Daily Archives

December 3, 2019

ଭାରତରେ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ୧ ଲକ୍ଷ ୧୦ ହଜାର ଦର୍ଶକ ବସିବାର ରହିଛି କ୍ଷମତା, ସ୍ୱତନ୍ତ୍ର…

କନକ ବ୍ୟୁରୋ : ଭାରତରେ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ଗୁଜୁରାଟ ଅହମ୍ମଦାବାଦରେ ଚାଲିଛି ସବୁଠୁ ବଡ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ । ଏହି ଷ୍ଟାଡିୟମ୍ ୬୩ ଏକର ଜାଗାରେ ତିଆରି ଚାଲିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷ୍ଟାଡିୟମର ବ୍ୟୟ ଅଟକଳ ୭୦୦ କୋଟି…

ଦଫା ଲାଗିଲା ଫାଶୀ ଦଣ୍ଡର । ପୁରୀ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ମିଳିବନି ତ୍ରାହି, ୨୦ ଦିନ ଭିତରେ ଫାଇଲ ହେବ…

କନକ ବ୍ୟୁରୋ : ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଲା ପୋଲିସ । ପକସୋ ଆଇନର ଧାରା-୬କୁ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ କରାଯାଇଛି । ଏହି ଧାରା ଅନୁସାରେ, ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି । ମାମଲାର…

ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ବଡ ଯୋଜନା ! ଏଣିକି ଜେନେରାଲ ବଗିରେ ମିଳିବ ରିଜର୍ଭେସନ୍ ଟିକେଟ୍, ଜାଣନ୍ତୁ ବୁକିଂ…

କନକ ବ୍ୟୁରୋ : ଯାତ୍ରୀମାନଙ୍କ ସୁବିଧା ପାଇଁ ବଡ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଏଣିକି ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ କନଫର୍ମ ଟିକେଟ୍ ମିଳିବ । ସାଧାରଣତଃ ରେଲୱେ ଷ୍ଟେସନରେ ସିଟ୍ ପାଇଁ କିଭଳି ସ୍ଥିତି ସୃଷ୍ଟି ହୋଇଥାଏ, ତାହା ତ ଆପଣ କେବେ ନା କେବେ ଅନୁଭବ…

କଲେଜ କିରାଣୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ୩ ଯୁବକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଆକ୍ରମଣର କାରଣ ଅସ୍ପଷ୍ଟ…

କନକ ବ୍ୟୁରୋ : କଲେଜ କିରାଣୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ୩ ଯୁବକ । ତାହା ବି ପୁଣି କଲେଜ ସାମ୍ନାରେ । ଏଭଳି ଏକ ଅଭାବନୀୟ ଘଟଣା ଦିଗପହଣ୍ଡିର କେ. ନୂଆଗା ଅଞ୍ଚଳର ବୋମୋକେଇ କଲେଜରେ ଦେଖିବାକୁ ମିଳିଛି । ସଂଘବଦ୍ଧ ଆକ୍ରମଣରେ କିରାଣୀ ଗୁରୁତର ଆହତ ହୋଇଥିବା ବେଳେ  ତାଙ୍କୁ  ଏମକେସିଜି…

ମୁଁ ବି ଦେବି ଜଗାକୁ ଜାଗା… ଶ୍ରୀମନ୍ଦିରକୁ ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା ସମୟ ସୀମା । ସ୍ଥାନୀୟ ଲୋକଙ୍କ…

କନକ ବ୍ୟୁରୋ: ମୁଁ ବି ଦେବି ଜଗାକୁ ଜାଗା... ବଡ ଠାକୁରଙ୍କ ବଡ ଦେଉଳ ପାଇଁ ମୋ ଜମି ନେଇଯାଅ... ସବୁ ତ ତାରି ଦାନ... ଏ ଜୀବନ ଆଉ ଏ ଜମି ବି... ସବୁର ମାଲିକ ତ ସେହି କାଳିଆ ସାଆନ୍ତ... ମହାପ୍ରଭୁଙ୍କ ପାଇଁ ମନରେ ଏମିତି କିଛି ଭାବି ଜମି ଦାନ କରୁଛନ୍ତି ଭକ୍ତ । ଶ୍ରୀମନ୍ଦିର ସୁରକ୍ଷା ପାଇଁ…

ଭୋପାଳ ଗ୍ୟାସ ଦୁର୍ଘଟଣାକୁ ପୁରିଲା ୩୫ ବର୍ଷ : ଏବେ ବି ଜନ୍ମ ନେଉଛନ୍ତି ଦିବ୍ୟାଙ୍ଗ ଶିଶୁ

ଭୋପାଳ ଗ୍ୟାସ ଦୁର୍ଘଟଣାକୁ ୩୫ ବର୍ଷ ପୁରିଛି। କିନ୍ତୁ ଏଥିରେ ପୀଡ଼ିତଙ୍କ ଦୁର୍ଦ୍ଦଶା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଘଟଣାକୁ ତିନି ଦଶକ ବିତିଯାଇଥିଲେ ମଧ୍ୟ ଲୋକଙ୍କ ଅବସ୍ଥାରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିପାରିନାହିଁ । ରାଜ୍ୟ ତଥା କେନ୍ଦ୍ର ସ୍ଥରରେ ସରକାର ବଦଳୁଛନ୍ତି ସତ…