Daily Archives

January 3, 2020

ଅତୀତର ଆଲବମରେ ବରଗଡ ଧନୁଯାତ୍ରା । ହାତୀ ପିଠିରେ ବସିଥିଲେ, ମଥୁରା ନଗରୀ ବୁଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ଧନୁଯାତ୍ରା ଧୁନରେ ଉଠୁଛି ପଡୁଛି ବରଗଡ । କଂସଙ୍କ ହସରେ ଥରହର ହେଉଛି ମଥୁରା ନଗରୀ । ଗତ ୩ ଦିନ ଧରି ପୂରା ବରଗଡ ପୁରାଣର ଝଲକରେ ଝଲସୁଛି । ଆଉ ମୁକ୍ତାକାଶ ରଙ୍ଗମଞ୍ଚ ସହ କଂସ ମହାରାଜଙ୍କ ହାତୀ ପିଠିରେ ବସି ନଗର ପରିକ୍ରମା ଦୃଶ୍ୟ ଦର୍ଶକଙ୍କ ମନ ମୋହୁଛି । ତେବେ ଗୋଟିଏ ପଟେ…

ଯିଏ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ଛାତିରେ ଛନକା ଭରିଥିଲେ, ଇସ୍ରାଏଲର ପରମ ଶତ୍ରୁ ବୋଲାଉଥିଲେ । ଯାହାଙ୍କୁ…

କନକ ବ୍ୟୁରୋ: ଜେନେରାଲ କାସିମ ସୁଲେମାନି । ଇରାନର ବାହୁବଳୀ । ଆମେରିକା - ଇସ୍ରାଏଲର ପରମ ଶତ୍ରୁ । ଆମେରିକା ବାୟୁସେନାର ଆକ୍ରମଣରେ ଇରାନ ଅଲ କୁଦସ ଫୋର୍ସର ଟପ୍ କମାଣ୍ଡର ଜେନେରାଲ କାସିମ ସୁଲେମାନି ନିହତ ହୋଇଛି । ଏହାପରେ ଇରାନ ଓ ଆମେରିକା ମଧ୍ୟରେ ଉତେଜନା ଚରମ ସୀମାରେ ପହଂଚିଛି ।…

ଇରାକରେ ମଲା ଇରାନ୍ କୁଦସ୍ ଫୋର୍ସର ଟପ୍ କମାଣ୍ଡର । କାସିମ୍ ସୁଲେମାନୀଙ୍କୁ ଡ୍ରୋନ୍ ଆକ୍ରମଣରେ ହତ୍ୟା କଲା ଆମେରିକା…

କନକ ବ୍ୟୁରୋ: ଆମେରିକାର ଏୟାର ଷ୍ଟ୍ରାଇକରେ କାସିମ ସୁଲେମାନି ମୃତ । ଇରାନ ଅଲ କୁଦସ ଫୋର୍ସର ଟପ୍ କମାଣ୍ଡର ଜେନେରାଲ କାସିମ ସୁଲେମାନିକୁ ହତ୍ୟା କରି ଆମେରିକା ପ୍ରମାଣ କରିଛି ଯେ, ବିଶ୍ୱର ଯେକୌଣସି ଦେଶରେ ତାର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସମର୍ଥ ବିଶ୍ୱର ସବୁଠାରୁ ଶକ୍ତିଶାଳୀ…

ଏମ୍ସ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ କରିଥିଲେ ଲକ୍ଷ ଲକ୍ଷ ଟଙ୍କାର ଋଣ । କିସ୍ତି ଦେଇନପାରି ଫେରାର ହେଲେ, ପୋଲିସ୍…

କନକ ବ୍ୟୁରୋ: ସାବଧାନ୍ ରାଜଧାନୀରେ ବୁଲୁଛନ୍ତି ମିଛ ଡାକ୍ତର । ଚିକିତ୍ସା ନାଁରେ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଉଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଦେଶର ପ୍ରତିଷ୍ଠିତ ଏମ୍ସ ଡାକ୍ତର ବୋଲି ପରିଚୟ ଦେଇ ବ୍ୟାଙ୍କରୁ ଋଣ କରି ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଚୁନ ଲଗାଇଛନ୍ତି ନକଲି ଡାକ୍ତର…

ଟାଟା ପାୱାର ହାତରେ ସେସୁ ! ସେସୁ ଦେବାଳିଆ ହେବା ପରେ ହାତ ଟେକିଦେଲେ ସରକାର । ଟାଟା ପାୱାର ହାତକୁ ଯିବ ସେସୁର ୫୧…

କନକ ବ୍ୟୁରୋ: କ୍ରମାଗତ ଭାବେ କ୍ଷତି ସହି ସେସୁ ଦେବାଳିଆ ହେବା ପରେ ହାତ ଟେକିଦେଲେ ରାଜ୍ୟ ସରକାର । ୧୭୫ କୋଟି ଟଙ୍କାରେ ୨୫ ବର୍ଷ ପାଇଁ ଓଡ଼ିଶା ଡିସକମ୍ ଲାଇସେନ୍ସ ଟାଟା ପାୱାରକୁ ଦିଆଯାଇଛି । ସେସୁର ୫୧ ପ୍ରତିଶତ ଅଂଶ ଟାଟା ପାୱାର ହାତକୁ ଯିବ, ବଳକା ୪୯ ପ୍ରତିଶତ ରହିବ ସରକାରଙ୍କ ପାଖରେ ।…

ସମ୍ମାନ ଆଣିଲା ସର୍ଭେ ରିପୋର୍ଟ । ଓଡ଼ିଶାର ଦୁଇଟି ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ଭାବେ ମିଳିଲା ସ୍ଥାନ । ଅନ୍ୟରାଜ୍ୟ…

କନକ ବ୍ୟୁରୋ: ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶା ଆଗରେ । ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେରେ ଓଡ଼ିଶାର ଦୁଇଟି ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମି ଭାବେ ସ୍ଥାନ ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ପୁରୀ ଓ ଗୋପାଳପୁର ବେଳାଭୂମିକୁ ବେଶି ପସନ୍ଦ…