Daily Archives

December 25, 2019

ନାଗରିକତା ନିଆଁ ଲଗାଇଥିବା ହିଂସାକାରୀଙ୍କୁ ଚିହ୍ନଟ କଲା ପୋଲିସ । ଜାତୀୟ ସମ୍ପତ୍ତି ନଷ୍ଟ କରିଥିବାରୁ ଭରଣା ପାଇଁ…

କନକ ବ୍ୟୁରୋ: ହିଂସାକାରୀଙ୍କୁ ଗୋଡେଇ ଗୋଡେଇ ଚିହ୍ନଟ କଲା ପୋଲିସ । ଦେଶରେ ନାଗରିକତା ନିଆଁ ଲଗାଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ନୋଟିସ ପଠାଗଲା । ଉତ୍ତରପ୍ରଦେଶର ରାମପୁର ଓ ଗୋରଖପୁର ଅଞ୍ଚଳରୁ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ହିଂସା ସୃଷ୍ଟି କରୁଥିବା ୬୦ରୁ ଅଧିକ…

ଏମିତି ହେଉଛି ଠକେଇ? ଫୋନ୍ କଲ ଆସୁଛି, ଲଟେରୀ ଜିତିଥିବା ନେଇ ଘୋଷଣା ହେଉଛି । ଆଉ ଏହାପରର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ : କୌନ ବନେଗା କରୋଡପତି ନାଁରେ ଠକେଇ କରୁଥିବା ବେଳେ ଜଣାପଡିଲା ସାଇବର ଅପରାଧୀଙ୍କ ଠକେଇର ଷଡଯନ୍ତ୍ର । ବାଙ୍କିର ଜଣେ ଯୁବତୀ ୨୫ଲକ୍ଷ ଟଙ୍କା ଲଟେରୀ ଜିତିଛନ୍ତି ବୋଲି ଫୋନରେ ସୂଚନା ଦେଇ ହଜାର ହଜାର ଟଙ୍କା ଠକିନେବାକୁ ଚେଷ୍ଟା କରିଥିଲେ ସାଇବର ଅପରାଧୀ । ହେଲେ ଠକେଇ ପୂର୍ବରୁ…

ଯେବେ ବାଜପେୟୀ ଆସିଥିଲେ ଓଡିଶା ବିଧାନସଭା… । ଏକାଠି ହୋଇଥିଲେ ଦୁଇ ଯୋଗଜନ୍ମା, ଓଡ଼ିଶା ପାଇଁ ଦେଖିଥିଲେ ସୁନେଲୀ…

କନକ ବ୍ୟୁରୋ : ଆଧୁନିକ ଭାରତର ନିର୍ମାତା ତଥା ଜଣେ ଦକ୍ଷ ନେତା ଭାବେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ପୂରା ଦେଶ ମନେ ପକାଉଛି । ୯୫ ତମ ଜନ୍ମଜୟନ୍ତୀରେ ଯୋଗଜନ୍ମା ବାଜପେୟୀଙ୍କୁ ସାରା ଦେଶ ଝୁରୁଛି । ସାଥୀରେ କାମ କରିଥିବା ବ୍ୟକ୍ତି ହୁଅନ୍ତୁ ବା ରାଜନୈତିକ…

ପ୍ଲାଷ୍ଟିକ ବଦଳରେ କ୍ଷୀର: ୧୦ଟି ପ୍ଲାଷ୍ଟିକ ବୋତଲ ଦିଅନ୍ତୁ, ଗୋଟେ ପ୍ୟାକେଟ କ୍ଷୀର ନେଇଯାଆନ୍ତୁ… ପରିବେଶକୁ…

କନକ ବ୍ୟୁରୋ: ପ୍ଲାଷ୍ଟିକ ଦିଅନ୍ତୁ କ୍ଷୀର ନିଅନ୍ତୁ... ୧୦ଟି ପ୍ଲାଷ୍ଟିକ ବୋତଲ ଦେଇ ଗୋଟେ ପ୍ୟାକେଟ କ୍ଷୀର ନେଇଯାଆନ୍ତୁ । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ହରିୟାଣାରେ ଏଭଳି ଏକ ପଦକ୍ଷେପ ନିଆଯାଇଛି । ତେବେ ବ୍ୟବହାର ପରେ ଅଦରାକାରୀ ହୋଇ ପଡିଥିବା ୧୦ଟି ପ୍ଲାଷ୍ଟିକ୍ ବୋତଲ ବଦଳରେ…

କଂସଙ୍କ ମେକଅପ ମ୍ୟାନ୍: ଯାହାଙ୍କ ପାଇଁ ଭୟଙ୍କର ଦେଖାଯାଆନ୍ତି କଂସ ମହାରାଜ । ଜାଣନ୍ତୁ ୧୯୮୯ରୁ କଂସଙ୍କୁ ସଜେଇ…

କନକ ବ୍ୟୁରୋ: ଆଉ ୬ ଦିନ ପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏଥିପାଇଁ କଳାକାରମାନେ କସରତ ଜୋରଦାର ଚଲାଇଥିବା ବେଳେ କଳାକାରଙ୍କ ପୋଷାକ ତିଆରି ପାଇଁ ମଧ୍ୟ ଲାଗିପଡିଛନ୍ତି କାରିଗର । ଧନୁଯାତ୍ରାରେ ଅଭିନୟ କରୁଥିବା ପ୍ରତ୍ୟେକ ଚରିତ୍ରଙ୍କ ପାଇଁ ଭଳି କି ଭଳି ଆକର୍ଷଣୀୟ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ବାହାନାରେ ହାକିମାତି : ପାର୍କିଂ ଫି ନାଁରେ ପୁଣି ଲୁଟ୍ ଆରମ୍ଭ । ଏସପ୍ଲାନେଡ ୱାନ୍ ଓ ବିଏମସି…

କନକ ବ୍ୟୁରୋ : କିଛି ଦିନ ଧରି ଭୁବନେଶ୍ୱରର ସପିଂ ମଲ୍ ଓ ମଲଟିପ୍ଲେକ୍ସ ଭଳି ଉଚ୍ଚ ଅଟ୍ଟାଳିକା ଗୁଡ଼ିକରେ ପାର୍କିଂ ଫି ଆଦାୟ ବନ୍ଦ ହେବା ପରେ ଏବେ ପୁଣି ଥରେ କିଛି ମଲ୍ ପାର୍କି ଫି ଆଦାୟ କରିବା ଆରମ୍ଭ କରିଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ବାହାନାରେ ଏମାନେ ପାର୍କିଂ ଫି ଆଦାୟ କରୁଥିବା…