Daily Archives

December 11, 2019

ମୁମ୍ବାଇରେ ଛକା ଚୌକାର ବର୍ଷା । କୋହଲି, ରୋହିତ, ରାହୁଲଙ୍କ ରୋମାଞ୍ଚକର ଅର୍ଦ୍ଧଶତକ, ୱେଷ୍ଟଇଣ୍ଡିଜ୍ ଆଗରେ ୨୪୧ ରନର…

କନକ ବ୍ୟୁରୋ : ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକାର ବର୍ଷା । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମରୁ…

ବିକ୍ରି ହୋଇଯିବ କି ବିଜୁଳି କଂପାନୀ ? ଦେବାଳିଆ ହେଲାଣି ସେସୁ, ଘରୋଇ ଗ୍ରାହକ ଓ ବଡ଼ ବଡ଼ ଶିଳ୍ପ ସଂସ୍ଥା ଉପରେ ପଡିଛି…

କନକ ବ୍ୟୁରୋ : ସେସୁକୁ ଆର୍ଥିକ ସ୍ଥିତିକୁ ନେଇ ସିଇଓ ସୂଚନା ଦେବା ପରେ ଏହାର ଘରୋଇ କରଣ ନେଇ ପାୱାର କରିଡରରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କୁହାଯାଉଛି ଖୁବ୍ ଶୀଘ୍ର ଘରୋଇ କମ୍ପାନୀ ହାତକୁ ଚାଲିଯାଇପାରେ ସେସୁ । ତେବେ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ । କହିଛନ୍ତି ରାଜ୍ୟ ସରକାରଙ୍କ…

ବିଧାୟକ କଲୋନୀ ଉପରେ ଚାଲିଲା ବୁଲଡେଜାର । ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା, ଦିଲ୍ଲୀରେ ସାଂସଦଙ୍କ ଭଳି ଏଠାରେ…

କନକ ବ୍ୟୁରୋ : ଏମଏଲଏ କ୍ୱାଟର୍ସ ଉପରେ ଚାଲିଲା ବୁଲଡେଜାର । ପୁରୁଣା କୋଠା ଭଙ୍ଗାଯାଇ ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା । ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯିବ ୪୨ ବିଧାୟକଙ୍କ କ୍ୱାଟର୍ସ । ୧୫୦ ବିଧାୟକଙ୍କ ପାଇଁ ନିର୍ମାଣ ହେବ ଘର । ପ୍ରତି ବିଧାୟକଙ୍କୁ ମିଳିବ ୭ କୋଠରି ବିଶିଷ୍ଟ ଘର । ଏହା…

ସମର୍ଥନ ବଦଳରେ ବିଜେଡି ରଖିଲା ପ୍ରତିଦାନର ଆଶା । ଓଡ଼ିଶା ବିଧାନ ପରିଷଦ ବିଲ୍ ଆଣିବାକୁ କଲା ଦାବି, କଂଗ୍ରେସ କହିଲା,…

କନକ ବ୍ୟୁରୋ : ବିଜେଡି ସାଂସଦମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଭେଟିବା ପରେ ଦୁଇ ଦଳର ଡିଲକୁ ନେଇ ଜୋର ଧରିଛି ଚର୍ଚ୍ଚା । ନାଗରିକତା ସଂଶୋଧନ ବିଲକୁ ସଂସଦର ଉଭୟ ସଦନରେ ବିଜେଡି ସମର୍ଥନ କରିବା ପ୍ରତି ବଦଳରେ ବିଧାନ ପରିଷଦ ବିଲ୍ ଆଣିବା ପାଇଁ ଦାବି କରିଥିବା କୁହାଯାଉଛି…

ଆସାମରେ ବଢୁଛି ବିରୋଧର ନିଆଁ: ନାଗରିକ ସଂଶୋଧନ ବିଲକୁ ବିରୋଧ କରି ବସ ଜାଳିଲେ ବିକ୍ଷୋଭକାରୀ । ସ୍ଥିତି ଅଣାୟତ୍ତ ଦେଖି…

କନକ ବ୍ୟୁରୋ: ଆସାମରେ ବଢୁଛି ବିରୋଧର ନିଆଁ । ନାଗରିକ ସଂଶୋଧନ ବିଲକୁ ବିରୋଧ ଆସାମରେ ତୀବ୍ର ହେଉଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ ବିରୋଧରେ ସ୍ୱର ଉଠୁଥିବା ବେଳେ ଧିରେଧିରେ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ରାଜ୍ୟସଭାରେ ବିଲ ନେଇ ବିତର୍କ ଯେତିକି ଜୋର ହେଉଛି ଗୃହ…

ମିଶନ ଶକ୍ତି ମେଳାରେ ମୁଖ୍ୟମନ୍ତ୍ରୀ: ବୁଲିଲେ, ଗହଣା ବାକ୍ସ କିଣିଲେ । ସବାଇ ଘାସରେ ତିଆରି ସପିଂ ବ୍ୟାଗ ବି ସାଙ୍ଗରେ…

କନକ ବ୍ୟୁରୋ: ନବୀନ କିଣିଲେ ଗହଣା ବାକ୍ସ । ମିଶନ ଶକ୍ତି ମେଳାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗହଣା ବାକ୍ସ କିଣିଲେ । ୨୫୦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଏହି ବାକ୍ସ କିଣିଛନ୍ତି । ଖାଲି ଗହଣା ବାକ୍ସ ନୁହେଁ ସପିଂ ବ୍ୟାଗ ବି କିଣିଛନ୍ତି ମୁଖ୍ୟମନ୍ତ୍ରୀ । ସବାଇ ଘାସରେ ତିଆରି ସପିଂ…