Daily Archives

December 16, 2019

ହୀରାକୁଦ ହଟହଟ୍ଟା: ପ୍ରକୃତି ହାତ ଯୋଡିଲେ, ଏଲିନା ଦୋଷ ଠେଲିଲେ । କେବେ ପାଟି ଫିଟାଇବେ ମନ୍ତ୍ରୀଙ୍କ ଝିଅ ?

କନକ ବ୍ୟୁରୋ: ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟିଂ କରିବା ନେଇ ଆଜି ଦିନ ତମାମ ଖବର ପ୍ରସାରଣ ପରେ କ୍ଷମା ମାଗିଛନ୍ତ ଭିଡିଓ କରିଥିବା ଅଭିନେତ୍ରୀ । ଦୁଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଏଲିନା ସାମନ୍ତରାୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି । ତେବେ…

ସମ୍ବଲପୁରରେ କୋଇଲା ଖଣି ପାଇଁ ଚାଲିଛି ଆଖିବୁଜା ଗଛକଟା : କନକ ନ୍ୟୁଜ୍ ହାତରେ ଲାଗିଲା ସାଂଘାତିକ୍ ତଥ୍ୟ, ହାତୀ ଓ…

କନକ ବ୍ୟୁରୋ : କୋଇଲା ଖଣି ପାଇଁ ସମ୍ବଲପୁରରେ ମନଇଚ୍ଛା ଗଛ କାଟୁଛି ଏନଏଲସି କମ୍ପାନୀ । ବନୀକରଣ ନକରି ଜଙ୍ଗଲ କାଟି ପଦା କରୁଥବାରୁ ପରିବେଶବିତ ମାନେ ଉଦ୍ବେଗ ପ୍ରକାଶ କରୁଥିବା ବେଳେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ଅଂଚଳରେ ଗଛକଟା ଚାଲିଛି, ସର୍ଭେ ସମୟରେ ସେହି ଅଂଚଳ…

ଖୋର୍ଦ୍ଧା ଡାକ୍ତର ଗୁଳିକାଣ୍ଡ ଘଟଣାରେ ପୁଲିସର ହାତ ଖାଲି : ୨୪ ଘଣ୍ଟା ପରେ ବି ଟେର ମିଳୁନି,ସିସିଟିଭି ଆଧାରରେ…

କନକ ବ୍ୟୁରୋ : ୨୪ ଘଂଟା ପରେ ବି ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରେ ଗୁଳିମାଡ ଘଟଣାର ଟେର୍ ପାଇପାରିନି ପୋଲିସ । ତଦନ୍ତ ପାଇଁ ୪ଟି ଟିମ୍ ଗଠନ ହୋଇଛି । ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ ଅନୁଧ୍ୟାନ କରୁଛନ୍ତି । ଆଉ ଦୁଇଟି ଟିମ୍ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି…

କାହିଁକି ନଣନ୍ଦର ତଣ୍ଟି କାଟିଲା ଭାଉଜ ? ପୁଲିସ୍ ଆଗରେ ବଖାଣିଲା ହତ୍ୟାକାଣ୍ଡର ପୁରା କାହାଣୀ, ସବୁ କଥାରେ ବାରମ୍ବାର…

କନକ ବ୍ୟୁରୋ : ନଣନ୍ଦଙ୍କୁ ତଣ୍ଟି କାଟି ହତ୍ୟା କରିଛି ଭାଉଜ । ସାମାନ୍ୟ ଝିମିଟି ଖେଳରୁ ମହାଭାରତ ପରି ନିଜେ ଭାଉଜ ହିଁ ନଣନ୍ଦର କରିଛି ହତ୍ୟା । ତେବେ ବାଲୁଗାଁର ଏହି ଘଟଣା ତଦନ୍ତ ବେଳେ ବେଶ୍ ନାଟକୀୟ ମୋଡ ନେଇଥିଲା । ହତ୍ୟାକାଣ୍ଡ ପରେ ଝିଅର ପ୍ରେମିକ ଏପରି କରିଛି ବୋଲି ରୂପ ଦେଇଥିଲେ…

ସସପେନ୍ସ ହଟିଲା, ସତ ସାମ୍ନାକୁ ଆସିଲା । ଟପ୍ ମାଓନେତା ରାମାନ୍ନାଙ୍କ ମୃତ୍ୟୁ ନେଇ ଆସିଲା ସବୁଠୁ ବଡ ପ୍ରମାଣ,…

କନକ ବ୍ୟୁରୋ :  ହଟିଲା ସସପେନ୍ସ । ଟପ୍ ମାଓ ଲିଡର ରାମାନ୍ନାଙ୍କ ଓରଫ ରାମକ୍ରିଷ୍ଣନଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ରାମାନ୍ନାଙ୍କ ଅନ୍ତିମ ସଂସ୍କାର ବେଳର ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି । ରାମାନ୍ନାଙ୍କ ମୃତ୍ୟୁ ନେଇ…

ଶାହାଙ୍କ ଉପରେ ସୋନିଆଙ୍କ ସାଙ୍ଘାତିକ ହମଲା । ଲୋକଙ୍କ ଆକ୍ରୋଶକୁ ସାମ୍ନା କରିବାକୁ ଶାହାଙ୍କ ସାହସ ନାହିଁ । ଡରିଗଲେ,…

କନକ ବ୍ୟୁରୋ: ନାଗରିକତା ଆଇନ ବିରୋଧରେ ଦେଶବ୍ୟାପୀ ନିଆଁ ଜଳୁଛି । ଗତ ତିନି ଚାରି ଦିନ ହେବ ବିଭିନ୍ନ ରାଜ୍ୟରେ ପ୍ରତିବାଦର ବହ୍ନି ହୁତୁହୁତୁ ହୋଇ ଜଳୁଛି । ଆସାମ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପରେ କାଲି ଦିଲ୍ଲୀରେ ଜୋର ଧରିଥିଲା ପ୍ରତିବାଦ । ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ…