Daily Archives

January 1, 2020

ନୂଆବର୍ଷରେ ମଦୁଆ ଚାଳକଙ୍କୁ ରିହାତି ଦେଲା କମିଶନରେଟ ପୋଲିସ । ୧୦ ହଜାର ବଦଳରେ ଆଦାୟ କଲା ହଜାର ଟଙ୍କା ଫାଇନ୍

ଜିରୋ ନାଇଟ୍ ସେଲିବ୍ରେସନ ପରେ ମଦ ପିଇ ଗାଡ଼ି ଚଳାଉ ଥିବା ସମୟରେ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଛନ୍ତି ୩୪ ଜଣ ଚାଳକ । ସୂଚନା ଅନୁସାରେ, ଆଜି ପୁଲିସ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ରୋଡ ବ୍ଲକିଂ କରି ତଦାରଖ କରାଯାଉଥିବା ବେଳେ ୩୪ ଜଣ ଚାଳକ ମଦ ପିଇଥିବା ଜଣାପଡ଼ିଥିଲା। ଭୁବନେଶ୍ୱରରୁ…

ଜିରୋ ନାଇଟରେ ସହରରେ ବୁଲୁଥିଲେ ମାତାଲ ଡ୍ରାଇଭର । ଭୁବନେଶ୍ୱରରେ ୨୨ଜଣ ମଦୁଆ ଗାଡି ଚାଳକଙ୍କ ଠାରୁ ଚାଲାଣ କାଟିଲା…

କନକ ବ୍ୟୁରୋ : ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଉତ୍ସାହର ପରିବେଶ ଭିତରେ ସାରା ରାଜ୍ୟରେ ପାଳିତ ହୋଇଛି ଜିରୋ ନାଇଟ୍ ସେଲିବ୍ରେସନ୍ । ବିଭିନ୍ନ ହୋଟେଲ ମାନଙ୍କରେ ବେଶ୍ ମଉଜମସ୍ତିରେ ଲୋକେ ପାଳନ କରିଛନ୍ତି । ବିଶେଷ କରି ଯୁବଗୋଷ୍ଠୀଙ୍କ ଭିତରେ ଏହି ଉତ୍ସାହର ସ୍ତର ବେଶ୍ ଉପରେ ରହିଥିଲା ।…

ନୂଆବର୍ଷରେ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ହୀରା ମୁଦି ଦେଇ ପ୍ରପୋଜ କଲେ ହାର୍ଦ୍ଦିକ ପାଣ୍ଡ୍ୟା । ସୋସିଆଲ ମିଡିଆରେ ସେୟାର…

ନୂଆ ବର୍ଷରେ ନିଜ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ନିଜ ପାଇଁ ଜୀବନସାଥି ବାଛିଥିବା ଖବର ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ସହ ସେୟାର କରିଛନ୍ତି ହାର୍ଦ୍ଦିକ । ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକଙ୍କୁ ହୀରାର ମୁଦି ପିନ୍ଧାଇ ବେଶ ରୋମାଣ୍ଟିକ ଶୈଳୀରେ…

ଗିରଫ ହେଲା ଗ୍ୟାଙ୍ଗଷ୍ଟରର ଗାର୍ଲଫ୍ରେଣ୍ଡ । ଜେଲ ଭିତରକୁ ଯାଇ ଯୋଗାଇ ଦେଉଥିଲେ ମୋବାଇଲ ଫୋନ୍, ଦାଦାବଟି ଆଦାୟରେ…

କନକ ବ୍ୟୁରୋ : କଟକର କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲର ଗାର୍ଲଫ୍ରେଣ୍ଡକୁ ଗିରଫ କଲା କମିସନରେଟ୍ ପୋଲିସ । ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଅଛି ମହମ୍ମଦ ସକିଲ୍ । ବାହାରେ ରହି ପ୍ରେମିକା ନସରିନ୍ ପ୍ରସ୍ତୁତ କରୁଥିଲା ଦାଦାବଟିର ନୀଳନକ୍ସା । ପୋଲିସ ଜାଣିବାକୁ ପାଇଛି, ଜେଲ…

ନୂଆବର୍ଷରେ ପୁରୀରେ ଜମିଲା ରଥଯାତ୍ରା ପରି ଭିଡ଼ ! ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ରେକର୍ଡ ଗହଳି, ମହାପ୍ରଭୁଙ୍କ ଦର୍ଶନ…

କନକ ବ୍ୟୁରୋ : ଆଜି ନୂଆବର୍ଷରେ ଶ୍ରୀମନ୍ଦିରକୁ ଛୁଟିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବର୍ଷର ପ୍ରଥମ ଦିନରେ ପ୍ରାୟ ୬ରୁ ୭ ଲକ୍ଷ ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଠାକୁର ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ଆଜି ପୁରୀ ପହଂଚିଥିଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷ…