Daily Archives

December 18, 2019

ବିଶାଖାପାଟଣାରେ ୧୦୭ ରନର ‘ବିରାଟ’ ବିଜୟ ପରେ ୧-୧ ସ୍ଥିତିରେ ଦିନିକିଆ ସିରିଜ୍ । ୨୨ରେ ବାରବାଟୀ ଦେଖିବ ବାଦଶାହା…

କନକ ବ୍ୟୁରୋ: ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ୧୦୭ ରନ୍ ରେ କାରବିଆନ୍ ଦଳକୁ ପରାଜୟ କଲା ବିରାଟ ବାହିନୀ । ୩୮୭ ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ୨୮୦ ରନରେ ଅଲଆଉଟ୍ ହୋଇଛି ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚର ପ୍ରଥମ ଇନିଂସରେ ଭାରତର ଓପନର ରୋହିତ ଶର୍ମା ଓ…

ବିଲେଇ ହତ୍ୟାକାରୀ ହାତରେ ହାତକଡି: ଗିରଫ ହେଲେ ବିଲେଇ ମୁଣ୍ଡକୁ ଗୁଳି କରିଥିବା ଯୁବକ । ଅତି ବୀଭତ୍ସ ଭାବେ ବିଲେଇକୁ…

କନକ ବ୍ୟୁରୋ: ବିଲେଇ ହତ୍ୟାକାରୀକୁ ବାନ୍ଧିଲା ପୋଲିସ । ଗୁଳି କରି ବିଲେଇକୁ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ । ସକାଳେ ନୟାପଲ୍ଲୀ ୟୁନିଟ-୪ ଅଞ୍ଚଳରେ ବିଲେଇ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲେ ଜଣେ ଇଞ୍ଚିନିୟରିଂ ଛାତ୍ର । ମୃତ ବିଲେଇର ମାଲିକ ଓ ପିପୁଲ୍ସ ଫର…

ଟେନସନରେ ଟାଟା ମ୍ୟାନେଜମେଣ୍ଟ ! ୩ ବର୍ଷ ପରେ ପୁଣି ଟାଟା ସମ୍ଭାଳିବେ ସାଇରସ, ଚେୟାରମ୍ୟାନ୍ ଭାବେ ନିଯୁକ୍ତି ଦେବାକୁ…

କନକ ବ୍ୟୁରୋ: ଟାଟା କମ୍ପାନୀ ମ୍ୟାନେଜମେଂଟକୁ ବଡ ଝଟକା । ସାଇସର ମିସ୍ତ୍ରୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନସିଏଲଏଟି ବା ନ୍ୟାସନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ । ସାଇରସ ମିସ୍ତ୍ରୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ହଟାଇବା ସହ…

ଦୁର୍ଘଟଣା ଲିଭାଉଛି ଜୀବନ ଦୀପ: ଚିକ୍କଣିଆ ରାସ୍ତାରେ ଚାଲିଯାଉଛି ଅଧିକ ଜୀବନ । ୨୦୧୯ରେ ଓଡିଶାରେ ୪, ୧୧୫ ଜଣଙ୍କ ସଡକ…

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି ସଡକ ଦୁର୍ଘଟଣା । ଦେଶରେ ପ୍ରତି ଘଂଟାରେ ଯାଉଛି ୧୭ ଜୀବନ । ଆଉ ଏଥି ମଧ୍ୟରୁ ଓଡିଶା ହେଉଛି ଦୁର୍ଘଟଣା ପ୍ରବଣ ରାଜ୍ୟ । ବିଶ୍ୱରେ ସର୍ବାଧିକ ଦୁର୍ଘଟଣା ପ୍ରବଣ ଦେଶ ଭାବେ ଦୁର୍ନାମ ଅର୍ଜିଛି ଭାରତ । ୨୦୧୮ରେ ଦେଶରେ ୧ ଲକ୍ଷ ୫୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।…

ମୃତ୍ୟୁର ସୌଦାଗର ଦୟାନିଧି ବିଶୋଇ: ରାଜକ୍ଷମା ପରେ ବି ବଦଳିଲାନି ପାଶବିକତା । ପାରୋଲରେ ଆସି ପୁଣି ମଣିଷ ମାରିଥିଲା…

କନକ ବ୍ୟୁରୋ: ନିର୍ଭୟା ହତ୍ୟାକାଣ୍ଡର ଅପରାଧୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଆଉ ଏହି ପରିପ୍ରେକ୍ଷୀରେ ସାମନକୁ ଆସିଛି ଓଡ଼ିଶାର ଅପରାଧ ଇତିହାସରେ ଦୟାନିଧି ବିଶୋଇ ମାମଲା । ଏହା ଏପରି ଏକ ମାମଲା ଯାହା ଆଜି ବି ସମସ୍ତଙ୍କ ମନରେ ଭୟ ସଂଚାର କରେ । ତିନି…

ଭୁବନେଶ୍ୱରରୁ ଉଡୁ ଅଧିକରୁ ଅଧିକ ଆର୍ନ୍ତଜାତୀୟ ବିମାନ । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ନବୀନ ।

କନକ ବ୍ୟୁରୋ: କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଭୁବନେଶ୍ୱରରୁ ଅଧିକରୁ ଅଧିକ ଆର୍ନ୍ତଜାତୀୟ ବିମାନ ଚଳାଚଳ ପାଇଁ ଚିଠି ଲେଖି ଦାବି ଜଣାଇଲେ ନବୀନ । ବର୍ତ୍ତମାନ ଓଡ଼ିଶା ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନସ୍ଥଳୀ ଭାବେ…