ବିଚିତ୍ର ବିଧିର ବିଧାନ, ଜିଅନ୍ତା ଜଳିଗଲା ୫ ଜୀବନ । ଏତେ କଠୋର ସାଜିଲା ବିଧାତା, ପୁଅ-ବୋହୁ, ନାତିନାତୁଣୀଙ୍କ ଶବ…
କନକ ବ୍ୟୁରୋ: ହ୍ୟାଲୋ...ବାପା ଆମେ କାଲି ସକାଳେ ପହଁଚିବୁ, ଆମକୁ ନେବା ପାଇଁ ବସ୍ ଷ୍ଟାଣ୍ଡକୁ କାହାକୁ ପଠାଇବ... ବାପାଙ୍କ ସହ ଫୋନରେ କଥାହୋଇ ସାରି ବସ୍ ଭିତରେ ଶାନ୍ତିର ନିଦରେ ଶୋଇପଡ଼ିଥିଲେ କମାଲଗଞ୍ଜ ନିବାସୀ ମହମ୍ମଦ ଲଇକ । ଆଉ କିଛି ସମୟ ପରେ ଆଖି ଖୋଲିଲା ବେଳକୁ ସାମ୍ନାରେ ସବୁକିଛି…