ଫୁଲ ରସିଆଙ୍କୁ ଫୁଲ ଅଭାବ ! ସୁନ୍ଦର ହେଉଛି ବଡଦାଣ୍ଡ, ହେଲେ ବଡ଼ଠାକୁରଙ୍କ ପାଇଁ ଅଭାବ ହେଉଛି ଫୁଲ । ନୀତିକାନ୍ତି ଓ ବେଶ…
କନକ ବ୍ୟୁରୋ: ଫୁଲ ରସିଆଙ୍କୁ ଫୁଲ ଅଭାବ । ସୌକିନିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପାଇଁ ନିଅଣ୍ଟ ପଡୁଛି ଫୁଲ । ଫୁଲରେ ସଜେଇ ହେବାକୁ ପସନ୍ଦ କରନ୍ତି ବଡ ଠାକୁର । ଶ୍ରୀଜିଉଙ୍କ ଅନେକ ବେଶର ପ୍ରମୁଖ ଅଂଶ ସାଜିଥାଏ ଫୁଲ । ପ୍ରତିଦିନ ବଡସିଂହାର ବେଶରେ ବିଭିନ୍ନ ଫୁଲରେ ସଜେଇ ହୋଇଥାନ୍ତି ମହାପ୍ରଭୁ…