Daily Archives

November 30, 2019

ବରଗଡ଼ ଧନୁଯାତ୍ରା: ଆସନ୍ତାକାଲି ସ୍ଥାପନ ହେବ ଶୁଭସ୍ତମ୍ଭ

କନକ ବ୍ୟୁରୋ : ମାସକ ପରେ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ । ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରବିବାର ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହେବ । ଆଗାମୀ ଡିସେମ୍ବର ୩୧ରୁ ଧନୁଯାତ୍ରା ଆରମ୍ଭ ହେବ । ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ହେବାକୁ ଯାଉଥିବା ୭୧ତମ…

ୟୁକୋ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଗଲା ଗୁରୁତ୍ୱପୂର୍ଣ୍ଣ କାଗଜ ସମେତ କମ୍ପ୍ୟୁଟର ।

କନକ ବ୍ୟୁରୋ : ନୂଆପଡ଼ା ଖରିଆର ରୋଡସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ରାତି ଅଗ୍ନିକାଣ୍ଡ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ବନ୍ଦ ଥିବା ବେଳେ ଆଜି ରାତି ପ୍ରାୟ ୮ଟା ୩୦ରେ ଭିତର ପାର୍ଶ୍ୱରୁ ନିଆଁ ଲାଗିଛି । ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି କମ୍ପ୍ୟୁଟର ପୋଡ଼ି…

ଋଷ ଯବାନଙ୍କ ମୁହଁରେ ‘ୟେ ବତନ୍’ ଗୀତ । ଭାଇରାଲ ହେଲା ଭିଡିଓ, ଥରେ ଦେଖିନିଅନ୍ତୁ ଏହି ଭିଡିଓ ।

୧୯୬୫ରେ ରିଲିଜ୍ ହୋଇଥିଲା ଫିଲ୍ମ ସହିଦ୍। ଏହି ଫିଲ୍ମରେ ଥିବା ଗୀତ ‘ୟେ ବତନ’ ‌ସେ ସମୟରେ ଲୋକପ୍ରିୟ ହୋଇଥିବା ବେଳେ ଏବେ ମଧ୍ୟ ଲୋକଙ୍କ ମନରେ ଗୀତଟି ସ୍ୱତନ୍ତ୍ର ଘର କରି ରହିଛି। ଭାରତରେ ଏହି ଗୀତର ଅର୍ଥକୁ ଦେଶବାସୀ ବୁଝିଥିବା ବେଳେ ରୁଷିଆର ଯବାନମାନେ ମଧ୍ୟ ଗୀତର ଗଭୀରତାକୁ ବୁଝି…

ପିଆଜ ପାଇଁ ଲମ୍ବା ଲାଇନ୍ ! ୩୫ ଟଙ୍କାରେ କଣ୍ଟ୍ରୋଲ ପିଆଜ କିଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କଲେ, ଧାଡିରେ ଛିଡା…

କନକ ବ୍ୟୁରୋ : ପିଆଜ କିଣିବାକୁ ଲାଗିଲା ଲୋକଙ୍କ ଲମ୍ବା ଲାଇନ । କଂଟ୍ରୋଲ ଜରିଆରେ ସରକାର ଯୋଗାଉଥିବା ଦୋକାନରେ ପିଆଜ କିଣିବାକୁ ଲୋକେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ପାଟଣାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ପିଆଜ ୩୫ ଟଙ୍କାରେ ମିଳୁଥିବାବେଳେ ଡିଲରମାନେ ମୁଣ୍ଡରେ ହେଲମେଟ…

କିପରି ଜହ୍ଲାଦ ବୁଣିଥିଲା ଷଡ଼ଯନ୍ତ୍ରର ଜାଲ ? କେମିତି ପାଶବିକ ଅତ୍ୟାଚାରର ଶିକାର ହେଲେ ମହିଳା ଡାକ୍ତର ? ଗିରଫ ୪…

କନକ ବ୍ୟୁରୋ : ଗିରଫ ଅଭିଯୁକ୍ତ ଠାରୁ ସାଂଘାତିକ ସତ ସାମ୍ନାକୁ ଆଣିଛି ପୋଲିସ । ସ୍କୁଟି ଚକରୁ ପମ୍ପ ଖାଲିଦେଇ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ଅଭିଯୁକ୍ତ । ଏହା ସହ ମହିଳା ଜଣଙ୍କ ଜୀବନ ବଂଚାଇବାକୁ ଚିତ୍କାର କରିବାରୁ ତାଙ୍କ ମୁହଁକୁ ଚାପି ଧରି ବନ୍ଦ କରି ଦେଇଥିଲେ ନର ପିଶାଚମାନେ । ନୃଶଂସତାର…

ହାଇଦ୍ରାବାଦ ନିର୍ଭୟାର ନ୍ୟାୟ ପାଇଁ ଏକଜୁଟ ହେଉଛି ଦେଶ । ସୋସିଆଲ ମିଡିଆରୁ ସଡକ ସବୁଠି ଆକ୍ରୋଶର ସ୍ୱର, ଦିଲ୍ଲୀରୁ…

କନକ ବ୍ୟୁରୋ : ନ୍ୟାୟ ଦାବିରେ ହାଇଦ୍ରାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ଧାରଣା । ପୁଣିଥରେ ହାଇଦ୍ରାବାଦର ନିର୍ଭୟା ପାଇଁ ରାଜରାସ୍ତାରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଜନତା । ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ଦାବିରେ ହାତରେ ଫ୍ଲାକାର୍ଡ଼, ବ୍ୟାନର ଧରି…