Daily Archives

December 20, 2019

କେନ୍ଦ୍ରାପଡାର ଦୁଇ ଭଉଣୀଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । ଭରା ନଈରୁ ୧୨ ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଆସନ୍ତା…

କନକ ବ୍ୟୁରୋ: ସାହସୀ ଭଉଣୀଙ୍କୁ ମିଳିବ ଜାତୀୟ ପୁରସ୍କାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିପାଣିଆ ଗାଁ ଡଙ୍ଗା ବୁଡି ଘଟଣାରେ ଦେବଦୂତ ସାଜିଥିବା ଦୁଇ ଭଉଣୀଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । କାଳ ରାତିରେ କଳାପାଣି ଭିତରୁ ଲୋକଙ୍କ ଜୀବନ ବଞ୍ଚାଇଥିବା ୨ ଭଉଣୀ ପୂର୍ଣ୍ଣିମା ଗିରି…

ପୁଣି ମାଲିକକୁ ବଂଚାଇ ଦେଲା କୁକୁର । ବିରାଟ ନାଗ ସହ ଲଢିଲା, ୪୦ ମିନିଟର ଚାଲିଲା ଜୋରଦାର ଲଢେଇ, ପରେ ଉଭୟଙ୍କ ଚାଲିଗଲା…

କନକ ବ୍ୟୁରୋ : ଅନେକ ସମୟରେ ଦେଖିବାକୁ ମିଳିଛି କି ଯେତେବେଳେ ଦୁଃଖ ଆସିଥାଏ ନିଜ ସାଙ୍ଗ ସାଥି ସମ୍ପର୍କୀୟ ବି ସହାୟତା କରିବାକୁ ମୁହଁ ଫେରାଇ ଦିଅନ୍ତି। ଏଭଳି କ୍ଷେତ୍ରରେ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ କି ବିଶ୍ୱସ୍ତ ପ୍ରାଣୀ କିଏ ବୋଲି ପ୍ରଶ୍ନ ଉଠେ ତେବେ ପ୍ରଥମେ କୁକୁରର ନାମ…

ହୃଦରୋଗରେ ପୀଡିତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ସ୍କାନ ପାଇଁ ଲଣ୍ଡନରେ ଚାଲିଛି ପ୍ରସ୍ତୁତି

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମାସେ ହେବ ଲଣ୍ଡନରେ ଅଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଗୁରୁବାର ନଓ୍ଵାଜଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଦନାନ ଖାଁ ନଓ୍ଵାଜ ଜଟିଳ ହୃଦରୋଗରେ ପୀଡ଼ିତ ଅଛନ୍ତି, ତାଙ୍କର ସ୍କାନ୍ ପାଇଁ ପ୍ରସ୍ତୁତି ଚାଲିଛି…

ଆରମ୍ଭ ହୋଇନାହିଁ ଧନୁଯାତ୍ରା ! ହେଲେ, ମଂଚରେ ଅଭିନୟ କରିବା ପୂର୍ବରୁ ଗୋପପୁରରେ କଳାକାରଙ୍କର ଚାଲିଛି ଅଭିନୟ ଅଭ୍ୟାସ

କନକ ବ୍ୟୁରୋ : ଆସନ୍ତା ୩୧ତାରିଖରୁ ଆରମ୍ଭ ହେବ ୭୧ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏଥିପାଇଁ ମଥୁରା ପାଲଟୁଥିବା ବରଗଡ଼ରେ ଯେତିକି ଉତ୍ସାହ ତାହାଠାରୁ ଅଧିକ ଉତ୍ସାହିତ ଗୋପପୁର ପାଲଟୁଥିବା ଅମ୍ବାପାଲି । ଚଳିତବର୍ଷ ଯାତ୍ରାକୁ ଆକର୍ଷଣୀୟ କରିବାକୁ ଗୋପପୁରରେ କଳାକାରଙ୍କ ଅଭିନୟ ଅଭ୍ୟାସ…

ଝାଡଖଣ୍ଡରେ ଝଡିପଡିବ ପଦ୍ମ, ରହିଯିବ ରଘୁବରଙ୍କ ରଥ ? ବୁଥ ବାହୁଡା ମତ କହୁଛି ଝାଡଖଣ୍ଡରେ ହେବ ମେଣ୍ଟ ସରକାର । ‘ହାତ’…

କନକ ବ୍ୟୁରୋ: ଝାଡ଼ଖଣ୍ଡ ବିଧାନସଭା ପାଇଁ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ଆଜି ପଞ୍ଚମ ତଥା ଅନ୍ତିମ ଚରଣ ଭୋଟ ଗ୍ରହଣ ଶେଷ ହେବାପରେ ଆଜି ସନ୍ଧ୍ୟାରେ ବୁଥ୍ ବାହୁଡ଼ା ମତ (ଏକଜିଟ୍‌ ପୋଲ) ଫଳାଫଳ ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ କହୁଛି ଯେ ୮୧ ଆସନ ବିଶିଷ୍ଟ…

ପର୍ଯ୍ୟଟକଙ୍କୁ ଟାଣୁଛି ଯୋଡାର ହାଣ୍ଡିଭଙ୍ଗା ଜଳପ୍ରପାତ । ଦୁଇ ପାହାଡ ଚିରି ଝରି ଆସୁଛି ଝରଣା : ଶାନ୍ତ, ସ୍ନିଗ୍ଧ…

କନକ ବ୍ୟୁରୋ :ବର୍ଷକ ବାରମାସ ଯେଉଁଠି ଥଣ୍ଡା ଅନୁଭୂତ ହୋଇଥାଏ । ଯାହାର ଜଙ୍ଗଲ ପାହାଡ ଘେରା ପ୍ରାକୃତିକ ପରିବେଶ ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ କରେ । ୨ଶହ ଫୁଟ ସୁଉଚ୍ଚ ଝରଣାର ମନୋରମ ସୌନ୍ଦର୍ୟ୍ୟରେ ବିମୋହିତ ହୋଇ ଉଠନ୍ତି ଦର୍ଶକ ।ଏହିସହୁ ଆନନ୍ଦ ସାଙ୍ଗକୁ ଏଠାରେ ମିଳେ ପାହାଡ ଚଢାର ଅପୂର୍ବ…