Daily Archives

December 11, 2019

ଜୋମାଟୋରୁ ଖାଦ୍ୟ ଅର୍ଡର ବାତିଲ କରି ଫସିଲେ ଛାତ୍ର । ଆକାଉଣ୍ଟରୁ କଟିଗଲା ୯୧,୦୦୦ ଟଙ୍କା ।

କନକ ବ୍ୟୁରୋ : ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଜୋମାଟୋରୁ କାଠି ରୋଲ ଓ ରୁମାଲି ରୁଟି ଅର୍ଡର କରିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି । ଅର୍ଡର ବାତିଲ କରିବା ପରେ ପରେ ତାଙ୍କ ଆକାଉଣ୍ଟରୁ ୯୧,୦୦୦ଟଙ୍କା କଟିଯିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହି…

ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ ! ବରଯାତ୍ରୀରେ ନାଚି ପାରିବେ ନାହିଁ ମହିଳା ?

କନକ ବ୍ୟୁରୋ : ଭାରତୀୟ ବିବାହରେ ଅନେକ ପ୍ରକାରର ରୀତିନୀତିର ପାଳନ କରାଯାଏ । ପୂର୍ବରୁ ମାତ୍ର ୨-୩ଟି ପ୍ରଥା ରହିଥିବା ବେ‌ଳେ ଏବେ ବିବାହ ପୂର୍ବରୁ ଏବଂ ପରେ ଅନେକ ପ୍ରକାରର ଉତ୍ସବର ଆୟୋଜନ କରାଯାଉଛି । ବିବାହ ପୂର୍ବରୁ ଏବେ ହଲଦୀ, ମେ‌ହନ୍ଦୀ, ସଙ୍ଗୀତ୍, କକଟେଲ୍ ପାର୍ଟି ଓ…

ମୁମ୍ବାଇରେ ମାଟି କାମୁଡିଲା ୱେଷ୍ଟଇଣ୍ଡିଜ୍ ! ଅନ୍ତିମ ଟି-୨୦ରେ ଟିମ୍ ଇଣ୍ଡିଆର ଧୂଆଁଧାର ପ୍ରଦର୍ଶନ, ୬୭ ରନର ବଡ ବିଜୟ…

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ । ସିରିଜ ହାତେଇଲା ବିରାଟ ବାହିନୀ । ଅନ୍ତିମ ଟି-୨୦ରେ ବଡ ବିଜୟ ସହ ୨-୧ରେ ସିରିଜ୍ ଜିତିନେଇଛି ଭାରତ । ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ଦୀପକ ଚହରଙ୍କ…

ଓଡିଶାର ଉଷୁନା ଭାତକୁ ଚିକେନ ତରକାରୀ… ବାରବାଟୀରେ ଦେଶୀ ଖାଇବା ଖାଇବ ଟିମ୍ ଇଣ୍ଡିଆ । ଆସିଲା ଦୁଇ ଦେଶର…

କନକ ବ୍ୟୁରୋ: ବାରବାଟୀ ମ୍ୟାଚକୁ ଆଉ ହାତରେ ମାତ୍ର ୧୦ ଦିନ ରହିଛି । ଗୋଟିଏ ପଟେ ଦିନ ଯେତେଯେତେ କମି କମି ଆସୁଛି କ୍ରିକେଟପ୍ରେମୀଙ୍କ ମନରେ ଉକ୍ରଣ୍ଠା, ଉତ୍ସାହ ସେତେସେତେ ବଢିବଢି ଚାଲୁଛି । ଅନ୍ୟପଟେ ମ୍ୟାଚ ପ୍ରସ୍ତୁତି ସହ ଖେଳାଳିଙ୍କ ରହିବା ଖାଇବା ବନ୍ଦୋବସ୍ତ ମଧ୍ୟ ଚୂଡାନ୍ତ ହେଉଛି ।…

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାସ୍: ସପକ୍ଷରେ ୧୨୫, ବିପକ୍ଷରେ ପଡିଲା ୧୦୫ ଭୋଟ୍

କନକ ବ୍ୟୁରୋ: ରାଜ୍ୟସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ । ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ । ବିଲ ସପକ୍ଷରେ ପଡିଲା ୧୨୫ ଭୋଟ । ବିପକ୍ଷରେ ପଡିଲା ୧୦୫ ଭୋଟ୍ । ବିଲ ନେଇ ମୋଟ ୨୩୦ ଭୋଟ ପଡିଥିଲେ ବି ସେଥିରୁ ୧୨୫ଟି ଭୋଟ ସପକ୍ଷରେ ଯାଇଛି । ସେପଟେ…