Daily Archives

December 22, 2019

ବାରବାଟୀରେ ନୂଆ ଇତିହାସ ଲେଖିଲେ ରୋହିତ । ଭାଙ୍ଗିଲେ ଜୟସୂରିୟାଙ୍କ ୨୨ବର୍ଷର ରେକର୍ଡ ।

କନକ ବ୍ୟୁରୋ : କଟକ ବାରବାଟୀରେ ନୂଆ ରେକର୍ଡ କଲେ ଟିମ୍ ଇଣ୍ଡିଆର ଉପଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ କରିବାର ସନତ ଜୟସୂରିୟାଙ୍କ ୨୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ହିଟ୍…

ମେଧାବୀଙ୍କୁ ଉତ୍ସାହିତ କରିବାର ନିଆରା ପ୍ରୟାସ । ସମ୍ବାଦ ପକ୍ଷରୁ ରାଜ୍ୟବ୍ୟାପି ଆୟୋଜିତ ହେଲା ବ୍ରଜବନ୍ଧୁ ମେଧାବୃତ୍ତି…

କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ଆଜି ରାଜ୍ୟ ବ୍ୟାପି ଆୟୋଜିତ ହୋଇଯାଇଛି ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା -୨୦୧୯ । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସମ୍ବାଦ ପକ୍ଷରୁ ଏହି ମେଧାବୃତ୍ତିର ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ।…

ବାରବାଟୀର ବାଦଶାହା ବନିଲା ବିରାଟ ବାହିନୀ । ରୋମାଞ୍ଚକର ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ମାତ୍ ଦେଇ ସିରିଜ୍…

କନକ ବ୍ୟୁରୋ : ଟାଇଟଲ୍ ଟକ୍କରରେ ବାଜି ମାରିନେଲା ବିରାଟ ବାହିନୀ । କଟକରେ କମାଲ କଲେ କୋହଲି ଆଣ୍ଡ କୋ । ଫାଇନାଲ ଫାଇଟରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ମାତ ଦେଇ ଦିନିକିଆ ସିରିଜ କବଜା କଲା ବିରାଟ ବାହିନୀ । ରୋହିତ, ରାହୁଲ ଏବଂ ଅଧିନାୟକ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଣ୍ଣାୟକ…

ପୁରୀ ଅସ୍ତରଙ୍ଗ ପୀର ଜାହାନିଆ ପୀଠକୁ ପିକନିକ୍ ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ଦୁଇ ଯୁବକ । ଆଇସକ୍ରିମ୍ ବିକାଳି…

କନକ ବ୍ୟୁରୋ : ନୂଆବର୍ଷର ଆଗମନକୁ ନେଇ ଏବେ ଚାରିଆଡେ ଉତ୍ସାହ । ନୂଆବର୍ଷକୁ ହସଖୁସିରେ ସ୍ୱାଗତ କରିବା ପାଇଁ କିଏ ପିକନିକ୍ କରୁଛି, ତ ଆଉ କିଏ ବଣଭୋଜି କରୁଛି । ଆଉ ଏମିତି ଏକ ପିକନିକ୍ କରିବାକୁ ଭୁବନେଶ୍ୱରରୁ ଅସ୍ତରଙ୍ଗକୁ ଯାଇଥିଲେ ଟେକ୍ ମହିନ୍ଦ୍ରା କମ୍ପାନୀର ୨୮ଜଣ ଯୁବକ । ହେଲେ…

କଟକରୁ ଉଠାଇନେଲେ ଖଡ଼ଗପୁରରେ ଫିଙ୍ଗି ଦେଲେ । ରେଭେନ୍ସାର ୩ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହେଲା ପଣ୍ଡ । ପୁଲିସ୍ ଚେକିଂ…

କନକ ବ୍ୟୁରୋ : ନିଶା ଦେଇ ରେଭେନ୍ସା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ଅପହରଣ କରି କଲିକତା ନେଇ ଯାଉଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୩ଜଣ ଛାତ୍ରୀ । କଲେଜ ଛକରେ ଅଟୋକୁ ଅପେକ୍ଷା କରିଥିବା ବେଳେ ରାସ୍ତାରୁ ଉଠାଇ ନେଇଥିଲେ ଦୁବୃର୍ତ୍ତ । ଏକ ସ୍କୋର୍ପିଓ ଗାଡ଼ିରେ ତାଙ୍କୁ କଲିକତା…

ବାରବାଟୀ ମ୍ୟାଚରେ ନକଲି ଟିକେଟ । ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ଜଣଙ୍କୁ ଗିରଫ କରିଛି ପୋଲିସ ।

କନକ ବ୍ୟୁରୋ : ବାରବାଟୀ ମ୍ୟାଚ ପାଇଁ ବଜାରରେ ବୁଲିଲା ଡୁପ୍ଲିକେଟ୍ ଟିକେଟ । ଅସଲିରେ ହୋଲୋଗ୍ରାମ ଥିବାବେଳେ ନକଲିରେ ନାହିଁ ହୋଲୋଗ୍ରାମ ଚିହ୍ନ । ବାରବାଟୀ ମ୍ୟାଚ ପାଇଁ ନକଲି ଟିକେଟ ବିକ୍ରି ହୋଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଦୁଇଟି ଟିକେଟ ଭାଇରାଲ ହେଉଛି…