ବାତ୍ୟା ଫୋନିର ପ୍ରାୟ ୮ ମାସ ପରେ ପୁଣି ନବ ବଧୂ ଭଳି ସଜେଇ ହୋଇଛି ପୁରୀ ମେରାଇନ୍ ଡ୍ରାଇଭ । ଏକ ଫଟୋକୁ ଟ୍ୱିଟ୍ କରି…
ମେ ୩ ତାରିଖରେ ଓଡ଼ିଶାରେ ମାଡ ହୋଇଥିଲା ବାତ୍ୟା ଫୋନି । ପ୍ରଳୟଙ୍କାରୀ ବାତ୍ୟା ଫୋନିର କରାଳ ରୂପ ପୁରୀର ମେରାଇନ ଡ୍ରାଇଭକୁ ଉଜାଡି ଦେଇଥିଲା । କେଇ ମୁହୂର୍ତ୍ତ ମଧ୍ୟରେ ପୂରା ଖିନଭିନ୍ ହୋଇଯାଇଥିଲା ବାଲୁଖଣ୍ଡ ବନାଂଚଳ । ଫୋନିର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ଯୁଆଡେ ଦେଖିଲେ ଖାଲି ଉଜୁଡା…