Daily Archives

January 7, 2020

ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡ଼ିଆ ଶ୍ରମିକ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ।

କନକ ବ୍ୟୁରୋ: ଶ୍ରମିକ କରୁଛନ୍ତି ଗୁହାରୀ । ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ । ଏକ ଭିଡିଓ କରି କିଭଳି ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି , ସେ ବିଷୟରେ ଏହି ଓଡିଆ କହିଛନ୍ତି । ଫସିଥିବା ଲୋକେ ବାଣପୁର ଓ ବାଲୁଗାଁ ଅଂଚଳର ବୋଲି ଜଣାପଡିଛି । ଶ୍ରୀଲଙ୍କାରେ ସେମାନଙ୍କୁ ୧୫ ଘଂଟାରୁ…

ଗଗନଯାନ ମହାକାଶଚାରୀ ଅନ୍ତରୀକ୍ଷରେ କ’ଣ ଖାଇବେ ? ପ୍ରସ୍ତୁତ ହେଲା ଖାଦ୍ୟ ତାଲିକା, ଆସନ୍ତା ୨୦୨୧ ଡିସେମ୍ବରରେ ଗଗନଯାନ…

କନକ ବ୍ୟୁରୋ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ପକ୍ଷରୁ ଆଗାମୀ ୨୦୨୧ ଡିସେମ୍ବର ମାସରେ ପ୍ରଥମ ଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିସନ୍ ଗଗନୟାନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଇସ୍ରୋ ମୁଖ୍ୟ ଡକ୍ଟର କେ ଶିବନଙ୍କ କହିବା ଅନୁଯାୟୀ, ଏହି ମିଶନ ପାଇଁ ଭାରତୀୟ ବାୟୁସେନାର…

ଭାରତ ବନ୍ଦକୁ ନେଇ ସବୁ ବିଭାଗକୁ ଗୃହ ବିଭାଗର ଚିଠି । ୯.୩୦ ସୁଦ୍ଧା କର୍ମଚାରୀଙ୍କୁ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ,…

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ । ନାଗରିକତା ସଂଶୋଧନ ଆଇନର ପ୍ରତ୍ୟାହାର ଭଳି ୧୪ ଦଫା ଦାବି ନେଇ ମୋଦି ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । କଂଗ୍ରେସ ସମର୍ଥନ ଦେବା ପରେ…

ସହଜ ନଥିଲା ଓଏଏସ୍ ପରୀକ୍ଷା ! ଫଳ ପାଇଁ କେତେ କସରତ କରିଥିଲେ ଟପ୍ପର? କନକ ନ୍ୟୁଜରେ କହିଲେ ସଫଳତାର ସୂତ୍ର ।

କନକ ବ୍ୟୁରୋ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇବା ପାଇଁ କଡା ପ୍ରଶ୍ନର ମୁକାବିଲା କରିବାକୁ ପଡିଥାଏ । ଏସବୁ ପ୍ରଶ୍ନର ସମ୍ପୃକ୍ତି ରହିଥାଏ ସାମ୍ପ୍ରତିକ ଘଟଣାବଳି ଉପରେ । ଆଉ ଭାବିଚିନ୍ତି ବେଶ ଦୃଢତାର ସହିତ ଏହାର ଉତର ରଖିଥାନ୍ତି ପରୀକ୍ଷାର୍ଥୀ । ଏଥର ଓଏଏସ ପରୀକ୍ଷାରେ…

ଲାଞ୍ଚୁଆ ଆଇଏଏସ ଅଫିସରଙ୍କ ବିରୋଧରେ ବଡ ପ୍ରମାଣ ଦେଲା ଭିଜିଲାନ୍ସ । ୭ ବର୍ଷରେ ବିଜୟଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୭୦…

କନକ ବ୍ୟୁରୋ : ଲାଞ୍ଚ ନେଇ ନିଲମ୍ବିତ ହୋଇଥିବା ଆଇଏଏସ ଅଫିସର ବିଜୟ କେତନଙ୍କ ଆକାଉଣ୍ଟକୁ ନେଇ ସାଂଘାତିକ ତଥ୍ୟ ଦେଇଛି ଭିଜିଲାନ୍ସ । ୧ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଭିଜିଲାନ୍ସ ଯାଞ୍ଚ କରୁଥିବା ବେଳେ ଲାଞ୍ଚୁଆ ଅଫିସରଙ୍କ ଲାଞ୍ଚ କାରବାରର ପୁରୁଣା ପୋଥି ବାବଦରେ ସାଂଘାତିକ ସୁରାକ…

ମୃତ୍ୟୁର ପରୱାନା ପରେ, ମେରଠରୁ ମୃତ୍ୟୁ ସୌଦାଗରଙ୍କୁ ଡ଼ାକରା । ଯୌନରାକ୍ଷସଙ୍କୁ ଫାଶୀ ପାଇଁ ତିହାର ଜେଲରେ ଅପେକ୍ଷା…

କନକ ବ୍ୟୁରୋ: ନିର୍ଭୟା ସୈତାନଙ୍କୁ ଫାଶୀରେ ଝୁଲାଇବା ପାଇଁ ତିହାର ତୟାର । ଯୌନରାକ୍ଷସଙ୍କ ଫାଶୀ ପାଇଁ ଜହ୍ଲାଦ ପଠାଇବାକୁ ଉତ୍ତରପ୍ରଦେଶ ଜେଲ କର୍ତ୍ତୁପକ୍ଷଙ୍କୁ ତିହାର ଜେଲରୁ ଗଲା ଚିଠି । ମେରଠରୁ ଆସିବେ ମୃତ୍ୟୁର ସୌଦାଗର । ଏକସଙ୍ଗେ ଝୁଲିବେ ୪ ସୈତାନ, ଫାଶୀରେ ଝୁଲାଇବେ ଜହ୍ଲାଦ । ତେବେ…