କଂସ ଡାକରେ ଓଡିଶା ବାହାରୁ ଆସେ ହାତୀ: ମଥୁରା ନରେଶଙ୍କୁ ପିଠିରେ ବୁଲାଇବା ପାଇଁ ଦୁଇ ମାସ ଧରି ଚାଲିଚାଲି ଆସେ ‘ବିଜୟ’
କନକ ବ୍ୟୁରୋ: ହୁସିଆର... ସାବଧାନ... ମହାରାଜ କଂସ ପଦାର୍ପଣ କରୁଛନ୍ତି... । ବିଶ୍ୱ ପ୍ରସିଦ୍ଧ ମୁକ୍ତ ରଙ୍ଗମଞ୍ଚରେ କଂସ ରାଜାଙ୍କ ଆଗମନୀ ପାଇଁ ପ୍ରଜାଙ୍କୁ ସତର୍କ କରାଇବା ପରେ ଗଜରାଜଙ୍କ ପିଠିରେ ବସି ରଙ୍ଗମହଲ ପାଖକୁ ଝୁଲି ଝୁଲି ଆସନ୍ତି ପ୍ରବଳ ପ୍ରତାପୀ, ମଥୁରା ନରେଶ ମହାରାଜ କଂସ ।…