Daily Archives

January 1, 2020

ସୁଧୁରୁନି ବାଲେଶ୍ୱର ମେଡିକାଲର ସ୍ଥିତି । ଅବ୍ୟବସ୍ଥା ନେଇ ଶତାଧିକ କର୍ମୀଙ୍କ ସହ ହସ୍ପିଟାଲ ପରିସରରେ ଧାରଣାରେ ବସିଲେ…

କନକ ବ୍ୟୁରୋ : ମେଡିକାଲରେ ଅବ୍ୟବସ୍ଥା, ଧାରଣା ଦେଲେ କେନ୍ଦ୍ରମନ୍ତ୍ରୀ । ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରତିବାଦରେ ଧାରଣାରେ ବସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲ ପରିସରରେ ଶତାଧିକ କର୍ମୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧାରଣାରେ…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ଚାଣକ୍ୟଙ୍କ ପ୍ରସ୍ତୁତି । ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ…

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ୨୦୨୧ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାପନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ଜନତାଙ୍କୁ ଖୁସି କରାଇବା ପାଇଁ ସେ ଏବେ ବଙ୍ଗଳା ଭାଷା ଶିଖିବା ଆରମ୍ଭ କରିଛନ୍ତି।…

ନୂଆବର୍ଷ ପାଇଁ କଣ ରହିବ ମନ୍ତ୍ରୀଙ୍କ ପ୍ଲାନ ? ଦୁଇ ଦିନିଆ ବୈଠକରେ ଆଗାମୀ ସାଢେ ଚାରି ବର୍ଷ ପ୍ରସ୍ତୁତ ହେବ ନୀଳ…

ନୂଆବର୍ଷରେ ମିଳିବ ନୂଆ ଟାସ୍କ । ୨୦୨୦ ପାଇଁ କଣ ପ୍ରସ୍ତୁତି ରହିଛି ତାହାର ଗୋଟି ଗୋଟି ହିସାବ ନେବେ ପ୍ରଧାନମନ୍ତ୍ରୀ । ୩ ଜାନୁଆରୀରୁ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ବୈଠକ ଡାକିଛନ୍ତି । ୩ ଜାନୁଆରୀ ସନ୍ଧ୍ୟା ୬ଟାରୁ ୯.୩୦ ଯାଏଁ ଏହି ବୈଠକ ବସିବ । ସେହିଭଳି ୪…

ପାକିସ୍ତାନକୁ ଛାଡି ସବୁ ପଡୋଶୀ ରାଷ୍ଟ୍ରକୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୋଦି । ଇମ୍ରାନ୍ ଖାନଙ୍କୁ କଲେନି ଫୋନ୍ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆବର୍ଷ ଉପଲକ୍ଷେ ଭାରତର ପଡ଼ୋଶୀ ରାଷ୍ଟ୍ରମୁଖ୍ୟମାନଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫୋନ କରିନାହାନ୍ତି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସେ କହିଛନ୍ତି…

ନୂଆବର୍ଷ ୨୦୨୦ର ଧୁମ୍ । ଆଲୋକମାଳା ଓ ଆତସବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ବିଶ୍ୱବାସୀ । ପ୍ୟାରିସ, ଦୁବାଇ, ୟୁକେ ଓ…

କନକ ବ୍ୟୁରୋ : ନୂଆ ବର୍ଷକୁ ସ୍ୱାଗତ କଲା ସାରା ବିଶ୍ୱ । ରଙ୍ଗୀନ ଆଲୋକମାଳାରେ ଝଲସିଲା ପରିବେଶ । ପ୍ୟାରିସ, ଗ୍ରୀସ, ତୁର୍କୀ ଓ ଦୁବାଇରେ ଆଲୋକମାଳା ଓ ଆତସବାଜୀରେ କମ୍ପିଲା ପରିବେଶ । ସାରା ବିଶ୍ୱରେ ଜମିଲା ଜିରୋନାଇଟ ସେଲିବ୍ରେସନ । ସାରା ବିଶ୍ୱରେ ବେଶ ଆନନ୍ଦ ଉତ୍ସାହର ସହ ନୂଆବର୍ଷକୁ…

ଏଣିକି ଦୃଷ୍ଟିହୀନ ବ୍ୟକ୍ତି ସହଜରେ ଚିହ୍ନିପାରିବେ ନୋଟ୍ । ରିଜର୍ଭ ବ୍ୟାଙ୍କ ଉନ୍ମୋଚନ କଲା ନୂଆ ମୋବାଇଲ୍ ଆପ୍ ‘ମନି’ ।

କନକ ବ୍ୟୁରୋ : ଏବେ ଦୃଷ୍ଟିହୀନ ଲୋକମାନଙ୍କୁ ବ୍ୟାଙ୍କନୋଟ ଚିହ୍ନିବାରେ କୌଣସି ସମସ୍ୟା ହେବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍‌ ପ୍ରସ୍ତୁତ କରାଯାଇଛି । ଏହାର ନାଁ ହେଉଛି ମନି ବା ମୋବାଇଲ୍‌ ଏଡେଡ୍‌ ମୋଟ ଆଇଡେଣ୍ଟିଫାୟର । ଏହି ଆପକୁ ବ୍ୟବହାର କରି…