Daily Archives

January 10, 2020

‘ଟିଣ୍ଡର୍’ ଆପରେ ଚାଟିଂ ପରେ ବଢ଼ିଲା ସଂପର୍କ : ଡେଟିଂ ପରେ ଯୁବକଙ୍କ ସହ ଶାରିରୀକ ସଂପର୍କ ରଖିଲେ ଯୁବତୀ,ହସ୍ପିଟାଲ…

କନକ ବ୍ୟୁରୋ : ପ୍ରଥମେ ଚାଟିଂ ତାପରେ ଡେଟିଂ, ଆଉ ଶାରିରୀକ ସମ୍ପର୍କ ରଖିବା ପରେ ବ୍ଲାକମେଲିଂ । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଜଣେ ଯୁବତୀ ଟିଣ୍ଡର ଆପରେ ଯୁବକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଆଗକୁ ବଢିଛି କାହାଣୀ । କାହାଣୀର ମୋଡ ସେତେବେଳେ…

ସେସୁ ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିରୋଧୀ । କଂଗ୍ରେସ କହିଲା, ବିଦ୍ୟୁତ କାଟିଲେ ବରଦାସ୍ତ କରିବୁନି । ଲାଇନ…

କନକ ବ୍ୟୁରୋ : ସେସୁ ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ । ଲାଇନ୍ କାଟିଲେ ହେବ ଆନ୍ଦୋଳନ । ଏମିିତି କି ଲାଇନ୍ କାଟିବାକୁ ଆସୁଥିବା କର୍ମଚାରୀଙ୍କୁ ଗାଁକୁ ପଶିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି କଂଗ୍ରେସ । ଏପଟେ ସେସୁର ବିଜୁଳି କାଟ୍ ନିଷ୍ପତିକୁ ଜିଜିଆ କର ସହ ତୁଳନା କରାଯାଇଛି ।…

ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇଲେ ମୁଖାପିନ୍ଧା ଦୁର୍ବୁତ୍ତ । ଭାଙ୍ଗି ଚାଲିଲେ ଗୋଟାଏ ପରେ ଗୋଟାଏ ଦୋକାନ । ଗୁପଚୁପ,…

କନକ ବ୍ୟୁରୋ: ମାର୍କେଟ ବିଲ୍ଡିଂରେ ମାତିଲେ ମୁଖାପିନ୍ଧା ଦୁର୍ବୃତ୍ତା ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ । ମଝି ବଜାରରେ ଦୋକାନୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଦୁର୍ବୃତ୍ତ । ପ୍ରାୟ ୩୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃୃତ୍ତ ଆସି ରାସ୍ତା ଉପରେ ଦୋକାନ…

ରାମ ମନ୍ଦିର ନିର୍ମାଣ ପୂର୍ବରୁ ମହନ୍ତ ଗୋପାଳ ଦାସଙ୍କ ସୁରକ୍ଷା ବଢ଼ାଇଲେ ମୋଦି ସରକାର : ଏବେ ମିଳିବ Z+ ସୁରକ୍ଷା

କନକ ବ୍ୟୁରୋ : ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ମହନ୍ତ ଗୋପାଳ ଦାସଙ୍କ ସୁରକ୍ଷା ବଢ଼ାଇଲେ ମୋଦି ସରକାର । ଏବେ ମହନ୍ତଙ୍କୁ ଜେଡ଼୍ ପ୍ଲସ୍ ସୂୁରକ୍ଷା ପ୍ରଦାନ କରିବେ କେନ୍ଦ୍ର ସରକାର । ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷା ବୃଦ୍ଧି ହେବା ପରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ରାମ…

ପ୍ରେମ ଦିବସରେ ଫାଶୀ ଖୁଣ୍ଟରେ ଝୁଲିଥିଲେ ବିଚାରପତି । ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା କରିବା ମାମଲାରେ ମିଳିଥିଲା…

କନକ ବ୍ୟୁରୋ: କୌଣସି ଅପରାଧ ପାଇଁ ଦୋଷୀଙ୍କୁ ବିଚାରପତି ଫାଶୀ ଦଣ୍ଡ ଶୁଣାଇବା କଥା ଆପଣ ଶୁଣିଥିବେ । କିନ୍ତୁ କୌଣସି ବିଚାରପତିଙ୍କୁ ଭୁଲ ପାଇଁ ଫାଶୀ ଦଣ୍ଡ ଦିଆଯିବା କଥା ଆପଣ ହୁଏତ ଶୁଣି ନ ଥିବେ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବିଚାରପତିଙ୍କ ବାବଦରେ କହିବୁ ଯାହାଙ୍କୁ ଫାଶୀ ଖୁଣ୍ଟରେ…

ମାଲକାନଗିରିରେ ଘନଉଛି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ବିବାଦ : ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲା…

କନକ ବ୍ୟୁରୋ : ଟ୍ରେଡ ୟୁନିୟନର ୨୪ ଘଂଟିଆ ଭାରତ ବନ୍ଦ ଡାକରାର ଦିନକ ପରେ ଆଉ ଏକ ବନ୍ଦର ସାମ୍ନା କରିଛି ମଲକାନଗିରି ଜିଲ୍ଲା । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ଅସ୍ୱାଭାବିକ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ ଜିଲ୍ଲାକୁ ସଂପୂର୍ଣ୍ଣ ଅଚଳ କରିଛି ଜିଲ୍ଲା କଂଗ୍ରେସ…