Daily Archives

December 13, 2019

ଫାଶୀ ଖୁଣ୍ଟରେ ଝୁଲାଇବାକୁ କେତେ ଟଙ୍କା ମିଳେ ପାରିଶ୍ରମିକ? ଜାଣନ୍ତୁ ଜହ୍ଲାଦଙ୍କୁ ପୂର୍ବରୁ କେତେ ମିଳୁଥିଲା ଓ ଏବେ…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଯେକୌଣସି ମୁହୂର୍ତ୍ତରେ ଫାଶୀ ଦିଆଯାଇପାରେ । ଫାଶୀରେ ବ୍ୟବହୃତ ହେଉଥିବା ଦଉଡି ବିହାର ବକ୍ସର ଜେଲରେ ପ୍ରସ୍ତୁତ ହେଉଥିବା ବେଳେ ଜହ୍ଲାଦ ଖୋଜିବା ଆରମ୍ଭ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଏସବୁ ଭିତରେ ଫାଶୀ ଦେବା ପାଇଁ…

ଫାଶୀ ଦିଆଯିବା ସମୟର କାହାଣୀ । ନିସ୍ତବ୍ଧ ହୋଇଯାଏ ଜେଲ ପରିସର, ବନ୍ଦ ହୋଇଯାଏ ସବୁ କାମ?

ଖୁବଶୀଘ୍ର ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ । ମୃତ୍ୟୁରୁ ବଞ୍ଚିବା ପାଇଁ ଚାରିପଟରୁ ଆଇନର ବାଟ ବନ୍ଦ ହେବା ପରେ ଅପେକ୍ଷା ବ୍ଲାକ ୱାରେଣ୍ଟକୁ । ବ୍ଲାକ ୱାରେଣ୍ଟ ଜାରି ହେବା ମାତ୍ରେ ଆରମ୍ଭ ହେବ ମୃତ୍ୟୁର କାଉଣ୍ଟଡାଉନ । ତେବେ ଏହାପୂର୍ବରୁ ତିହାର ଜେଲରେ ଆରମ୍ଭ…

ସାଇବର ଠକଙ୍କ ହାବୁଡରେ ପଡିଗଲେ ବିଧବା ମହିଳା : ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଥିବା ସହାୟତା ରାଶିକୁ ଲୁଟିନେଲେ…

କନକ ବ୍ୟୁରୋ : ସାଇବର ଠକଙ୍କ ହାବୁଡରେ ପଡିଗଲେ ବିଧବା ମହିଳା । ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଥିବା ଲକ୍ଷାଧିକ ଟଙ୍କାର ସହାୟତା ରାଶିକୁ ଲୁଟି ନେଲେ ସାଇବର ଠକ । ଜୟପୁର ବ୍ୟାଙ୍କ ଅଫ ଇଣ୍ଡିଆ କିଓସ୍କୋରେ ଶାଖାରେ ଥିବା ବ୍ୟାଙ୍କ ଆକାଉଂଟକୁ ଖାଲି କରିଦେଲେ ଦୁର୍ବୃତ୍ତ । ଅଭିଯୋଗ ପରେ ତଦନ୍ତ…

ଦୁଷ୍କର୍ମକାରୀଙ୍କୁ ନିସ୍ତାର ନାହିଁ । ମାତ୍ର ୩ ସପ୍ତାହ ମଧ୍ୟରେ ଦିଆଯିବ ଫାଶୀ ଦଣ୍ଡାଦେଶ, ଆନ୍ଧ୍ର ସରକାର ଆଣିଲେ ନୂଆ…

ଦୁଷ୍କର୍ମକାରୀଙ୍କୁ ମିଳିବନି ତ୍ରାହି । ମାତ୍ର ୩ ସପ୍ତାହ ମଧ୍ୟରେ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ ଦଣ୍ଡାଦେଶ । ବର୍ଷ ବର୍ଷ ଧରି ଶୁଣାଣି କରିବା ବଦଳରେ ମାତ୍ର ୨୧ ଦିନ ମଧ୍ୟରେ ଦିଆଯିବ ଫାଶୀ ଦଣ୍ଡାଦେଶ । ଏଭଳି ଏକ ବିଲରେ ମୋହର ମାରିଛନ୍ତି ଆନ୍ଧ୍ର ସରକାର । ଦୁଷ୍କର୍ମକାରୀଙ୍କୁ ସାବାଡ…

ଝାରସୁଗୁଡା ଓପିସିଜି ଓ ପ୍ରଶାସନକୁ ଏନଜିଟି ଛାଟ : ଜନବସତି ନିକଟରେ ନିର୍ମାଣାଧିନ ପାଉଁଶ ପୋଖରୀର ସ୍ଥିତି ଅନୁଧ୍ୟାନ…

କନକ ବ୍ୟୁରୋ : ଝାରସୁଗୁଡା ଓପିସିଜି ନିର୍ମାଣ କରୁଥିବା ପାଉଁଶ କାରଖାନାକୁ ନେଇ ସଂପୃକ୍ତ କାରଖାନା ଓ ଜିଲ୍ଲା ପ୍ରଶାସନକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ତାଗିଦ । ଜନବସତି ନିକଟରେ ନିର୍ମାଣଧିନ ପାଉଁଶ ପୋଖରୀର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରଦ୍ୟୁଷଣ…

କଟକରେ ହେବ ନୂଆ ସିଡିଏ :  ଯୋବ୍ରା ମହାନଦୀ ପଠାରୁ ବାହାରିବ ୪ଶହ ଏକର ନୂଆ ଜାଗା, ତିଆରି ହେବ ଏସସିବିର ଦ୍ୱିତୀୟ…

କନକ ବ୍ୟୁରୋ : କଟକରେ ହେବ ନୂଆ ସିଡିଏ । ବାଲିଯାତ୍ରା ଯୋବ୍ରା ମହାନଦୀ ପଠା ମଧ୍ୟରେ ୪୦୦ ଏକର ନୂଆ ଜାଗା ବାହାରିବ । ଏହି ନୂଆ ଜାଗାରେ ଏସସିବିରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ । ବାଲିଯାତ୍ରା ପଡ଼ିଆର ବିକାଶ ହେବ । ଏଠାରେ ନିୟମିତ ଭାବେ ଯେପରି କନ୍‌ଭେନ୍‌ସନ୍‌ ଓ କନ୍‌ଫ୍ରେନ୍‌ସ…