Daily Archives

January 15, 2020

ମହଙ୍ଗା ପଡ଼ିଲା ରାଜଧାନୀର ବିଚ୍ ରାସ୍ତା ଉପରେ ଗୁଣ୍ଡାଗର୍ଦ୍ଦି । ଶିଖ୍ ଯୁବକଙ୍କୁ ମାଡ ମାରି ଗିରଫ ହେଲେ ୩ ଅଭିଯୁକ୍ତ,…

କନକ ବ୍ୟୁରୋ : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତ ଗିରଫ । ମଙ୍ଗଳବାର ଦିନ ଦ୍ୱିପ୍ରହରରେ ପୁଲିସ ଉପସ୍ଥିତିରେ ଜଣେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଜେନାଙ୍କ ସମେତ ତିନି ଜଣ ଦୁôବୃତ୍ତଙ୍କୁ ଗିରଫ କରାଯାଇଛି । ୨୪…

ଯୋଗ୍ୟ ସରକାରୀ ବାବୁଙ୍କ ପାଇଁ ବଡ ସୁଯୋଗ । ଆସନ୍ତା ୨୮, ୨୯ ଓ ୩୧ରେ ବସିବ ପଦୋନ୍ନତି ଅଦାଲତ, ଯୋଗ୍ୟ ସରକାରୀ ବାବୁ…

କନକ ବ୍ୟୁରୋ : ପଦୋନ୍ନତିରୁ ବଞ୍ଚିତ ହୋଇଥିବା ଯୋଗ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ସୁଯୋଗ । ଯୋଗ୍ୟ ସରକାରୀ ବାବୁଙ୍କୁ ପଦୋନ୍ନତି ଦେବାକୁ ଜାନୁଆରୀରେ ୩ ଥର ବସିବ ପଦୋନ୍ନତି ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ରେ ୬ଟି ସ୍ଥାନରେ ବସିବ ପଦୋନ୍ନତି ଅଦାଲତ । ୩୧ ଡିସେମ୍ବର ୨୦୧୯ ସୁଦ୍ଧା…

କିଏ ହେବ ବିଜେପି ମୁଖିଆ ? ପଦ୍ମ ଦଳର ମଙ୍ଗ ଧରିପାରନ୍ତି ପୃଥ୍ୱୀରାଜ ହରିଚନ୍ଦନ । ରେସରେ ଉପ-ସଭାପତି ସମୀର ମହାନ୍ତି…

କନକ ବ୍ୟୁରୋ: ବିଜେପିର ରାଜ୍ୟ ସଭାପତି ପଦ କିଏ ସମ୍ଭାଳିବେ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସବୁଠୁ ଆଗରେ ଅଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ଓ ସମୀର ମହାନ୍ତି । ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ବିଜୟର ସ୍ୱାଦ ଚାଖିଥିବା ପୃଥ୍ୱୀରାଜ ଆଗକୁ ସେମିତି କିଛି ସଫଳତା ପାଇନାହାନ୍ତି । ସେପଟେ…

ଶସ୍ତା ହେଲା ବିଏସଏନଏଲର ପ୍ରିପେଡ ପ୍ଲାନ । ସୀମିତ ସମୟ ପାଇଁ ଅଫର ଦେଇଛି କମ୍ପାନି, ଜାଣନ୍ତୁ କାହାକୁ ମିଳିବ ଏହି…

ୟୁଜର୍ସଙ୍କ ପାଇଁ ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ । ନୂଆବର୍ଷରେ ନୂଆ ରଣନୀତି ସହ ଆସିଛି ବିଏସଏନଏଲ । ଯେତେବେଳେ ଅନ୍ୟ ଟେଲିକମ କମ୍ପାନି ନୂଆ ନୂଆ ଟ୍ୟାରିଫ୍ ପ୍ଲାନ ଲଞ୍ଚ କରୁଛନ୍ତି ସେତେବେଳେ ବିଏସଏନଏଲ ନିଜର ପୁରୁଣା ଟ୍ୟାରିଫ୍ ପ୍ଲାନର ଦର କମାଇଛି । ନୂଆ ପ୍ରିପେଡ ପ୍ଲାନ ଅଫର…

ଡିଏସପିଙ୍କୁ ‘ଆତଙ୍କୀ’ ଡୋଜ୍ ! ପଦୋନ୍ନତି ପୂର୍ବରୁ ହାତରେ ପଡିଥିଲା ହାତକଡି । କିଛି ଦିନ ପରେ ଡିଏସପିରୁ ଏସପି…

କନକ ବ୍ୟୁରୋ: ପ୍ରମୋସନ ପୂର୍ବରୁ ପଳେଇଲା ପଦ । ଏସପି ହେବା ପୂର୍ବରୁ ବନ୍ଧା ହେଲେ ଡିଏସପି । ଆତଙ୍କବାଦୀ ଲିଙ୍କର ପର୍ଦ୍ଦାଫାସ ହେବା ପରେ ଅଧାରେ ରହିଗଲା ଏସପି ହେବାର ସ୍ୱପ୍ନ । ଜାମ୍ମୁ-କଶ୍ମୀର ଡିଏସପି ଦବିନ୍ଦର ସିଂହ କୁଲଗାଓଁରେ ୨ ଆତଙ୍କବାସୀଙ୍କ ସହ ଧରାପଡିବା ପରେ ତାଙ୍କୁ ନେଇ ଆସୁଛି…