Daily Archives

December 4, 2019

ସାହସ ଦେଖାଇଲେ, ସାବାସୀ ପାଇଲେ । ମାଡି ଆସୁଥିବା ଟ୍ରକ ମୁହଁରୁ ୪ ଜଣଙ୍କ ଜୀବନ ବଞ୍ଚାଇଥିବାରୁ ସମ୍ବର୍ଦ୍ଧିତ ହେଲେ…

କନକ ବ୍ୟୁରୋ: ସାହସ ଦେଖାଇଲେ, ସାବାସୀ ପାଇଲେ । ୪ ଜଣଙ୍କ ଜୀବନ ରକ୍ଷା କରି ସମ୍ବର୍ଦ୍ଧିତ ହେଲେ ଟ୍ରାଫିକ ହାବିଲଦାର । ରାତିରେ ଟ୍ରାଫିକ ପୋଷ୍ଟରୁ ଡିଆଁ ମାରି ଦୃତଗାମୀ ଟ୍ରକ ମୁହଁରୁ ୪ ଜଣଙ୍କ ଜୀବନ ରକ୍ଷା କରିଥିବା ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତଙ୍କୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି…

ମତେ ତିହାର ଜେଲର ଜହ୍ଲାଦ କରନ୍ତୁ, ମୁଁ ନିର୍ଭୟା ଦୋଷୀଙ୍କୁ ଫାଶି ଦେବି… ନିର୍ଭୟାକୁ ନ୍ୟାୟ ଦେବାକୁ…

କନକ ବ୍ୟୁରୋ: ମତେ ଜେଲକୁ ଛାଡ, ମୁଁ ନିର୍ଭୟା ଦୋଷୀଙ୍କୁ ଫାଶିରେ ଝୁଲାଇବି... ଚିଠିରେ ଏମିତି ଏକ କଥା ଲେଖି ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି ଜଣେ ପରିବା ବିକାଳି । ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଏଯାଏଁ ଫାଶି ଦିଆଯାଇନଥିବାରୁ ଘଟଣାକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କୁ ଏମିତି ଲେଖିଛନ୍ତି…

ପୁରୀ ଗଣଦୁଷ୍କର୍ମ ଘଟଣାରେ ବିଜେପିକୁ ବିଜେଡିର ଟାର୍ଗେଟ । ଏଭଳି ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି ବନ୍ଦ କରୁ,…

କନକ ବ୍ୟୁରୋ : ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି ବନ୍ଦ କରୁ । ପୁରୀ ଗଣଦୁଷ୍କର୍ମ ମାମଲାରେ ବିଜେପି ହୀନ ରାଜନୀତି ବନ୍ଦ କରୁ ବୋଲି କହିଛି ବିଜେଡି । ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛି ବିଜେଡି । ବାରମ୍ବାର ଅନୁରୋଧ ସତ୍ତେ୍ୱ ମଧ୍ୟ…

ମୋତେ ଜହ୍ଲାଦ ଭାବେ ନିଯୁକ୍ତି କର, ମୁଁ ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତଙ୍କୁ ଫାଶୀ ଦେବି । ରାଷ୍ଟ୍ରପତିଙ୍କୁ ଚିଠି…

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଜହ୍ଲାଦ ହେବାକୁ ପ୍ରସ୍ତୁତ ହିମାଚଳ ପ୍ରଦେଶର ଜଣେ ଯୁବକ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ଉପରେ ଏଯାଏଁ ରାଷ୍ଟ୍ରପତି ଅନ୍ତିମ ନିଷ୍ପତି ନେଇନାହାନ୍ତି । କିନ୍ତୁ ଏହାପୂର୍ବରୁ ହିମାଚଳ ପ୍ରଦେଶର…

କ୍ରାଇମବ୍ରାଞ୍ଚ ଜାଲରେ ବିଚାରପତିଙ୍କ ଠକ ଜ୍ୱାଇଁ । ମେଡ଼ିକାଲ୍ କଲେଜରେ ନାମ ଲେଖାଇ ଦେବାକୁ କହି ଚଳୁ କରିଦେଇଛନ୍ତି…

କନକ ବ୍ୟୁରୋ : ମେଡିକାଲ କଲେଜରେ ନାମ ଲେଖାଇ ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି ଜଣେ ଯୁବକ ଓ ତାଙ୍କ ସହଯୋଗୀ । ଏହି ଘଟଣା ସାମ୍ନାକୁ ସେତେବେଳେ ଆସିଲା, ଯେତେବେଳେ ଗିରଫ ହେଲେ ଏହି ଠକେଇର ମୁଖ୍ୟ କାର୍ପଟଦାର ସୌମ୍ୟକାନ୍ତ ଚୌଧୁରୀ । ସାରା ଦେଶର ବିଭିନ୍ନ ସହରରେ…

ଗୋଡ କାଟିଦେଲା କ୍ୟାନସର: ଜୀବନ ବଞ୍ଚାଇବାକୁ ଗୋଡ କଟିଲା, ଜୀବନ ବିତେଇବାକୁ କଲବଲ କଲା । ପରିବାରର ଏକମାତ୍ର ପୁଅ…

କନକ ବ୍ୟୁରୋ: କଟିଯାଇଛି ଗୋଡ, ବଦଳିଯାଇଛି ଜୀବନର ମୋଡ । ଦୁଇ ବର୍ଷ ତଳେ ଦୁଇ ଗୋଡରୁ ଗୋଟିଏ ଗୋଡ ଅଲଗା ହେବା ପରେ ଏବେ ଖଣ୍ଡେ ବାଡି ଉପରେ ଭରସା କରି ବାଟ ଚାଲୁଛନ୍ତି ବେସାହାରା ସିଦ୍ଧାନ୍ତ । ଚୁଲିରୁ ଉଠୁଥିବା ଏ ଧୂଆଁ ପରି ସିଦ୍ଧାନ୍ତଙ୍କ ଜୀବନ ବି ଧୂଆଁ ଧୂଆଁ ହୋଇଗଲା । ପାଠପଢି ବଡ ମଣିଷ…