Daily Archives

December 26, 2019

ଆମେ କଣ ଚୁପ ବସିବୁ ? ମାଆ ଭଉଣୀଙ୍କ ଇଜ୍ଜତ ଯିବ, ଆଉ ଆମେ ହାତ ବାନ୍ଧି ବସିବୁ? ନ୍ୟାୟ ନମିଳିଲେ ନକ୍ସଲ ହେବାକୁ…

କନକ ବ୍ୟୁରୋ: ମୁଁ ନକ୍ସଲ ହେବି... ମାଆ ଭଉଣୀଙ୍କୁ ନ୍ୟାୟ ନମିଳିଲେ ନକ୍ସଲ ହେବାକୁ ପ୍ରସ୍ତୁତ... ସେମାନଙ୍କୁ ଦୁଷ୍କର୍ମ କରାଯିବ, ହତ୍ୟା କରାଯିବ ଆଉ ଆମେ ଚୁପ ହୋଇ ବସିଥିବୁ ନା କଣ... ଯଦି ସେମାନଙ୍କୁ ନ୍ୟାୟ ନମିଳେ ତେବେ ଆମେ ନକ୍ସଲ ହେବାକୁ ପ୍ରସ୍ତୁତ ବୋଲି ଖୁଲମଖୁଲା କହିଛନ୍ତି…

ସୁପ୍ରିମୋ ସରଳ ହେବାକୁ ମନ୍ତ୍ର ଦେଲେ, ବିଧାୟକ ହାକିମାତି ଦେଖାଇଲେ । ସାମ୍ବାଦିକଙ୍କୁ ଶହ ଶହ ଲୋକଙ୍କ ଆଗରେ…

କନକ ବ୍ୟୁରୋ : ସୁପ୍ରିମୋଙ୍କ ସରଳ ମନ୍ତ୍ରକୁ ଜଟିଳ କଲେ ଦଳୀୟ ବିଧାୟକ । ମୁହଁତୋଡ ଦେଖାଇଲେ, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ । କାରଣ ପଚାରିବାରୁ ହାକିମାତି ଦେଖାଇ କହିଲେ, ଆପଣଙ୍କର ଏହି କାର୍ଯ୍ୟକ୍ରମ ପ୍ରସାରଣ କରିବାର କୌଣସି ଆବଶ୍ୟକତା ନାହିଁ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଶାସକ…

ଆସନ୍ତାକାଲି ବିଦାୟ ନେବ ଭାରତର ବାହାଦୁର ‘ମିଗ୍-୨୭’ । କାରଗିଲ ଯୁଦ୍ଧରେ ପାକିସ୍ତାନକୁ ଚଟାଇଥିଲା ଧୂଳି, ୪ ଦଶନ୍ଧି…

କନକ ବ୍ୟୁରୋ : ବିଦାୟ ନେବ ବାହାଦୁର । ଇତିହାସ ପାଲଟିଯିବ ମିଗ୍ ୨୭ ଯୁଦ୍ଧ ବିମାନ । କାରଗିଲ୍ ଯୁଦ୍ଧର ହିରୋ ଓ ଭାରତର ବାହାଦୁର ‘ମିଗ୍ – ୨୭’ ଲଢ଼ୁଆ ବିମାନର ଯୁଗ ଶେଷ ହେବାକୁ ଯାଉଛି । କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନକୁ ନାକରେ ପାଣି ପିଆଇଥିବା ଏହି ମିଗ୍ ବିମାନ ନିଜର ସଫଳ ଯାତ୍ରାର…

ସରକାର ବିକାଶର ବାଜା ବଜାଉଛନ୍ତି, ଗର୍ଭବତୀ ଖଟିଆରେ ବୁହାହେଉଛନ୍ତି । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ…

କନକ ବ୍ୟୁରୋ: କଣ ପାଇଁ କମୁନି ଜନନୀ ଯନ୍ତ୍ରଣା ? ସରକାର ଅପହଞ୍ଚ ଇଲାକାରେ ବିକାଶ ପହଞ୍ଚାଇବାକୁ ଯୋଜନା ପରେ ଯୋଜନା କରୁଛନ୍ତି । ସରକାରୀ ବାବୁ ଓ ସରକାରୀ ବ୍ୟବସ୍ଥାକୁ ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଉଛନ୍ତି ହେଲେ କୌଣସି ସୁଫଳ ମିଳୁନି । ଯଥା ପୂର୍ବଂ ତଥା ପରଂ । ଅର୍ଥାତ…

ଦୁଇ ବର୍ଷ ମଧ୍ୟରେ ବିଶ୍ୱ ଦେଖିବ ବାଦଲ ଛୁଆଁ ବିଲ୍ଡିଂ । ବୁର୍ଜ ଖଲିଫା ମଧ୍ୟ ଏହା ନିକଟରେ ଦେଖାଯିବ ଛୋଟ ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ବୁର୍ଜ ଖଲିଫା ଆଉ ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା ହୋଇ ରହିବ ନାହିଁ । ବୁର୍ଜ ଖଲିଫାର ସ୍ଥାନ ନେବାକୁ ଯାଉଛି ସାଉଦି ଆରବର ରିଆଦରେ ନିର୍ମାଣ ହେଉଥିବା ନବନିର୍ମିତ କୋଠା । ଏହି ନବନିର୍ମିତ କୋଠା ବୁର୍ଜ ଖଲିଫା ଠାରୁ ପାଖାପାଖି ୧୮୦ ମିଟର ବା ୫୯୧ ଫୁଟ ଅଧିକ ରହିବ…

ତାଜମହଲ ସହରରେ ପୁଣି ତେଜିଲା ନାଗରିକତା ନିଆଁ: ଆଗ୍ରାରେ ସ୍ଥିତି ଉଗ୍ର ହେଉଥିବାରୁ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ…

କନକ ବ୍ୟୁରୋ: ତିନି ଚାରି ଦିନ ପରେ ପୁଣି ତେଜିଲା ନାଗରିକତା ନିଆଁ । ଉତ୍ତର ପ୍ରଦେଶରେ ସିଏଏ ନିଆଁ ଲିଭୁନଥିବା ବେଳେ ଆଜି ଆଗ୍ରାରେ ଉଗ୍ର ହେଲା ଆନ୍ଦୋଳନ । ତେବେ ଉତ୍ତରପ୍ରଦେଶରେ ସ୍ଥିତି ଗମ୍ଭୀର ହେଉଥିବା ଦେଖି ରାଜ୍ୟର ବିଭିନ୍ନ ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଗୁରୁବାର…