Daily Archives

December 4, 2019

ପିଛା ଛାଡୁନି ଲଜ୍ଜା: ୬ ବର୍ଷୀୟା ଶିଶୁ କନ୍ୟାକୁ ଦୁଷ୍କର୍ମ କଲା ୬୧ ବର୍ଷୀୟ ବୃଦ୍ଧ । ଅଭିଯୋଗ ପରେ ଗିରଫ କଲା ପୋଲିସ

ମୁମ୍ବାଇର କୁର୍ଲା ଅଞ୍ଚଳରେ ଜଣେ ୬ବର୍ଷୀୟା ଶିଶୁ ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଜଣଙ୍କ ୬୧ବର୍ଷୀୟ ବୃଦ୍ଧ ବୋଲି ଜାଣି ଲୋକେ ଆଶ୍ଚର୍ୟ୍ୟ ହୋଇଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରି ନେଇଥିବା ଜଣାପଡ଼ିଛି। ଘଟଣାଟି ଡିସେମ୍ବର…

ଅନଲାଇନରେ ବନ୍ଦ ହେବ ଔଷଧ ବିକ୍ରି । ନିର୍ଦ୍ଦେଶ ଦେଲେ ଭାରତୀୟ ଔଷଧ ମହାନିୟନ୍ତ୍ରକ ।

ଦେଶରେ ବିଭିନ୍ନ ଇ-କମର୍ସ କମ୍ପାନିଙ୍କ ଦ୍ୱାରା ଅନଲାଇନରେ ଔଷଧ ବିକ୍ରିକୁ ବନ୍ଦ କରିବାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଅନଲାଇନ ଔଷଧ ବିକ୍ରି ବନ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡିସିଜିଆଇ ଏହି ନିଷ୍ପତ୍ତି…

ଅସହାୟଙ୍କ ଆଶା ‘କ୍ଲିନ ସିଟି’: ସମାଜ ଆଖିରେ ବୋଝ ସାଜିଥିବା ମଣିଷଙ୍କୁ ଦେବତା ଭଳି ସେବା କରନ୍ତି, ମଉଳା ଓଠରେ ହସ…

କନକ ବ୍ୟୁରୋ: ସେମାନେ ଘୃଣ୍ୟ ନୁହଁନ୍ତି, ଅସ୍ପୃଶ୍ୟ ନୁହଁନ୍ତି, ସମାଜ ପାଇଁ ସେମାନେ ପର ନୁହଁନ୍ତି କି ବୋଝ ବି ନୁହଁନ୍ତି । ହୁଏତ ସେମାନେ କିଛି ବୁଝି ପାରୁନାହାନ୍ତି କି କାହାରିକୁ ଜାଣି ପାରୁନାହାନ୍ତି । ହେଲେ ସବୁ ପରେ ବି ସେମାନେ ଜଣେ ଜଣେ ମଣିଷ । ଆମ ପରି ସେମାନଙ୍କ ଦେହରେ ବି ଜୀବନ…

ନୂଆ ପ୍ଲାନର ଘୋଷଣା କଲା ରିଲାଏନ୍ସ ଜିଓ । ଜାଣନ୍ତୁ ଅଲ-ଇନ୍-ୱାନ୍ ପ୍ଲାନରେ ଗ୍ରାହକଙ୍କୁ ପୂର୍ବପେକ୍ଷା କେତେ ଟଙ୍କା…

ଜିଓ ଗ୍ରାହକଙ୍କ ପାଇଁ ବଡ ଖବର । ଜିଓ କମ୍ପାନି ଆଜି ଅଲ-ଇନ୍-ୱାନ୍ ପ୍ଲାନର ଘୋଷଣା କରିଛି । ପୂର୍ବରୁ ପ୍ରଚଳିତ ଅଲ୍-ଇନ୍-ୱାନ୍ ପ୍ଲାନ ତୁଳନାରେ ଏହି ନୂଆ ପ୍ଲାନରେ ୩୦୦ ପ୍ରତିଶତ ଅଧିକ ସୁବିଧା ପାଇପାରିବେ ଗ୍ରାହକ । ପୂର୍ବପେକ୍ଷା ଏହି ପ୍ଲାନର ଦର ୪୦ ପ୍ରତିଶତ ବୃଦ୍ଧି କରାଯାଇଛି । ତେବେ…