Daily Archives

December 8, 2019

ବରୁଣେଇ ପାହାଡ ତଳେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି । କହିଲେ କୋଣାର୍କ ପରି ଓଡିଶାର ନୂଆ ପରିଚୟ…

କନକ ବ୍ୟୁରୋ : ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ, ପାଇକ ବିଦ୍ରୋହ କାହାଣୀ ଆଜି ପୁଣି ଥରେ ଜୀବନ୍ତ ହୋଇ ଉଠିଛି, ଯେତେବେଳେ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷ…

ପଗଡି ଚିହ୍ନାଇଦେଲା ପୁରୁଣା ବନ୍ଧୁ । ବାଣୀବିହାର ମଂଚ ଉପରୁ ପୂର୍ବତନ ସାଂସଦ ବୀରଭଦ୍ର ସିଂହଙ୍କୁ ଡାକିଲେ ରାଷ୍ଟ୍ରପତି…

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ଉତ୍ସବରେ ସାମ୍ନାକୁ ଆସିଥିଲା ଏକ ରୋଚକ ଚିତ୍ର । ଯେତେବେଳେ ନିଜ ପୁରୁଣା ବନ୍ଧୁଙ୍କ ପଗଡ଼ି ଦେଖି ଚିହ୍ନି ପକାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଧଳା ପଗଡ଼ି ଚିହ୍ନାଇ ଦେଲା ପୁରୁଣା ବନ୍ଧୁ । ପୂର୍ବତନ ସାଂସଦଙ୍କୁ…

ଦିଲ୍ଲୀ ଅଗ୍ନିକାଣ୍ଡ : କାରଖାନା ମାଲିକ ରେହାନଙ୍କୁ ଗିରଫ କଲା ପୋଲିସ୍

କନକ ବ୍ୟୁରୋ : ଦିଲ୍ଲୀ କାରଖାନା ଅଗ୍ନିକାଣ୍ଡ ଘଟଣାରେ କାରଖାନା ମାଲିକ ଗିରଫ । ବିଲ୍ଡିଂ ମାଲିକ ରେହାନଙ୍କୁ ଗିରଫ କଲା ପୋଲିସ୍ । ଆଜି ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ…

ଦିଲ୍ଲୀରେ ବଡ ଧରଣର ଅଗ୍ନିକାଣ୍ଡ । ସଟସର୍କିଟରୁ ଶସ୍ୟ ମଣ୍ଡିରେ ଲାଗିଲା ନିଆଁ, ୪୩ ମୃତ, ଉଦ୍ଧାର ହେଲେ ୬୦ରୁ ଅଧିକ ଲୋକ…

କନକ ବ୍ୟୁରୋ : ଦିଲ୍ଲୀର ଝାନସୀରୋଡ ସ୍ଥିତ ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବର୍ତମାନ ସୁଦ୍ଧା ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଘଟଣାକୁ ନେଇ ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାରେ ଦୁଇ…

ଆଧାର ନଥିଲେ ସରକାରୀ ଯୋଜନାରୁ ବାଦ୍ । ସ୍ୱଚ୍ଛତା ଆଣିବାକୁ ଏଣିକି ସମସ୍ତ ଯୋଜନାରେ ବାଧ୍ୟତାମୂଳକ ହେବ ଆଧାର ସଂଯୋଗ ।

କନକ ବ୍ୟୁରୋ : ଆପଣ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଅଛନ୍ତି କି ? ଯଦି ହଁ ତେବେ ତୁରନ୍ତୁ ଯୋଜନା ସହ ଆପଣଙ୍କ ଆଧାର କାର୍ଡ ଲିଙ୍କ୍ କରି ନିଅନ୍ତୁ । କାରଣ, ଏଣିକି ସରକାରୀ ଯୋଜନାରେ ଲାଭ ପାଇବାକୁ ହେଲେ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ ହେବାକୁ ଯାଉଛି । ସ୍ୱଚ୍ଛତା ପାଇଁ ଆଧାର ।…

ହାଇଦ୍ରାବାଦ ଏନକାଉଂଟର ପରେ ବି କମୁନି ଦୁଷ୍କର୍ମ । ଯୌନ ପିଶାଚଙ୍କ ମନରେ ନାହିଁ ଭୟ, ୨୪ ଘଂଟାରେ ରାଜ୍ୟରୁ ଆସିଲା ୪…

କନକ ବ୍ୟୁରୋ : ଯୌନ ପିଶାଚଙ୍କ ପଞ୍ଝାରେ ନାବାଳିକା । ଗୋଟିଏ ଦିନ ଭିତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଛି ୪-୪ଟି ଦୁଷ୍କର୍ମ ଘଟଣା । ଆଉ ଏହାରି ଭିତରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବି ହୋଇଛି । ଯେତେବେଳେ ଉନ୍ନାଓ ଓ ହାଇଦ୍ରାବାଦ ଘଟଣାକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ…