Daily Archives

December 29, 2019

ଭାଇର ମୃତ୍ୟୁ ଖବର ଶୁଣି ବି କର୍ତ୍ତବ୍ୟରୁ ଓହରି ନଥିଲା ଭଉଣୀ । ଆଖିର ଲୁହକୁ ଆଖିରେ ମାରି ପ୍ରିୟଙ୍କାଙ୍କୁ ସୁରକ୍ଷା…

କନକ ବ୍ୟୁରୋ: ଭାଇର ମୃତ୍ୟୁ ଖବର ଶୁଣି ବି ଡ୍ୟୁଟି ଛାଡିଲାନି ଭଉଣୀ । କର୍ତ୍ତବ୍ୟ କରୁଥିବାରୁ ଭାଇର ମୃତ୍ୟୁ ଖବରକୁ ଛାତିରେ ଚାପି, ଆଖିର ଲୁହକୁ ଆଖିରେ ମାରି ଓହରି ଆସିଲାନି ଆପିଏସ ଭଉଣୀ । ଏଭଳି ଖବର ଆସିଛି ଉତ୍ତର ପ୍ରଦେଶରୁ । ନାଗରିକତା ଆଇନ ବିରୋଧରେ ଉତ୍ତର ପ୍ରଦେଶରେ ପ୍ରିୟଙ୍କା…

ପିକନିକ୍ ସାରି ଘରକୁ ଫେରୁଥିଲେ ଯୁବକ । ବାଟରେ ଘଟିଲା ଛାତିଥରା ଦୁର୍ଘଟଣା, ଚାଲିଗଲା ଜୀବନ ।

କନକ ବ୍ୟୁରୋ : ଚଳିତବର୍ଷର ଶେଷ ରବିବାର ଅବସରରେ ପିକ୍‌ନିକ୍‌ ସାରି ଘରକୁ ଫେରୁଥିବା ବେଳେ କାର୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଚଗଲା ରଣା (୨୧) ଆଜି ସକାଳୁ ନିଜ ଉଚ୍ଚବିଦ୍ୟାଳୟର ସାଙ୍ଗମାନଙ୍କ ସହ ପିକନିକ୍‌ ପାଇଁ ଦଦରାଘାଟି ଡ୍ୟାମ୍‌କୁ ଯାଇଥିଲେ । ସେଠାରେ ସେ…

ବାପାଙ୍କୁ ବ୍ରେନଷ୍ଟ୍ରୋକ୍, ମାଙ୍କୁ ବ୍ରେଷ୍ଟ କ୍ୟାନସର । ଜୀବନ ପାଇଁ ସଂଘର୍ଷ କରୁଥିବା ବାପା ମା’ଙ୍କ ଚିକିତ୍ସା ପାଇଁ…

କନକ ବ୍ୟୁରୋ : ପରିବାର ପାଇଁ ପାଦରେ ଘୁଙ୍ଗୁର ବାନ୍ଧିଲା ବଢ଼ିଲା ଝିଅ । ସଂଜ ନଇଁଲେ ମୁହଁରେ ମେକଅପ୍ ନେଇ ମଂଚ ଉପରକୁ ଓହ୍ଲାଇ ଆସୁଛି ଝିଅ । କାରଣ ମୁଣ୍ଡ ଉପରେ ପରିବାରର ବୋଝ । ମା’ଙ୍କୁ କର୍କଟ ରୋଗ, ବାପାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ । ହୁଏତ, ଏହି ଝିଅ ବି ଦିନେ ମଥାରେ ସିନ୍ଦୁର ନାଇଁ ବୋହୂ…

ସପିଂ ମଲରେ ମହିଳା ସମ୍ବାଦିକଙ୍କୁ ମାଡ଼ ଘଟଣା । ଗିରଫ ହେଲେ ଏସପ୍ଲାନେଡ୍ ମାର୍କେଟିଂ ଅଧିକାରୀ ଶ୍ୟାମା ଝା ।

କନକ ବ୍ୟୁରୋ : ଭୁବନେଶ୍ୱର ଏସପ୍ଲାନେଡ୍ ମଲରେ ମହିଳା ସାମ୍ବାଦିକଙ୍କୁ ମାଡ ଘଟଣାକୁ ନେଇ ଆଜି ଦିନତମାମ ମଲ୍ ଆଗରେ ଶତାଧିକ ସାମ୍ବାଦିକ ଧାରଣା ଦେବା ପରେ ଶେଷରେ ମଲର ମାର୍କେଟିଂ ଅଧିକାରୀ ଶ୍ୟାମା ଝାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ପୋଲିସ…

ପ୍ରିୟଙ୍କା ଗାନ୍ଧୀ ବସିଥିବା ସ୍କୁଟିରେ ଲାଗିଲା ଫାଇନ । ବିନା ହେଲମେଟରେ ଯିବା ସହ ନିୟମ ଭାଙ୍ଗିଥିବାରୁ ୬୧୦୦ ଟଙ୍କାର…

କନକ ବ୍ୟୁରୋ: ନେତାଙ୍କ ଉପରେ ପଡିଲା ଫାଇନ । କଂଗ୍ରେସ ନେତାଙ୍କ ଗାଡି ଉପରେ କଟିଲା ଟ୍ରାଫିକ ଚାଲାଣ । ପ୍ରିୟଙ୍କା ଗାନ୍ଧୀ ବସିଥିବା ସ୍କୁଟି ନାଁରେ ଜରିମାନା କାଟିଲା ଲକ୍ଷ୍ନୌ ପୋଲିସ । ବିନା ହେଲମେଟରେ ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନର ପୂର୍ବତନ ବିଧାୟକ ଧୀରଜ ଗୁର୍ଜାର ଯାଉଥିବାରୁ ଫାଇନ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ଏକାଠି ହେଲେ ବିରୋଧୀ, ଗୋଟିଏ ମଂଚରେ ମୋଦୀ ବିରୋଧୀଙ୍କ…

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ । ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଯେତିକି ଉତ୍ସାହ ସୋରେନଙ୍କ ଶପଥକୁ ନେଇ ଥିଲା, ତାଠାରୁ ଅଧିକ ଉତ୍ସାହ ଥିଲା ମୋଦି ବିରୋଧି ଶକ୍ତି ପ୍ରଦର୍ଶନକୁ ନେଇ । ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି…