Daily Archives

December 6, 2019

ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବନି କ୍ଷମା । ହାଇଦ୍ରାବାଦର ହୃଦୟଥରା କାହାଣୀ କହିଲା ବେଳେ ଦୁଷ୍କର୍ମକାରୀଙ୍କୁ ନେଇ…

କନକ ବ୍ୟୁରୋ: ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା । ସକାଳୁ ସକାଳୁ ଦିଶା ଦୁଷ୍କର୍ମକାରୀଙ୍କୁ ପୋଲିସ ସଫା କରିଦେବା ପରେ ଆଜି ସାରା ଦିନ ଉକ୍ତ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ଆଉ ଏଠି ଏତିକି ବେଳେ ହାଇଦ୍ରାବାଦ ଦୁଷ୍କର୍ମ ନେଇ ବଡ ମନ୍ତବ୍ୟ ରଖିଛନ୍ତି…

କମ୍ପ୍ୟୁଟର ଦୋକାନରେ କଳାକାରବାର: ବାହାରକୁ କମ୍ପ୍ୟୁଟର ଦୋକାନ, ଭିତରେ ଗଞ୍ଜେଇର ଗନ୍ତାଘର । ଟାର୍ଗେଟରେ ଥିଲେ କଲେଜ…

କନକ ବ୍ୟୁରୋ: ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମର ଗନ୍ତାଘର । ଏଭଳି ଏକ ଦୋକାନରେ ଗଞ୍ଜେଇ କାରବାର ହେଉଥିବାର ସୂଚନା ପାଇବା ପରେ ଯାଜପୁର ଟାଉନ ଥାନା ପୁଲିସ ଚଢ଼ାଉ କରିଛି । କଲେଜ ନିକଟରେ କମ୍ପ୍ୟୁଟର ଦୋକାନ ଆଳରେ ଏହାରି ଭିତରେ ବେଆଇନ ଅବକାରୀ କାରବାର କରି କଲେଜ…

ସତୈନାଙ୍କୁ ସଫା କରିଥିବାରୁ ସଲାମ: ହିସାବ ନିକାଶ ପରେ ହାଇଦ୍ରାବାଦ ପୋଲିସ ହାତରେ ରାକ୍ଷୀ ବାନ୍ଧିଲେ ମହିଳା, ଫୁଲ…

କନକ ବ୍ୟୁରୋ: ପୋଲିସ ଉପରେ ଫୁଲ ବର୍ଷା... ପୋଲିସକୁ ପ୍ରଶଂସାରେ ପୋତି ପକାଇ ଫୁଲ ଫିଙ୍ଗିଲେ ସାଧାରଣ ଲୋକେ । ଏ ହେଉଛି ସେହି ବ୍ରିଜ, ଯେଉଁ ବ୍ରିଜ ତଳେ ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜୀଅନ୍ତା ଜାଳି ଦେଇଥିଲେ ୪ ଜଣ ନର ରାକ୍ଷସ । ଆଉ ଏ ହେଉଛି ସେହି ବ୍ରିଜ ଯାହା ନିକଟରେ…

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ବି ନିସ୍ତାର ମିଳିବନି… ଦିଶା ପରେ ନିର୍ଭୟା ଦୋଷୀଙ୍କୁ ତୁରନ୍ତ ମିଳୁ ଦଣ୍ଡ ।…

କନକ ବ୍ୟୁରୋ: ହାଇଦ୍ରାବାଦର ଦିଶା ଗଣଦୁଷ୍କର୍ମ ଭଳି ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଘଟିଥିଲା ନିର୍ଭୟା ଗଣଦୁଷ୍କର୍ମ ଘଟଣା । ଆଜି ହାଇଦ୍ରାବାଦ ପୁଲିସ ଅଭିଯୁକ୍ତଙ୍କୁ ଏନକାଂଉଟର କରିବା ପରେ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ନିର୍ଭୟାଙ୍କ ମାଆ । ନିର୍ଭୟାଙ୍କ ବାପା କହିଛନ୍ତି, ଯଥାଶୀଘ୍ର…

ମୋ ସ୍ୱାମୀଙ୍କୁ ଯେଉଁଠି ଗୁଳି କଲ, ମତେ ବି ସେଇଠି ଗୁଳି କର… ହାଇଦ୍ରାବାଦ ସୈତାନ ସଫା ହେବା ପରେ ପୋଲିସକୁ…

କନକ ବ୍ୟୁରୋ: ମୋ ସ୍ୱାମୀଙ୍କୁ ଯେଉଁଠି ମାରିଥିଲ, ମତେ ସେଇଠି ମାର... ତାଙ୍କ ଭଳି ମତେ ବି ଏନକାଉଣ୍ଟର କର... ମୁଁ ଏକା ବଞ୍ଚିରହି ଲାଭ କଣ...? ହାଇଦ୍ରାବାଦ ସୈତାନଙ୍କୁ ଗୁଳି କରି ପୋଲିସ ସଫା କରିଦେବା ପରେ ମୃତ ଅଭିଯୁକ୍ତର ପତ୍ନୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଏନକାଉଣ୍ଟରରେ ଟଳି…

ପିଆଜ ଉପରେ ଚୋରଙ୍କ ନଜର । କଟକ ସାଲେପୁରରେ ଦୋକାନ ଭାଙ୍ଗି ଚୋର ନେଇଗଲା ପିଆଜ । ସାରା ଓଡ଼ିଶାରେ ଗ୍ରାହକ ହନ୍ତସନ୍ତ

କନକ ବ୍ୟୁରୋ: ଦୋକାନର କୋଲପ ତାଡ଼ି ପିଆଜ ନେଇଗଲେ ଚୋର । ହୁଏତ ଆପଣ ଏପରି ଚୋରି ପୂର୍ବରୁ କେବେ ଶୁଣିନଥିବେ, ହେଲେ ଏକଥା ସତ । କଟକ ଜିଲ୍ଲା ସାଲେପୁରର ରାଇସୁଙ୍ଗୁଡ଼ା ବଜାରରେ ଏପରି ଘଟଣା ଘଟିଛି । ଗୋଟିଏ ରାତିରେ ୮ଟି ଦୋକାନରେ ସିରିଏଲ ଚୋରି ହୋଇଥିବା ବେଳେ ଗୋଟିଏ ଦୋକାନରୁ ପ୍ରାୟ ୧୦ କିଲୋ…