Daily Archives

January 16, 2020

ବଦଳିବ ଶ୍ରୀକ୍ଷେତ୍ର ଚେହେରା: ବିକାଶର ମୂଳଦୂଆ ପକାଇଲେ ମୁଖ୍ୟମନ୍ତ୍ରୀ । ଶ୍ରୀଜିଉଙ୍କ ଦର୍ଶନ ପରେ କଲେ ସାତଟି…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ଏବଂ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ଆହ୍ୱାନ । ଏହି ଦୁଇଟି ପ୍ରମୁଖ ଲକ୍ଷ୍ୟ ନେଇ ଜଗନ୍ନାଥ ଧାମରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରେ ପହଂଚି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଆ ପୁଅ ତଥା ଓୟୋ ମୁଖ୍ୟ ରିତେଶ ଅଗ୍ରୱାଲ । ହୋଟେଲ ଓ ହଷ୍ଟେଲରେ ପୁଞ୍ଜିନିବେଶକୁ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓୟୋ ମୁଖ୍ୟ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓୟୋ ମୁଖ୍ୟ ତଥା ଓଡିଆ ପୁଅ ରିତେଶ ଅଗ୍ରୱାଲ । ଗତ କିଛିବର୍ଷ ହେବ ଓଡିଶାରେ ଓୟୋ ଭଲ ବ୍ୟବସାୟ କରିଛି । ଆଗକୁ ମେକ୍ ଇନ ଓଡିଶା ସହ ରାଜ୍ୟରେ ଅଧିକ ପୁଞ୍ଜିନିବେଶ…

କାହିଁକି ପରବନ୍ଦିରଙ୍କ ଘରକୁ ଅନ୍ଧାରୀବିଜେ କରିଥିଲେ ଅନନ୍ତ ଓ ଅନୁପ? ପ୍ରଶ୍ନ ଉଠାଇଲେ ବିରୋଧୀ, ବିଧାୟକ କହିଲେ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣା ପୁଣି ନୂଆ ମୋଡ ନେଇଛି । ବିଚ୍ ରାସ୍ତାରେ ପୋଲିସ ଉପସ୍ଥିତିରେ ଯୁବକଙ୍କୁ ମାଡ ନେଇ ଚାରିଆଡୁ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ବୁଧବାର ବିଳମ୍ବିତ ରାତିର ଏକ ଭିଡିଓ ଘଟଣାକୁ ଆହୁରି ବିବାଦୀୟ କରିଦେଇଛି । ସେପଟେ ମାତ୍ର ୨୪…

ପିସିସି ପରିବର୍ତ୍ତନ ନେଇ ପୁଣି ଏକାଠି ହେଲେ ବିରୋଧୀ ଗୋଷ୍ଠୀ । ପ୍ରଭାରୀ କହିଲେ ବଦଳିବେନି ପିସିସି ସଭାପତି, ସଙ୍ଗଠନର…

କନକ ବ୍ୟୁରୋ: ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ । ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ କ୍ଷେତ୍ରରେ ଏବେ ଏହି କଥା ସତ ପ୍ରମାଣିତ ହୋଇଛି । କାରଣ କଂଗ୍ରେସର ପୁଣି ବାହାରିଛ ପୁରୁଣା ରୋଗ । ନିର୍ବାଚନ ପରେ ନିରଞ୍ଜନ ହଟାଓ ନାରା ନେଇ ଯେଉଁ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିଥିଲେ, ପଦ…

ଏଭରେଷ୍ଟକୁ ନେଇ ଆମେରିକା ଗୁପ୍ତ ସାଟେଲାଇଟ ଦେଲା ସାଂଘାତିକ ତଥ୍ୟ । ଦୁଇ ଦେଶ ଆଡକୁ ମାଡି ଆସିବ ବିପଦ ।

ମାଉଣ୍ଟ ଏଭରେଷ୍ଟକୁ ନେଇ ବଡ ଖୁଲାସା କରିଛି ଆମେରିକାର ଗୁପ୍ତ ଉପଗ୍ରହ । ଧଳାଚାଦରରେ ଘୋଡାଇ ହୋଇ ରହୁଥିବା ମାଉଣ୍ଟ ଏଭରେଷ୍ଟରୁ ଏବେ ବହୁମାତ୍ରାରେ ତରଳୁଛି ବରଫ । ସ୍ଥିତି ଏପରି ହେଲାଣି ଯେ, ଏହା ଉପରେ ଘାସ ଉଠିବା ଆରମ୍ଭ ହେଲାଣି । ଯାହା ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିପାରେ । ଗତ ୬୦…

ଶିଖ୍ ଯୁବକଙ୍କୁ ଆକ୍ରମଣ ଘଟଣାରେ ନୂଆ ମୋଡ । ରାତି ଅଧିଆ ପରମିନ୍ଦରଙ୍କ ଘରେ ପହଞ୍ଚିଲେ ବିଧାୟକ ଓ ପୁଲିସ ଅଧିକାରୀ

କନକ ବ୍ୟୁରୋ: ଆକ୍ରମଣର ଶିକାର ପରବିନ୍ଦର ସିଂହଙ୍କ ଘରକୁ ରାତି ଅଧିଆ ବିଧାୟକ ଅନନ୍ତ ନାରାୟଣ ଜେନା, ଯିବାକୁ ନେଇ ଉଠିଲା ପ୍ରଶ୍ନ । ବିଳମ୍ବିତ ରାତିରେ ବିଧାୟକ କାହିଁକି ପରବିନ୍ଦରଙ୍କ ଘରକୁ ଯାଇଥିଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ପରବିନ୍ଦରଙ୍କୁ ସାନ୍ତ୍ୱନା ଦେବାକୁ ଯାଇଥିଲେ…