Daily Archives

December 10, 2019

ପ୍ରତିଶ୍ରୁତି ପୂରା କଲେ ୫-ଟି ସଚିବ । ଯେଉଁ କାମ ୩ ମାସ ଧରି ବନ୍ଦ ରହିଥିଲା ତାହାକୁ ୩ ଘଣ୍ଟାରେ ସମାଧାନ କଲେ ଭି.କେ…

କନକ ବ୍ୟୁରୋ : ୫-ଟିର ବଡ ପ୍ରଭାବ । ୩ ମାସର ସମସ୍ୟା ମାତ୍ର ୩ ଘଣ୍ଟାରେ ହୋଇଗଲା ସମାଧାନ । ଆଉ ସମସ୍ୟାର ସମାଧାନ ପାଇଁ ତୁରନ୍ତ ୩୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦିଆଗଲା ନିର୍ଦ୍ଦେଶ । ଆଉ ଏହା ପଛର ମୁଖ୍ୟ ପୁରୋଧା ସାଜିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସରକାରୀ କାମ ଯେଉଁଠି ବର୍ଷ…

ପୋଲିସ କରିବ ସାଇକେଲ ପାଟ୍ରୋଲିଂ: ଗଳି ଗଳିରେ ସାଇକେଲ ଧରି ପାଟ୍ରୋଲିଂ କରିବ ପୋଲିସ । ଭିଡକୁ ଲକ୍ଷ୍ୟ ରଖି ପୋଲିସର ନୂଆ…

କନକ ବ୍ୟୁରୋ: ଭିଡ ଭିତରେ ବି ହେବ ପୋଲିସ ପାଟ୍ରୋଲିଂ । ଜନଗହଳିପୂର୍ଣ୍ଣ ସ୍ଥାନରେ ଏଣିକି ସାଇକେଲ ମାଧ୍ୟମରେ ପାଟ୍ରୋଲିଂ କରିବ ପୋଲିସ । ହରିୟାଣାର ଗୁରୁଗ୍ରାମ ପୋଲିସ ଏଭଳି ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ସମସ୍ତ ଥାନାକୁ ସୁରକ୍ଷିତ ଭାବେ ପାଟ୍ରୋଲିଂ କରିବାକୁ କୁହାଯାଇଛି ।…

ସାହାଯ୍ୟ ଆସିଲା ଶ୍ରୀକ୍ଷେତ୍ରରୁ… ସିଦ୍ଧାନ୍ତଙ୍କ କଷ୍ଟ ଦେଖି କାଳିଆ ଧାମରୁ କୁମୁସି ଗାଁରେ ପହଞ୍ଚିଲେ…

କନକ ବ୍ୟୁରୋ: ଆଉ ଲୋଡା ପଡିବନି ଅନ୍ୟର ସାହାରା । ନେବାକୁ ପଡିବନି ବାଡିର ଭରସା । ଆଶାବାଡି ବିନା ବି ଏକାଏକା ଚାଲି ପାରିବ, ଗାଁ ଦାଣ୍ଡରେ ଭଲକି ଦୌଡି ପାରିବ ସିଦ୍ଧାନ୍ତ । ଚୁଲିରୁ ଉଠୁଥିବା ଏ ଧୂଆଁ ପରି ସିଦ୍ଧାନ୍ତଙ୍କ ଜୀବନ ଆଉ ଧୂଆଁ ଧୂଆଁ ହୋଇଯିବନି କି ସେ ଦେଖିଥିବା ସବୁ ସ୍ୱପ୍ନ,…

ଏସବିଆଇ ୟୋନୋର ସପିଂ ଫେଷ୍ଟିଭାଲ । ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର, ବଜାର ଦର ଠାରୁ କମ ଦାମରେ ମିଳୁଛି ସାମଗ୍ରୀ ।…

ଅନଲାଇନ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ଏସବିଆଇ ଆଣିଛି ବଡ ଅଫର । ଡିସେମ୍ବର ୧୦ ଅଥାର୍ତ ଆଜି ଠାରୁ ଏହି ଅଫରର ସୁବିଧା ପାଇପାରିବେ ଗ୍ରାହକ । ଅନଲାଇନ ସପିଂରେ ରୁଚି ରଖୁଥିବା ଗ୍ରାହକଙ୍କ ପାଇଁ ଏସବିଆଇ ନିଜ ଡିଜିଟାଲ ଆପ ୟୋନୋରେ ସପିଂ ଫେଷ୍ଟିଭାଲ ଆରମ୍ଭ କରିଛି । ଯେଉଁଥିରେ ବଜାର ଦର…

ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ । ଜୟଦେବ ସମ୍ମାନ ପାଇବେ ବିଜୟ ମିଶ୍ର, ଶ୍ରେଷ୍ଠ ଚଳଚ୍ଚିତ୍ର ଭିଜା…

କନକ ବ୍ୟୁରୋ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା ହୋଇଛି । ଏଥର ବାଜି ମାରିଛି ସିନେମା ଭିଜା ମାଟିର ସ୍ୱର୍ଗ ଓ ଫେରିଆ କମବ୍ୟାକ୍ । ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାତେଇଛି ଭିଜା ମାଟିର ସ୍ୱର୍ଗ । ସେପଟେ ଓଡିଆ ଚଳଚ୍ଚିତ୍ର ଜଗତରେ…