Daily Archives

December 9, 2019

ଲୋକସଭାରେ ଆସିଲା ବିବାଦୀୟ ନାଗରିକତା ସଂଶୋଧନ ବିଲ୍ । କଂଗ୍ରେସ କହିଲା, ସମ୍ବିଧାନକୁ ଉଲଂଘନ କରୁଛି ବିଲ୍, ଅମିତ…

କନକ ବ୍ୟୁରୋ : ଦେଶରେ ନାଗରିକତା ସଂପର୍କିତ ଏକ ବଡ ପଦକ୍ଷେପ ଅପେକ୍ଷାରେ ମୋଦି ସରକାର । ଆଜି ଲୋକସଭାରେ ନାଗରିକ ସଂଶୋଧନ ବିଲ ଉପସ୍ଥାପନ ହୋଇଛି । ଭୋଟ୍ ବିଭାଜନରେ ବିଲ୍ ସପକ୍ଷରେ ୨୯୩ ଏବଂ ବିରୋଧରେ ୮୨ ଭୋଟ୍ ପଡିଛି । ୨୦୧୬ରେ ଲୋକସଭାର ଅନୁମୋଦନ ଲାଭ କରି ରାଜ୍ୟସଭାରେ ଅଟକି ଯାଇଥିଲା ବିଲ…

ସାଧୁ ବେଶରେ ଆସିଲେ, ମହିଳାଙ୍କୁ ଲୁଟିଲେ । ଆଖି ପିଛୁଳାକେ ଦୋକାନରୁ ଲୁଟି ନେଲେ ଟଙ୍କା ଓ ସାମଗ୍ରୀ ।

କନକ ବ୍ୟୁରୋ : ସାଧୁ ବେଶରେ ଆସିଲେ ଆଉ ଘରେ କଳାକନା ବୁଲାଇ ଚାଲିଗଲେ । ରାଜଧାନୀରେ ଏମିତି ଏକ ଘଟଣା ଏବେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ କିଏ ଏହି ସାଧୁ ଏବଂ ଲୁଟ କରିବାର ତରିକା କଣ ଥିଲା ତାହା ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଆସନ୍ତୁ ଜାଣିବା ସାଧୁ ବେଶରେ ଦୁବୃର୍ତଙ୍କ ଲୁଟତରାଜର…

ଗୁମର ଖୋଲିଲା ତାରା ଦତଙ୍କ ପୁସ୍ତକ ! ବଡ଼ ବଡ଼ିଆଙ୍କ ପୃଷ୍ଠପୋଷକତାରେ ହୋଇଛି ଶହ ଶହ ଏକର ଜମି ହରିଲୁଟ୍, ପ୍ରଶାସନିକ…

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରେ ବିଧିବଦ୍ଧ ଭାବେ ଲୋକାର୍ପିତ ହେବାକୁ ଯାଉଛି, ପୂର୍ବତନ ପ୍ରଶାସନିକ ଅଧିକାରୀ ତାରା ଦତଙ୍କ ବହି, ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ । ତେବେ ବହି ବଜାରକୁ ଆସିବା ପୂର୍ବରୁ ଏହାକୁ ନେଇ ସରଗରମ ହୋଇଛି ଆଲୋଚନା । ପ୍ରଶାସନିକ ସ୍ତରରେ ଅନେକ ତ୍ରୁଟି ବିଚ୍ୟୁତି ଓ…

ସଡକ ଦୁର୍ଘଟଣାର ସତ ।  କାହିଁକି ହେଉଛି ସଡକ ଦୁର୍ଘଟଣା, କାହାକୁ ଧରୁଛନ୍ତି ଟ୍ରାଫିକ ଅଧିକାରୀ?

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜୋରଦାର ଆରମ୍ଭ ହୋଇଛି ଚେକିଂ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ଛକ ଛକରେ ଜଗି ବସିଛନ୍ତି ଟ୍ରାଫିକ କର୍ମଚାରୀ । ଆଉ ନିୟମ ଭାଙ୍ଗି ଧରାପଡିଲେ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା । ସଡକ ଦୁର୍ଘଟଣା ରୋକିବାକୁ ଏଭଳି…

ଓଲଟିଲା ଡମ୍ପର, ପୋତି ହୋଇଗଲେ ଦମ୍ପତି । ଗର୍ଭବତୀ ପତ୍ନୀଙ୍କୁ ନେଇ ଯାଉଥିଲେ ଡାକ୍ତରଖାନା, ବାଟରେ ହେଲା ଦୁର୍ଘଟଣା ।…

କନକ ବ୍ୟୁରୋ : ଆଜି ଯାଜପୁରରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା । ଏମିତି ଏକ ଦୁର୍ଘଟଣା ଯାହା ଆପଣଙ୍କ ଛାତି ଥରାଇଦେବ । ବାଇକରେ ଯାଉଥିବା ଦମ୍ପତିଙ୍କ ଉପରେ ଓଲଟି ପଡିଥିଲା ମୋରମ ବୋଝେଇ ଡମ୍ପର । ୨୫ ମିନିଟ୍ ଧରି ଡମ୍ପର ତଳେ ଚାପି ହୋଇରହିଥିଲେ ସ୍ୱାମୀ-ସ୍ତ୍ରୀ । ସୌଭାଗ୍ୟବଶତ,…

ଟିଭି ସୋ’ରେ ନଜର ଆସିବେ ଧୋନୀ । ମାହି କହିବେ ସେନାର ବୀର ଯବାନଙ୍କ ବୀରତ୍ୱର କାହାଣୀ ।

କନକ ବ୍ୟୁରୋ : ଟିଭି ସୋ’ରେ ନଜର ଆସିବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଯେଉଁଥିରେ ସେ ଦର୍ଶକଙ୍କୁ ଭାରତୀୟ ସେନାର ପୁରସ୍କୃତ ଅଧିକାରୀଙ୍କ କାହାଣୀ ଶୁଣାଇବେ । ତେବେ ଧୋନୀ ନିଜେ ଆର୍ମି ଟେରିଟୋରିଆଲରେ ପାରାଚ୍ୟୁଟ୍ ରେଜିମେଣ୍ଟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ…