Daily Archives

December 24, 2019

ଝାଡଖଣ୍ଡରେ ହେବ ସୋରେନ୍ ସରକାର । ଆସନ୍ତା ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍, ପ୍ରତିଶ୍ରୁତି ପୂରଣ…

କନକ ବ୍ୟୁରୋ : ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ଏହି ଅବସରରେ ଜେଏଏମର ୬, କଂଗ୍ରେସର ୫ ଓ ଆରଜେଡିରୁ ଜଣେ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । । ଅର୍ଥାତ ହେମନ୍ତ ସୋରେନଙ୍କ ସହ ୧୨ଜଣ ମନ୍ତ୍ରୀ ଶପଥ ନେବେ । ଏହା ସହ କଂଗ୍ରେସକୁ ବାଚସ୍ପତି ପଦ…

ବାଟ ଓଗାଳିଲା ପୋଲିସ୍! ମୃତକଙ୍କ ପରିଜନଙ୍କୁ ଭେଟିବା ପାଇଁ ମେରଠ ଯାଉଥିଲେ ରାହୁଲ-ପ୍ରିୟଙ୍କା, ଅଧାବାଟରେ ଅଟକାଇଲା…

କନକ ବ୍ୟୁରୋ: ମୃତକଙ୍କ ପରିବାର ସହ ଭେଟିପାରିଲେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ । ଅଧାବାଟରେ ଅଟକାଇଲା ପୋଲିସ । ଆଗକୁ ବଢ଼ିବାକୁ ଦେଲାନି ଅନୁମତି । ଶେଷରେ ଗାଡ଼ିରେ ବସି ମୃତକ ପରିବାର ସହ ଫୋନ ମାଧ୍ୟମରେ କଥା ହୋଇ ସମବେଦନା ଜଣାଇଲେ ରାହୁଲ, ପ୍ରିୟଙ୍କା । କଂଗ୍ରେସର…

‘କଳିଙ୍ଗ’କୁ ଚଢ଼ିବ ଫୁଟବଲ୍ ଫିଭର । ୨୭ ତାରିଖ ମ୍ୟାଚ୍ ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ଷ୍ଟାଡ଼ିୟମ, ମୁହାଁମୁହିଁ…

କନକ ବ୍ୟୁରୋ: ‘କଳିଙ୍ଗ’କୁ ଫେରିଲା ଫୁଟବଲ୍ ଫିଭର । ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡ଼ିୟକରେ ଖେଳାଯିବ ‘ଇଣ୍ଡିଆନ୍ ସୁପର ଲିଗ’(ଆଇଏସଏଲ୍)ର ଏକ ମ୍ୟାଚ୍ । ଯେଉଁଥିରେ ଓଡ଼ିଶା ଏଫସି ଏବଂ ଜାମଶେଦପୁର ମଧ୍ୟରେ ହେବ ହେଭିୱେଟ୍ ମୁକାବିଲା । ସେଥିପାଇଁ ସାଧବ ବୋହୂ ପରି ସଜେଇ ହୋଇଛି ପୂରା…

ଆଇଏଏସ ଅଫିସର ନିଧିଙ୍କ ସଫଳତା କାହାଣୀ । ଦିନେ ଟାହିଟାପରା କରୁଥିଲେ ଲୋକେ, କଠିନ ପରିଶ୍ରମରେ ଆଣିଦେଲା ସଫଳତା ।

କନକ ବ୍ୟୁରୋ : ଇଛାଶକ୍ତି ଥିଲେ ଯେ କୌଣସି ପ୍ରତିବନ୍ଧକକୁ ସାମ୍ନା କରିହୁଏ, ଏହାର ଜ୍ୱଳନ୍ତ ପ୍ରମାଣ କରି ଦେଖାଇଛନ୍ତି ଆଇଏଏସ ଅଫିସର ନିଧି ଚୌଧୁରୀ । ୨୦୧୨ ମସିହାରେ ନିଧି ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ମହାରାଷ୍ଟ୍ର କ୍ୟାଡରରେ ନିଯୁକ୍ତି ପାଇଥିଲେ । ଆଜି ଆମେ…

ଯୁବକଙ୍କୁ ମହଙ୍ଗା ପଡିଲା ଅଭିନେତ୍ରୀଙ୍କ ସହିତ ପ୍ରେମ । ମାଟ୍ରିମୋନିଆଲରେ ସମ୍ପର୍କ ପରେ ପ୍ରେମିକାକୁ ଲକ୍ଷାଧିକ ଟଙ୍କା…

କନକ ବ୍ୟୁରୋ : ପ୍ରେମିକକୁ ଠକି ଦେଲା ପ୍ରେମିକା । ପ୍ରେମ କରି ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେବା ପରେ ପ୍ରତାରଣା କଲା ପ୍ରେମିକା । ଏ ପ୍ରେମିକା ଏମିତି ସେମିତି ପ୍ରେମିକା ନୁହଁନ୍ତି, ସେ ଜଣେ ଓଲିଉଡ ଅଭିନେତ୍ରୀ । ପ୍ରେମିକା ଠାରୁ ପ୍ରତାରିତ ହେବା ପରେ ଏଭଳି ଅଭିଯୋଗ ଆଣିଛନ୍ତି…