Daily Archives

January 14, 2020

ସୁନ୍ଦରଗଡ଼କୁ ଡେଇଁଲା ‘ନାଗରିକତା’ ନିଆଁ ! ସିଏଏ ଓ ଏନଆରସିକୁ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ, ପୋଲିସର ତଦନ୍ତ…

କନକ ବ୍ୟରୋ: ସିଏଏ ଏବଂ ଏନଆରସିକୁ ଅଶାନ୍ତ ସୁନ୍ଦରଗଡ । ଜର୍ଜ ତୀର୍କୀଙ୍କ ନେତୃତ୍ୱରେ ରାଲି ବେଳେ ଗତକାଲି ବିରୋଧ ଦେଖିବାକୁ ମିଳିଥିଲା । ଏହାକୁ ନେଇ ରିଜେଂଟ ମାର୍କେଟ ଅଂଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ତାତି ଥମିନଥିଲା ବେଳେ ଆଜି ମସଜିଦ୍ ପଡାରେ ମୁଢି କିଣାକୁ ନେଇ ପୁଣି…

କାଳ ହେଲା ବରଫ ଝଡ଼: ଜାମ୍ମୁକାଶ୍ମୀରରେ ବରଫ ଭିତରେ ପୋତି ହୋଇ ୩ ଯବାନ ସହିଦ, ୫ନାଗରିକଙ୍କ ମୃତ୍ୟୁ । ଲଗାତାର ଦୁଇଦିନ…

କନକ ବ୍ୟୁରୋ: କମୁଛି ପାରଦ ବଢ଼ୁଛି ଶୀତ । ବଢ଼ିବାରେ ଲାଗିଛି ଉତର ଭାରତରେ ଶୀତର ପ୍ରକୋନ । ଅନ୍ୟପଟେ ଜାରି ରହିଛି ବରଫ ଝଡ଼ । ବରଫ ଝଡ଼ରେ ୩ ଜଣଙ୍କ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇଛି । ବରଫ ଝଡରେ ସହିଦ ହେଲେ ୩ ଯବାନ । ଉତର କାଶ୍ମୀରର କୁପବାଡ଼ାର ମଛିଲ…

ଭୁବନେଶ୍ୱରରେ ଶିଖ୍ ଯୁବକଙ୍କୁ ପୁଲିସ୍ ଉପସ୍ଥିତିରେ ଆକ୍ରମଣ ଘଟଣା । ଥାନାକୁ ଗଲା ମାମଲା, ନିଲମ୍ବିତ ହେଲେ ପିସିଆର…

କନକ ନ୍ୟୁଜର ବଡ ପ୍ରଭାବ: ରାଜଧାନୀ ରାଜରାସ୍ତାରେ ଶିଖ୍ ଯୁବକଙ୍କୁ ଲାଇଭ୍ ମାଡ ଘଟଣା, କନକ ନ୍ୟୁଜରେ ଲାଇଭ୍ ଦାଦାଗିରିର ଘଟଣା ପ୍ରସାରଣ ପରେ ହେଲା କାର୍ଯ୍ୟାନୁଷ୍ଠାନ । ଲକ୍ଷ୍ମୀସାଗର ଥାନାରେ ରଜୁ ହେଲା ମାମଲା । ଚହ୍ନଟ ହୋଇଛନ୍ତି ବିଚ୍ ରାସ୍ତାରେ ଦାଦାଗିରି କରିଥିବା ଅଭିଯୁକ୍ତ । ସେନେଇ…

ଚୌକି ଗୋଟିଏ, ଆଶାୟୀ ୭ । ରାଜ୍ୟ କଂଗ୍ରେସ ଯୁବ ସଭାପତି ପଦ ପାଇଁ ଆରମ୍ଭ ହେଲା ଟଣାଓଟରା, ଏଆଇସିସି ପ୍ରତିନିଧିଙ୍କ ଆଗରେ…

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ପାଇଁ ଅଡୁଆ ହୋଇଛି ଗୋଷ୍ଠୀ କନ୍ଦଳ । ଜଟଣୀ ବିଧାୟକ ଖୋଲାଖୋଲି ଅଭିଯୋଗ କରିଛନ୍ତି, କଂଗ୍ରେସର କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ଖାଲି ଏତିକି ନୁହେଁ ପିସିସି ସଭାପତିଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟ ସାମନାକୁ ଆସି ବିରୋଧ…

ଜାମ୍ମୁକାଶ୍ମୀର ପୁଲିସ ଡିଏସପି ଗିରଫ ମାମଲାରେ ସରଗରମ ରାଜନୀତି । କଂଗ୍ରେସ କହିଲା, ଦେବେନ୍ଦ୍ର ସିଂ ନହୋଇ ଖାନ୍…

କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ପୁଲିସ ଡିଏସପିଙ୍କ ମାମଲାରେ ସରଗରମ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ଜାମ୍ମୁକାଶ୍ମୀର କୁଲଗାମରୁ ଗିରଫ ହୋଇଥିବା ପୁଲିସ ଡିଏସପି ଦେବେନ୍ଦ୍ର ସିଂ ମାମଲାରେ ଜୋରଧରୁଛି ରାଜନୀତି । ପ୍ରଥମେ ଏହି ପ୍ରସଙ୍ଗରେ କଂଗ୍ରେସ, ବିଜେପିକୁ…

ଜାତୀୟ ସ୍ତରରେ ବଢୁଛି ଓଡିଆଙ୍କ ପତିଆରା । ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ମାଇକେଲ ଦେବବ୍ରତ…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କରେ ପୁଣି ଜଣେ ଓଡିଆ । ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛି କ୍ୟାବିନେଟର ନିଯୁକ୍ତି କମିଟି । ମୁଦ୍ରାନୀତି, ଅନ୍ତର୍ଜାତୀୟ ବିତ୍ତୀୟ ପରିଚାଳନାରେ ଦେବବ୍ରତ ପାତ୍ରଙ୍କ ବିଶେଷ ଅଭିଜ୍ଞତା ରହିଛି ।…