Daily Archives

December 2, 2019

ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣା: ଯୁବତୀଙ୍କ ନିକଟରେ ଦୁଷ୍କର୍ମର ଭିଡିଓ, ଜଣେ ବହିଷ୍କୃତ ପୋଲିସ କର୍ମଚାରୀ ସମେତ ୪…

କନକ ବ୍ୟୁରୋ: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନିମାପଡାରୁ ଉଠାଇ ନେଇ ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । କାକଟପୁର ଅଂଚଳର ଯୁବତୀ ଭୁବନେଶ୍ୱରରୁ ଏକ ବସରେ ଘରକୁ ଫେରୁଥିଲେ । ଏତିକିବେଳେ ନିମାପଡା ଛକରେ ଏକ ହୋଟେଲରେ ଖାଉଥିଲେ ଯୁବତୀ । ଖାଇବା ସାରି…

ରୀତାଙ୍କ ପରିବାରକୁ ସାହା ହେଲେ ସରକାର । କନକ ନ୍ୟୁଜରେ ଖବର ପରେ ମନ୍ତ୍ରୀ ନେଲେ ପଦକ୍ଷେପ, ମିଳିଲା ବକେୟା ଟଙ୍କା,…

କନକ ନ୍ୟୁଜରେ ଖବର ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ । ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଅସହାୟ ରୀତା ନାୟକଙ୍କୁ ସହଯୋଗର ହାତ ବଢାଇ ଉଦାହରଣ ସୃଷ୍ଟି କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଟ୍ୱିଟ କରି ସୂଚନା ଦେଇଛନ୍ତି, ରୀତାଙ୍କୁ…

ଟ୍ରାଫିକ୍ ଜଗିଛି ସିସିଟିଭି । ନିୟମ ଉଂଲଘନକାରୀଙ୍କୁ ଧରିଲା କ୍ୟାମେରା, ଟିଭିଡିଏସ୍ ଜରିଆରେ ୨ ଦିନରେ କଟିଲା ୯୫ ଜଣଙ୍କ…

କନକ ବ୍ୟୁରୋ : ଆପଣ ରାଜଧାନୀ ରାସ୍ତାରେ ଗାଡ଼ି ଚଳାଉଛନ୍ତି କି ? ଯଦି ହଁ, ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଆପଣଙ୍କ ଗାଡ଼ି ଚାଳନାର ସମସ୍ତ ଗତିବିଧି ଉପରେ ରହୁଛି ସିସିଟିଭିର ନଜର । ଟ୍ରାଫିକ୍ ପୁଲିସ୍ ନାହାନ୍ତି ଭାବି ଆପଣ ଯଦି ଖାମଖିଆଲି ଭାବେ ଗାଡ଼ି ଚଳାଉଛନ୍ତି କିମ୍ବା ନିୟମ ଉଲଂଘନ…

ରୋବୋଟିକ୍ ‘ଡ୍ରୋନ୍’ ପାଇଁ ମାସେ ତଳେ ‘ନାସା’ରୁ ଆସିଥିବା ଚିଠି ଥିଲା ନକଲି । ସତ ଜାଣିବା ପରେ ଓଦା ଓଦା ହୋଇଗଲା…

କନକ ବ୍ୟୁରୋ: ବିଶ୍ୱର ସର୍ବବୃହତ୍‌ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଦ୍ଵାରା ଚୟନ ହୋଇଛନ୍ତି ବୋଲି ଚିଠି ଆସିଥିଲା । ଚିଠି ପାଇବା ପରେ ପରିବାର ଖୁସି ଖେଳି ଯାଇଥିଲା । ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ଅନୁଗୋଳ ହୁଲୁରିସିଂହାର ଯୁବ ବୈଜ୍ଞାନିକ ଶୁଭ୍ରାଂଶୁ ଆଉ ତାଙ୍କ ରୋବୋଟିକ୍‌…

ପୁରୀରୁ ଆସିଲା ଗଣଦୁଷ୍କର୍ମର ଆଉ ଏକ ଲଜ୍ଜାଜନକ ଘଟଣା । ପୋଲିସ କହି ଯୁବତୀଙ୍କୁ ନିମାପଡାରୁ ଉଠାଇ ନେଇ ପୁରୀରେ…

କନକ ବ୍ୟୁରୋ : ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାକୁ ନେଇ ସାରା ଦେଶ ଉଠୁଥିବା ପଡୁଥିବା ବେଳେ ଓଡିଶାରୁ ସାମ୍ନାକୁ ଆସିଛି ଗଣଦୁଷ୍କର୍ମର ଆଉ ଏକ ସାଂଘାତିକ ଅଭିଯୋଗ । ନିମାପଡାରୁ ଉଠାଇ ନେଇ ପୁରୀଠାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ…