Daily Archives

December 10, 2019

ଯେବେ ମନ୍ତ୍ରୀ ପକାଇଥିଲେ ଚାପ… । ତାରା ଦତ୍ତଙ୍କ ବହିରେ ପ୍ରଫୁଲ୍ଲ ଘଡେଇଙ୍କ ରାଜନୈତିକ ଚାପର କାହାଣୀ,…

କନକ ବ୍ୟୁରୋ : ତାରାଙ୍କ ବହିରେ ଘଡେଇଙ୍କ କାହାଣୀ । ବରିଷ୍ଠ ଆଇଏଏସ୍ ତାରା ଦତଙ୍କ ବହି ବଜାରକୁ ଆସିବା ପୂର୍ବରୁ ଚର୍ଚ୍ଚିତ ହେବାରେ ଲାଗିଛି । ନିଜ ରଚିତ ପୁସ୍ତକ ହାଇଲାଣ୍ଡର୍ସ ପ୍ଲେନସ୍ପିକରେ ତାରା ତାଙ୍କ ଚାକିରି ସମୟରେ ସରକାରୀ ସ୍ତରରେ ଘଟିଥିବା କିଛି ଅନାଲୋଚିତ ଦିଗକୁ ବର୍ଣ୍ଣନା…

କାହିଁକି ଭିଟାମାଟି ଛାଡିଥିଲେ ବାଂଲାଦେଶୀ? କ୍ୟାମେରା ଆଗରେ ଛାତିଥରା କାହାଣୀ କହିଲେ ୮୦ ବର୍ଷିୟା ବୃଦ୍ଧା ।

କନକ ବ୍ୟୁରୋ : ଲୋକସଭାରେ ପାରିତ ହୋଇଛି ନାଗରିକ ସଂଶୋଧନ ବିଲ୍ ୨୦୧୯ । ଏବେ କେବଳ ରାଜ୍ୟସଭାରେ ପାରିତ ହେବା ଅପେକ୍ଷାରେ ରହିଛି । ଏଭଳି ସ୍ଥିତିରେ ଓଡିଶାର କେନ୍ଦ୍ରାପଡାରେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଛନକା ପଶିଛି । ତେବେ ପାକିସ୍ତାନ ବିଭାଜନ ଏବଂ ବାଂଲାଦେଶ ଗଠନ ଭିତରେ ଶରଣାର୍ଥୀ…

ଅଚାନକ ଭଦ୍ରକ ଗସ୍ତ ସମୟରେ ଭିନ୍ନକ୍ଷମ ସେଣ୍ଟରରେ ପହଞ୍ଚିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ସମସ୍ୟା ପଚାରି…

କନକ ବ୍ୟୁରୋ : ମନ ଜିଣିନେଲେ ଫାଇଭ-ଟି ସଚିବ । ସମସ୍ୟା ପଚାରି ବୁଝିଲେ, ସାଙ୍ଗରେ ବସି ମଧ୍ୟାହ୍ନଭୋଜନ କଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନଭୋଜନ କଲେ ଭି. କେ ପାଣ୍ଡିଆନ । ମୋ ସରକାର କାର୍ଯ୍ୟକ୍ରମ କିଭଳି ଚାଲିଛି ତାହାର ସ୍ଥିତି ପରଖିବା ପାଇଁ ଆଜି ଅଚାନକ ଭଦ୍ରକରେ…

ନିର୍ଭୟା ଦୋଷୀ କହିଲା ପୁରାଣ-ପ୍ରଦୂଷଣର କଥା: ବିଷାକ୍ତ ପାଣି-ପବନ ପାଇଁ ମରୁଛନ୍ତି ଲୋକେ, ଫାଶୀ ଦଣ୍ଡ କଣ…

କନକ ବ୍ୟୁରୋ: ଫାଶୀ ପୂର୍ବରୁ ନିର୍ଭୟା ଦୋଷୀର ପୁନଃର୍ବିଚାର ଆବେଦନ । ଫାଶୀରୁ ବର୍ତ୍ତିବାକୁ ସୁପ୍ରିମକୋର୍ଟରେ ମାମଲାର ପୁନଃର୍ବିଚାର ପାଇଁ ଆବେଦନ କଲା ଦୋଷୀ ଅକ୍ଷୟ କୁମାର ସିଂହ । ପୂର୍ବରୁ ଉକ୍ତ ମାମଲାରେ ଅନ୍ୟ ୩ ଦୋଷୀ ଆବେଦନ କରି ନିରାଶ ହେବା ପରେ ଏବେ ସୁପ୍ରିମକୋର୍ଟରେ ଏହି ଆବେଦନ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପିଜି ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା, ଜୁନ୍ ୧୫ ସୁଦ୍ଧା ବାହାରିବ…

କନକ ବ୍ୟୁରୋ : ସମଗ୍ର ରାଜ୍ୟରେ ପିଜି ପାଠ୍ୟକ୍ରମ ଲାଗି ହେବ ଏକକ ପ୍ରବେଶିକା ପରୀକ୍ଷା । ଗୋଟିଏ ପ୍ରବେଶିକା ପରୀକ୍ଷା ଦେଇ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ । ପିଜି ପାଠ ପଢିବା ପାଇଁ ବାରମ୍ବାର ବିଶ୍ୱବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ବୁଲି…

ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକ କୂଲଦୀପ ସେଙ୍ଗରଙ୍କୁ ହୋଇପାରେ ଆଜୀବନ ଜେଲ । ଆସନ୍ତା ୧୬ରେ ବଡ ଶୁଣାଣି

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆସିଲା ନୂଆ ମୋଡ । ଅଭିଯୁକ୍ତ ବିଧାୟକ କୂଳଦୀପ ସେଙ୍ଗରଙ୍କୁ ନେଇ ହୋଇଥିବା ମାମଲାର ରାୟ ସଂରକ୍ଷିତ । ଆସନ୍ତା ୧୬ରେ ହେବ ଉକ୍ତ ମାମଲାର ବଡ ଶୁଣାଣି । ରାୟକୁ ସଂରକ୍ଷିତ ରଖିିଥିବା ଦିଲ୍ଲୀର ତିସ ହଜାରୀ କୋର୍ଟ ଡିସେମ୍ବର ୧୬ରେ…