରି ଘରକୁ ଅଧିକ ଦୃଢ କରିବା ପାଇଁ କଂକ୍ରିଟକୁ ମଧ୍ୟ ବ୍ୟବହାର କରାଯାଏ ।ଏବେ ବୈଜ୍ଞାନିକମାନେ ଏମିତି ଏକ କଂକ୍ରିଟ ପ୍ରସ୍ତୁତ କରିଛନ୍ତି ଯାହାର ବ୍ୟବହାର କରିବା ଦ୍ୱାରା ଏହା ଆପଣାଛାଏଁ…

ବିଶୃଙ୍ଖଳାକାରୀଙ୍କ ଉପରେ ବର୍ଷିଲେ ସୁର । କହିଲେ କଂଗ୍ରେସ ଦଳରେ ହଜାରେ ମତ । ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ହେଲେ…

କନକ ବ୍ୟୁରୋ: କାଲି ଭଳି ଆଜି ବି କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ହାଇଡ୍ରାମା । ଭିତରେ ପ୍ରଭାରୀଙ୍କ ବୈଠକ କରିଥିବା ବେଳେ ବାହାରେ ଦେଖିବାକୁ ମିଳିଥିଲା ଧାରଣା । ବିଦ୍ରୋହ ଉତ୍ତେଜନା ଭିତରେ କଂଗ୍ରେସ ଭବନରେ ଆଜି ଦିନ ତମାମ ଜିତେନ୍ଦ୍ର ସିଂଙ୍କ ବୈଠକ ଚଲାଇଥିବା ବେଳେ କିଛି କର୍ମୀ…

ପୁରସ୍କାର ଓ ପ୍ରୋତ୍ସାହନର ଉତ୍ସବ-ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ । କାର୍ଯ୍ୟକ୍ରମରେ ସାମିଲ ହେଲେ…

କନକ ବ୍ୟୁରୋ : ସମ୍ବାଦର ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ , କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ-୨୦୨୦ ଅନୁଷ୍ଠିତ ହୋଇଛି । ତୃତୀୟ ସଂସ୍କରଣରେ, ଓଡିଶାରୁ ସୃଷ୍ଟି ହୋଇ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଶ୍ରେଷ୍ଠ ତଥା ସଫଳ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ସାମିଲ…

କଂଗ୍ରେସ ଭବନରେ ହାଇଭୋଲଟେଜ ଡ୍ରାମା: ଭିତରେ ଚାଲିଥିଲା ବୈଠକ, ବାହାରେ ବୁଲୁଥିଲେ ବାଉନସର । ନିଜ ଉପରୁ ନିଲମ୍ବନ…

କନକ ବ୍ୟୁରୋ: କଂଗ୍ରେସ ଭବନରେ ହାଇଭୋଲଟାଜ ଡ୍ରାମା । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କଂଗ୍ରେସ ଭବନ ଭିତରେ ଉପକୂଳ ନେତାଙ୍କ ସହିତ ଆଲୋଚନା କରୁଥିବା ବେଳେ କଂଗ୍ରେସ ଭବନ ବାହାରେ ନିଲମ୍ବିତ ଛାତ୍ର ନେତାଙ୍କ ଚାଲିଥିଲା ଜୋରଦାର ଆନ୍ଦୋଳନ । ଆଉ ଏହି ପ୍ରତିବାଦ ଥିଲା ତାଙ୍କ ଉପରୁ ନିଲମ୍ବନ…

ପ୍ରିୟଙ୍କା ଡଙ୍ଗା ପାରି ହେଉଥିବା ବେଳେ ନାଉରିଆ ଦେଇଥିଲେ ଝିଅ ବାହାଘରକୁ ଆସିବାକୁ ନିମନ୍ତ୍ରଣ । ବାହାଘର ଦିନ…

ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଜଣେ ନାଉରିଆଙ୍କ ପ୍ରତି ନିଜର ବଡ଼ପଣ ଦେଖାଇ ଏବେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି । ପ୍ରିୟଙ୍କା ଜାନୁଆରି ୧୦ ତାରିଖରେ ବାରଣାସୀ ଗସ୍ତ ସମୟରେ ଅଶୋକ ସାନିଙ୍କ ଡଙ୍ଗାରେ ପାର୍‌ ହେଇଥିଲେ। ନାଉରିଆ ଜଣକ…

ମୁହଁ ଖୋଲିଲେ ଗିରଫ ଆଇଏଏସ ଅଫିସର ବିଜୟ କେତନଙ୍କ ସ୍ତ୍ରୀ । କହିଲେ ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି । ବିନା କାରଣରେ…

କନକ ବ୍ୟୁରୋ: ମୁହଁ ଖୋଲିଲେ ଗିରଫ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ । ପ୍ରେସମିଟ କରି ନିଜ ସ୍ୱାମୀଙ୍କ ଗିରଫ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ବିଜୟଙ୍କ ସ୍ତ୍ରୀ ତୁସୀମା ମିଶ୍ର । ମୋ ସ୍ୱାମୀଙ୍କୁ ବିନା କାରଣରେ ହଇରାଣ କରାଯାଉଛି । ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ…