Daily Archives

December 12, 2019

ସଂସଦ ଶୁଣିଲା ନନାଙ୍କ ସଂସ୍କୃତ: ପୁଣି ସଂସଦରେ ଅନର୍ଗଳ ସଂସ୍କୃତ କହି ସମସ୍ତଙ୍କୁ ଚମକାଇ ଦେଲେ ସାଂସଦ ପ୍ରତାପ ଷଡଙ୍ଗୀ

କନକ ବ୍ୟୁରୋ: ପୁଣି ସଂସଦରେ ସଂସ୍କୃତ କହିଲେ ନନା । ନନାଙ୍କ ସଂସ୍କୃତ ଶ୍ଲୋକରେ କମ୍ପିଲା ପୂରା ସଂସଦ । ବେଦରୁ ଉପନିଷଦ, କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ପୂରା କଥାକୁ ସଂସ୍କୃତରେ ସମସ୍ତଙ୍କ ସାମ୍ନାରେ କହିଲେ ସାଂସଦ ପ୍ରତାପ ଷଡଙ୍ଗୀ । ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ…

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଉତ୍ତରପ୍ରଦେଶରୁ ଆସିବେ ଜହ୍ଲାଦ ! ସେପଟେ ଜହ୍ଲାଦ ବନିବା ପାଇଁ ଦେଶ ବିଦେଶରୁ…

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ପୁରିବ ୭ ବର୍ଷ । ଘଟଣାର ୪ଦୋଷୀଙ୍କୁ ଦିଲ୍ଲୀ ତିହାର ଜେଲରେ ରଖାଯାଇଛି । ଏହାରି ଭିତରେ ସରଗରମ ହୋଇ ଉଠିଛି ଦିଲ୍ଲୀ ତିହାର ଜେଲ ପରିସର । ଜହ୍ଲାଦ ଯୋଗାଇ ଦେବା ପାଇଁ ତିହାର ଜେଲ କର୍ତୃପକ୍ଷ ୟୁପି ଜେଲ କର୍ତୃପକ୍ଷଙ୍କୁ…

ବଳ ନଥିବା ବୟସ୍କ କାନ୍ଧରେ ୩୨ ବର୍ଷିୟ ପୁଅର ବୋଝ । ଭତ୍ତା ମିଳୁନି କି ଭୋକ ମରୁନି… ପରିଣତ ବୟସରେ ପୁଅର ଭାର…

କନକ ବ୍ୟୁରୋ: ପରିଣତ ବୟସରେ କିଏ ହେବ ସାହା? ଭୋକିଲା ପେଟରେ କିଏ ଦେବ ଦାନା ? ଆଉ ବୟସର ଅପରାହ୍ମରେ କିଏ ସାଜିବ ଆଶାବାଡି ? ଯାହା ଉପରେ ଜୀବନର ସବୁତକ ଆଶା ଥିଲା ସେ ଆଜି ବିଛଣାରେ ପଡିଛି... ଶ୍ରବଣ କୁମାର ଭଳି ବୁଢା ବାପାମାଆଙ୍କୁ ବୋହି ଯିଏ ଦୁନିଆ ବୁଲାଇଥାନ୍ତା ଆଜି ସିଏ ମାଟିରେ…

ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲା । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି, ମୃତ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଂଟର ମାମଲାର ଶୁଣାଣୀ ହୋଇଛି । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ବୋବଡେ । ଏହାସହ ମାମଲାର ତଦନ୍ତ ପାଇଁ ୩ ଜଣିଆ ତଦନ୍ତ କମିସନ ଗଠନ କରାଯାଇଛି । ଏବଂ ମୃତ ଅଭିଯୁକ୍ତଙ୍କ ଶବକୁ ସଂରକ୍ଷିତ ରଖିବାକୁ…

ନାଗରିକତା ବିଲକୁ ନେଇ ଉତ୍ତର ପୂର୍ବାଞ୍ଚଳରେ ଜଳୁଛି ପ୍ରତିବାଦର ନିଆଁ । ଆସାମରେ ରେଳ ଓ ବିମାନ ସେବା ଠପ୍, ଜାରିହେଲା…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲ୍ ବିରୋଧରେ ଉତ୍ତର ପୂର୍ବାଞ୍ଚଳରେ ଜଳୁଛି ନିଆଁ । ଶାନ୍ତି ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ସତ୍ୱେ ଥମୁନି ପ୍ରତିବାଦ । ଏହି ବିଲ୍ ରାଜ୍ୟସଭାରେ ପାସ୍ ହେବା ପରେ ଆସାମ, ତ୍ରୀପୁରା, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ଜୋର…