ଯୁଦ୍ଧ ମୁହାଁ ଇରାନ-ଆମେରିକା! ଜାଣନ୍ତୁ କାହାର ସୈନ୍ୟବଳ କେତେ, ଯୁଦ୍ଧ ହେଲେ ପୂରା ବିଶ୍ୱରେ ଏହାର କଣ ପଡିବ ପ୍ରଭାବ?
ଇରାନ-ଆମେରିକା ମଧ୍ୟରେ ତିକ୍ତତା ଯେ କେଉଁ ମୁହୂର୍ତ୍ତରେ ଯୁଦ୍ଧର ରୂପ ନେବ ତାହା କହିବା ମୁସ୍କିଲ । ଏପରିକି ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ ମୂଳଦୁଆ ପକାଇବ ବୋଲି ଚର୍ଚ୍ଚା ହେଉଛି । ଆମେରିକା ଡ୍ରୋନ ଆକ୍ରମଣ କରି ଇରାନର ମେଜର ଜେନେରାଲ କାଶିମ…