Daily Archives

January 10, 2020

ମରିଲା କଂସ, ସରିଲା ଯାତ୍ରା: ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ପାପୀ କଂସର ଜୀବନ ଯିବା ପରେ ବରଗଡ ଧନୁଯାତ୍ରାରେ ପଡିଲା…

କନକ ବ୍ୟୁରୋ: ମଞ୍ଚାରୁ ପଡି ମାମୁ ମଲା... ଏଗାର ଦିନର ରାଜୁତି ସରିଲା । ମରିଲା କଂସ, ସରିଲା ଯାତ୍ରା । ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ଗଲା ପାପୀ କଂସର ଜୀବନ କଂସ ବଧ ସହ ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି କଂସଙ୍କ ରାଜୁତିରେ ପୂର୍ଣ୍ଣଛେଦ ପଡିବା ସହ ମହାରାଜଙ୍କ…

ବିଜୟରୁ ବର୍ଷ ଆରମ୍ଭ କଲା ଟିମ୍ ଇଣ୍ଡିଆ । ୩ୟ ଟି-ଟ୍ୱେଣ୍ଟିରେ ଦମଦାର ବିଜୟ ସହ ସିରିଜ ହାତେଇଲା ଭାରତ

କନକ ବ୍ୟୁରୋ: ପୁନେରେ ସିରିଜ ପୋଛିନେଲା ଭାରତ । ୩ୟ ଟି-ଟ୍ୱେଣ୍ଟିରେ ବି ବାଜି ମାରିନେଲା ଭାରତ । ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୭୮ ରନରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ତେବେ ପୁନେ ବିଜୟ ସହ ୨-୦ରେ ସିରିଜ ପୋଛିନେଲା ଟିମ୍ ଇଣ୍ଡିଆ । ତେବେ ବିଜୟ ସହ ନୂଆବର୍ଷ…

ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ୨ ଜଣଙ୍କୁ ଗିରଫ କଲା ପୋଲିସ । ସିପି…

କନକ ବ୍ୟୁରୋ: ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ୧୦ ମିନିଟରେ ମାର୍କେଟ ବିଲ୍ଡିଂ ମଝିରେ କୋକୁଆ ଭୟ ଖେଳାଇ ଦେଇଥିବା ଦୁର୍ବୃତ୍ତଙ୍କୁ ଚିହ୍ନ କରିଛି ପୋଲିସ । ତେବେ ଦଳବଳ ହୋଇ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ…

ଗାଁ ଗାଁ ବୁଲି ଲୋକଙ୍କ ସେବା କରୁଥିଲେ, ରାଷ୍ଟ୍ରପତି ଡାକି ସମ୍ମାନିତ କଲେ । ଜାଣନ୍ତୁ ମାଓ ଉପଦ୍ରବ ଅଞ୍ଚଳର ମମତା…

କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ଉତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ଏବେ ଚର୍ଚ୍ଚାରେ ଅଛନ୍ତି ଏଏନଏମ ଦିଦି ମମତା ଭୋଇ । ମାଓ ଉପଦ୍ରବ ଅଂଚଳରେ ପହଂଚି ଆଖପାଖ ୧୦୦ ଖଣ୍ଡ ଗାଁର ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ତାଙ୍କରି ଉଦ୍ୟମରେ ମାସକୁ ୧୦ରୁ ୧୫ ପ୍ରସବ ହେବା ସହ କମିଛି ଶିଶୁ ମୃତ୍ୟୁ ।…

ଚୀନ-ପାକ୍ ନୌସମରାଭ୍ୟାସ କରୁଥିବା ବେଳେ ଭାରତର ବଡ଼ ପଦକ୍ଷେପ : ଆରବ ସାଗରରେ ମୁତୟନ ହେଲା ଆଇଏନ୍ଏସ୍‌ ବିକ୍ରମାଦିତ୍ୟ

କନକ ବ୍ୟୁରୋ : ଆରବ ସାଗରରେ ଆଇଏନ୍ଏସ୍‌ ବିକ୍ରମାଦିତ୍ୟ ମୁତୟନ କଲା ଭାରତ । ଚୀନ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ୯ ଦିନିଆ ବିଶାଳ ନୌସମରାଭ୍ୟାସ ସମୟରେ ନିଜର ଉପସ୍ଥିତିକୁ ଜାହିର କରିିଛି ଭାରତ । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ହେଉଥିବା ଏହି ସମରାଭ୍ୟାସ ବେଳେ ଆରବ ସାଗରରେ ଭାରତୀୟ…

ନିର୍ବାଚନ ବର୍ଷରେ ମାଲେମାଲ ରାଜନୈତିକ ଦଳ । ୨୦୧୮-୧୯ ଆର୍ଥିକ ବର୍ଷରେ ବଢିଲା ରାଜନୈତିକ ଦଳର ଆୟ, ଜାତୀୟ ଦଳ ଭାବେ…

କନକ ବ୍ୟୁରୋ : ଚଳିତବର୍ଷ ପୁଣି ବଢ଼ିଛି ରାଜନୈତିକ ଦଳ ଗୁଡ଼ିକର ଆୟ । ୨୦୧୮-୧୯, ନିର୍ବାଚନ ବର୍ଷ ଥିବାରୁ ପ୍ରମୁଖ ରାଜନୈତିକ ଦଳର ଆୟ ବଢ଼ିଛି । ଜାତୀୟ ଦଳରେ ବିଜେପି ସର୍ବାଧିକ ଟଙ୍କା ଦାନ ଆକାରରେ ପାଉଥିବା ବେଳେ ଆଞ୍ଚଳିକ ଦଳ ଭାବରେ ବିଜେଡି ଏହି ତାଲିକାର ଶୀର୍ଷରେ ରହିଛି । ବଡ଼ କଥା ହେଉଛି,…