Daily Archives

December 2, 2019

ଝିଅ ହେବା କଣ ପାପ ? ରାସ୍ତାରେ ଝିଅଟିଏ ଦେଖିଲେ ନୃଶଂସ ପାଲଟୁଛି ମଣିଷ, ଲୁଟିନେଉଛି ସର୍ବସ୍ୱ । ସୈତାନଙ୍କ ପାଇଁ ଝିଅ…

କନକ ବ୍ୟୁରୋ: ଝିଅ ହୋଇ ଜନ୍ମ ହେବା କଣ ଭୁଲ ? ମାଆଟିଏ ଝିଅକୁ ଜନ୍ମ ଦେବା କଣ ପାପ ? ସମାଜରେ ଝିଅମାନଙ୍କର ବଞ୍ଚି ରହିବାର କଣ ଅଧିକାର ନାହିଁ? ନା ବିନା ନାରୀରେ ବଞ୍ଚିଯିବ ଦୁନିଆ ? ନାରୀକୁ ଦେଖିଲେ ଏ ପୁରୁଷ ସମାଜ ନୃଶଂସ ପାଲଟିଯାଏ କାହିଁକି? ଘରେ ମାଆ ଭଉଣୀ ଥାଇ ବି ପର ଝିଅକୁ ଦେଖିଲେ…

ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହେଲା ୭୫ % ଘରୋଇ ଜମି । ଶ୍ରୀକ୍ଷେତ୍ରବାସୀଙ୍କୁ ଧନ୍ୟବାଦ ଜଣାଇଲେ…

କନକ ବ୍ୟୁରୋ : ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ । ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହୋଇଛି ପ୍ରାୟ ୭୫% ଘରୋଇ ଜମି । ଆଉ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଓ ତାଙ୍କ…

ମଝି ଦରିଆରେ ମୃତ୍ୟୁ ସହ ୫ ଘଣ୍ଟାର ସଂଘର୍ଷ । ଅକାତକାତ ପାଣିରୁ ଅଳ୍ପକେ ବର୍ତିଲେ ୭ ମତ୍ସ୍ୟଜୀବୀ, କନକ ନ୍ୟୁଜରେ…

କନକ ବ୍ୟୁରୋ : ସମୁଦ୍ର ମଝିରେ ବୁଡିଗଲା ଟ୍ରଲର । ଆଉ କ୍ୟାମେରା ଆଗରେ ଛାତିଥରା ଦୃଶ୍ୟ ବଖାଣିଲେ ଉଦ୍ଧାର ପାଇଥିବା କର୍ମଚାରୀ । ଏହି ଘଟଣା ଘଟିଥିଲା ଅସ୍ତରଙ୍ଗରେ । ଯେତେବେଳେ ଟ୍ରଲର ଧିରେ ଧିରେ ବୁଡିବାକୁ ଲାଗିଲା, ସେତେବେଳେ ସମସ୍ତେ ଭାବିଥିଲେ ମୃତ୍ୟୁ ସୁନିଶ୍ଚିତ । ଉପାୟ ନ ପାଇ ଟ୍ରଲର…

ଝୁଲନ୍ତା ଶବର ଅକୁହା କାହାଣୀ । ରାଇରଙ୍ଗପୁର ଅଧ୍ୟାପିକାଙ୍କୁ ଦୁଷ୍କର୍ମ ପରେ ଆତ୍ମହତ୍ୟା ଘଟଣା, କଣ ଥିଲା ଆତ୍ମହତ୍ୟା…

କନକ ବ୍ୟୁରୋ : ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁଷ୍କର୍ମ ଅଭିଯୋଗ ହେବା ପରେ ବି ଝାରପୋଖରିଆ ପୋଲିସ ଅବହେଳା ପ୍ରଦର୍ଶନ କରିଥିବାରୁ ତଦନ୍ତକାରୀ ଅଧିକାରୀ ଓ ଆଇଆଇସିକୁ ନିଲମ୍ବନ କରାଯାଇଛି । ସେପଟେ…

ବାଲେଶ୍ୱର ଓକିଲ ପିନ୍ଧିବେନି ହେଲମେଟ୍ ? ଓକିଲ ସଂଘ କହିଲା, କୋର୍ଟ ପାଖରେ କରାନଯାଉ ଚେକିଂ। ଉଠିଲା ପ୍ରଶ୍ନ, ଆଇନର…

କନକ ବ୍ୟୁରୋ : ଆଇନର ଉଦ୍ଧ୍ୱର୍ରେ କଣ ଆଇନଜୀବୀ ? ବାଲେଶ୍ୱର ଓକିଲ ସଂଘର ଯୁକ୍ତି ଶୁଣିବା ପରେ ଆପଣ କିଛି ଏହିଭଳି ଅନୁଭବ କରିପାରିବେ । ବାଲେଶ୍ୱର ଓକିଲ ସଂଘର ସଭାପତି କହିଛନ୍ତି, କୋର୍ଟ ପାଖରେ କୌଣସି ଚେକିଂ କରାନଯାଉ । କୋର୍ଟରୁ କୋର୍ଟ ଯିବା ସମୟରେ ସେମାନେ ହେଲମେଟ ପିନ୍ଧିବେ ନାହିଁ…

ଅମିତଙ୍କ ଟାଗେଟରେ ରାହୁଲ ଗାନ୍ଧୀ । କହିଲେ, ଅନୁପ୍ରବେଶକାରୀ କଣ ଆପଣଙ୍କର ସମ୍ପର୍କୀୟ ଭାଇ, ୨୦୨୪ ସୁଦ୍ଧା ସବୁ…

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ  କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଝାଡଖଣ୍ଡର ଏକ ନିର୍ବାଚନୀ ରାଲିରେ ରାହୁଲଙ୍କୁ ଟାର୍ଗେଟ କରି ଅମିତ କହିଛନ୍ତି, ଅନୁପ୍ରବେଶକାରୀ କଣ ରାହୁଲଙ୍କର ସମ୍ପର୍କୀୟ ଭାଇ । ଦେଶରେ କାହିଁକି…