Daily Archives

January 12, 2020

ହୋମ୍‌ ପାଇପ୍‌ ଭିତରୁ ବାହାରିଲା ୬ଟି ବିଶାଳ ଅଜଗର ସାପ । ଗ୍ରାମବାସୀ ଭୟଭୀତ ।

କନକ ବ୍ୟୁରୋ : ଢେଙ୍କାନାଳ ସହର ଉପକଣ୍ଠ ସପ୍ତଶଯ୍ୟା ପଞ୍ଚାୟତ ବାରସବାଣିଆ ଗ୍ରାମ ନିକଟସ୍ଥ ଗୋଜାପଡ଼ା ପ୍ରୋଜେକ୍ଟ ବନ୍ଧ ହୁଡ଼ାରେ ପାଣି ନିଷ୍କାସନ ପାଇଁ ପଡ଼ିଥିବା ହୋମ୍‌ ପାଇପ୍‌ ଭିତରେ ୬ଟି ବିଶାଳ ଅଜଗର ସାପ ଥିବା ଜଣାପଡ଼ିଥିଲା । ଏହି ଅଜଗର ସାପ ସମ୍ପର୍କ ଖବର ପାଇ ଘଟଣାସ୍ଥଳରେ ‘ସାପ ବନ୍ୟ…

ତିହାର ହେଉଛି ତୟାର । ନିର୍ଭୟା ଦୋଷୀଙ୍କୁ ଫାଶୀ ପୂର୍ବରୁ ୪ ସୈତାନଙ୍କ ବେକର ମାପ ନେଲା ତିହାର, ଭୋ ଭୋ ହୋଇ କାନ୍ଦିଲେ…

କନକ ବ୍ୟୁରୋ: ନିର୍ଭୟା ଦୋଷୀଙ୍କ ସମୟ ସରି ସରି ଆସୁଛି । ଆସନ୍ତା ୨୨ ତାରିଖରେ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ବେକ ମାପ ତିହାର ଜେଲ ପକ୍ଷରୁ ନିଆଯାଇଥିବା ସୂଚନା ମିଳୁଛି । ଏହି ମାପ ହିସାବରେ ୪ ଜଣ ଦୋଷୀଙ୍କ ପାଇଁ ଫାଶୀର ଦଉଡି ପ୍ରସ୍ତୁତ କରାଯିବ  । ଦୋଷୀଙ୍କର ଉଚ୍ଚତା ଓ ଓଜନ ମଧ୍ୟ…

ଲୌରିଅସ୍ ପୁରସ୍କାର ଦୌଡ଼ରେ ସଚିନ । ୨୦୧୧ ବିଶ୍ୱକପର ସ୍ୱତନ୍ତ୍ର ମୁହୂର୍ତ୍ତ ପାଇଁ ମିଳିପାରେ ପୁରସ୍କାର ।

କନକ ବ୍ୟୁରୋ : ‘୨୦୦୦ରୁ ୨୦୨୦’, ଦୁଇ ଦଶନ୍ଧିର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ବାଛିବା ଲାଗି ସମ୍ମାନଜନକ ଲୌରିଅସ୍ କ୍ରୀଡ଼ା ପୁରସ୍କାର ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ନିଆରା ପୁରସ୍କାରର ସମ୍ଭାବ୍ୟ ୨୦ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର…

ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ, ମୋଦି ଓ ଯୋଗୀଙ୍କ ବିରୋଧରେ ନାରା ଦେଉଥିବା ବ୍ୟକ୍ତିଙ୍କୁ ଜିଅନ୍ତା ପୋତି…

କନକ ବ୍ୟୁରୋ : ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ । ଯୋଗୀ ସରକାରରେ ରାଜ୍ୟମନ୍ତ୍ରୀ ଥିବା ରଘୁରାଜ ସିଂ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ହେଉଥିବା ରାଲିରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ରବିବାର ଆଲିଗଡ ନୁମାଇଶ ଗ୍ରାଉଣ୍ଡରେ ଭାଷଣ ଦେଉଥିବା ସମୟରେ ରଘୁରାଜ କହିଛନ୍ତି,…

୬ ସେକେଣ୍ଡରେ ଭୁଶୁଡ଼ିଗଲା କୋଚି କୋଠା । ଆଖି ପିଛୁଳାକେ ମାଟିରେ ମିଶିଲା ଉଚ୍ଚ ଅଟ୍ଟାଳିକା । ବେଆଇନ ଭାବେ ନିର୍ମାଣ…

କନକ ବ୍ୟୁରୋ : ମାତ୍ର ୬ ସେକେଣ୍ଡରେ ତାସ ଘର ଭଳି ଭୁଶୁଡି ପଡିଲା ଉଚ୍ଚ ଅଟ୍ଟାଳିକା । କୋଚିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୪ଟି ବହୁତଳ କୋଠାକୁ ଭାଙ୍ଗି ଦେଇଛି ପ୍ରଶାସନ । ବିଦେଶୀ ବିଶେଷଜ୍ଞ ଓ ବିସ୍ଫୋରକ ଜରିଆରେ ସୁରକ୍ଷିତ ଭାବେ ଭଙ୍ଗା ଯାଇଛି ଦୁଇ ଦିନରେ ୪ଟି କୋଠା । ବଡ଼ କଥା ହେଉଛି,…